ସବୁ ସମୟ ଖବର ସାଥିରେ

Big Breaking News – ଏବେ ଏବେ ସିନେମା ଜଗତରୁ ଆସିଲା ବଡ ଦୁଖଦ ଖବର, ଚିକିତ୍ସାଧୀନ ଅବସ୍ଥାରେ ଏହି ବରିଷ୍ଠ ଅଭିନେତାଙ୍କ ହେଲା ଅଚାନକ ମୃତ୍ୟୁ…ସମସ୍ତଙ୍କ ଦିଲ ରେ କରୁଥିଲେ ରାଜ…

0 17

ସିନେମା ଜଗତ ପାଇଁ ପୁଣି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ପୁଣି ଥରେ କଳା ଜଗତର ଜଣେ ବରିଷ୍ଠ କଳାକାରଙ୍କ ଅକାଳ ବିୟୋଗ ଘଟିଛି। ଯେଉଁଥି ପାଇଁ ଦୁଃଖରେ ଭାଙ୍ଗି ପଡିଛି ଫିଲ୍ମ୍ ଇଣ୍ଡଷ୍ଟ୍ରି। ଆଉ ଏହି ପ୍ରସିଦ୍ଧ କଳାକାରଙ୍କ ବିୟୋଗରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି। ଏକ ପ୍ରକାର କହିବାକୁ ଗଲେ ଅଭିନୟ ଜଗତରେ ଶୋକର ଲହରୀ ଖେଳି ଯାଇଛି। ଚିକିତ୍ସା ଧିନ ଅବସ୍ଥାରେ ଏହି ପ୍ରସିଦ୍ଧ ଅଭିନେତାଙ୍କ ଦେହାନ୍ତ ହୋଇଛି।
ଗତ କିଛି ଦିନ ଆଗରୁ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା କିନ୍ତୁ ସେ ଆରୋଗ୍ୟ ହେବା ବଦଳରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ବିଗିଡି ଯାଇଥିଲା। ଆଉ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟ ଘଟି ଯାଇଛି ବୋଲି ତାଙ୍କ ଜଣେ ଏଜେଣ୍ଟ ସୂଚନା ଦେଇଥିଲେ। ଯାହା ପରେ ତାଙ୍କ ମର ଶରୀରକୁ ଦେଖିବା ପାଇଁ ବହୁ ନାମୀଦାମୀ କଳାକାରଙ୍କ ସମେତ ଅନେକ ପ୍ରଶଂସକ ମାନେ ସେଠାରେ ଉପସ୍ଥିତ ହୋଇ ବିଦାୟ ଦେଇଥିଲେ।

ତେବେ ଏହି ଲୋକପ୍ରିୟ ଅଭିନେତାଙ୍କ ଦେହାନ୍ତରେ ଫ୍ୟାନସ୍ ମାନଙ୍କୁ ବହୁତ୍ ବଡ଼ ଝଟକା ଲାଗିଛି। ଫ୍ୟାନସ୍ ମାନେ ତାଙ୍କ ମୃତ୍ୟୁକି ନେଇ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଏହାକୁ ନେଇ ସୋସିଆଲ ମିଡ଼ିଆରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି। ତାଙ୍କର ଜଣେ ସୋହଯୋଗୀ କହିଛନ୍ତି କି ତାଙ୍କୁ ଜଣେ ସଚ୍ଚୋଟ ଗ୍ରାହକ ଭାବେ ମନେ ରଖିବେ, ସେ ଜଣେ ମହାନ ଅଭିନେତା ଥିଲେ,ସଚ୍ଚୋଟ ବୁଦ୍ଧିମାନ ଏବଂ ଖୁବ୍ ମଜାଳିଆ ବ୍ୟକ୍ତିତ୍ଵ ମଧ୍ୟ ଥିଲେ ମୁଁ ୪୦ ବର୍ଷ ଧରି ତାଙ୍କର ଏଜେନ୍ସି ଥିଲି ସେଥିପାଇଁ ମୁଁ ଗର୍ବିତ ଅନୁଭବ କରୁଛି। ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି କି ଏହା ଅଭିନୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ଯାହା କେବେ ପୂରଣ ହୋଇ ନପାରେ।

ତେବେ ଏ ଲୋକପ୍ରିୟ ଅଭିନେତା ହେଉଛନ୍ତି ହଲିଉଡ୍ ଫିଲ୍ମ ଜଗତର ବରିଷ୍ଠ କଳାକାର ରବି କଲକ୍ଟ୍ରାନ। ହୁଏତ ଆପଣ ଏହି ଅଭିନେତାଙ୍କୁ ପରଦା ଉପରେ ନିଶ୍ଚିତ ଭାବେ ଦେଖିବାକୁ ପାଇଥିବେ। ଏକାଧିକ ହଲିଉଡ୍ ମୁଭିରେ ସେ ନଜର ଆସିଛନ୍ତି। ଆଉ ଏହି ଅଭିନେତାଙ୍କ ବିୟୋଗ ଖବର ଆସିବା ପରେ ତାଙ୍କର ପ୍ରଶଂସକ ମାନେ ଖୁବ୍ ଦୁଃଖ ପ୍ରକାଶ କରିଛନ୍ତି। ପ୍ରଶଂସକ ମାନଙ୍କ ପାଇଁ ଏହା

ଏକ ଯୁଗର ଅବସାନ ଘଟିଛି କହିଲେ ଅତ୍ୟୁକ୍ତି ହେବ ନାହିଁ।ତେବେ ହଲିଉଡ୍ ଅଭିନେତା ରବି କଲକ୍ଟ୍ରାନ ୭୨ ବର୍ଷ ବୟସରେ ପରଲୋକ ଘଟିଛି। ତାଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି। ଏବଂ ଅଭିନୟ ଜଗତରେ ଶୋକର ଲହରୀ ଖେଳି ଯାଇଛି। ଆଉ ଏହି ଅଭିନେତାଙ୍କ ମୃତ୍ୟୁକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।