
ଗୋପାଳ ବାବୁଙ୍କ ଓଡ଼ିଆଣୀ ଲୋକ ଦିବାନା ହେଲେ ଦର୍ଶକ , ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….
ହଁ ଦର୍ଶକ ବନ୍ଧୁ ଏପରି ଏକ ଦମଦାର ଚଳଚିତ୍ର ଟି ବର୍ତ୍ତମାନ ରିଲିଜ ହେବାକୁ ଯାଉଛି, ଯାହାକୁ ଦେଖିଲେ ଓଡ଼ିଆ କଳା ପ୍ରେମୀ ମାନଙ୍କର ମନ ମଧ୍ୟ ଆନନ୍ଦରେ ପୁରି ଉଠିବ | ଏପରି ଜଣେ ଅଭିନେତ୍ରୀ ହେଉଛନ୍ତି ସୁପ୍ରିୟା ଯିଏ କି ଆଗରୁ ଆମ ଓଡ଼ିଆ ଫିଲ୍ମ ରେ କାମ କରିସାରିଛନ୍ତି | ତେବେ ତାଙ୍କର ଆଉ ଗୋଟିଏ ନୂଆ ଫିଲ୍ମ ବର୍ତ୍ତମାନ ରିଲିଜ ହେବାକୁ ଯାଉଛି, ତାହା ପୁଣି ବୁଦ୍ଧାଦିତ୍ୟ ଙ୍କ ସହିତ | ତେବେ ଆସନ୍ତୁ ଜାଣିବା ସିଏ ଏହି ଅଭିନୟ କୁ ନେଇକି କେତେ ଖୁସି ଅଛନ୍ତି, ଆଉ କଣ କହିଛନ୍ତି ଏହି ଅଭିନୟ ବିଷୟରେ ଆସନ୍ତୁ ଜାଣିବା |
ତେବେ ସୁପ୍ରିୟା ଏବେ ଓଡ଼ିଆଣୀ ବେଶରେ ଫିଲ୍ମ ରେ ନଜର ଆସିବାକୁ ଯାଉଛନ୍ତି | ଆଉ ଯୋଉ ଫିଲ୍ମ ରେ ମୁଖ୍ୟ ଭୂମିକାରେ ଅଛନ୍ତି ବୁଦ୍ଧାଦିତ୍ୟ ଓ ଅଭିନେତ୍ରୀ ସୁପ୍ରିୟା | ତେବେ ସେମାନେ କରିଥିବା ଫିଲ୍ମ ଟିର ନାଁ ହେଉଛି ଆସ୍ତିକ ଆଉ ନାସ୍ତିକ, ଯାହା ଏବେ ସେସିଆଲ ମିଡିଆରେ ଭାଇରାଲ ହେଉଛି |ତେବେ ସୁପ୍ରିୟା ଙ୍କୁ ଏହି ଫିଲ୍ମ ସୁଟିଙ୍ଗ ପରେ କିଛି ପ୍ରଶ୍ନ ଗଣ ମାଧ୍ୟମ ତରଫରୁ ପଚାରା ଯାଇଥିଲା, ଆଉ ଯାହାର ପ୍ରତି ଉତ୍ତରରେ କହିଥିଲେ ସୁପ୍ରିୟା କିଛି ଏମିତି |
ତାଙ୍କୁ ପ୍ରଶ୍ନ କରା ଯାଇଥିଲା କି ସେ ସବୁବେଳେ ଏଜେଣ୍ଟ ଆଟିଷ୍ଟ ଙ୍କ ସହିତ କଣ ପାଇଁ କାମ କରନ୍ତି , ଆଉ ସେ ଏବେ ଯୋଉ ନିଉ ଜେନେରେସନ ରେ ଆସୁଥିବା ହିରୋ ଙ୍କ ସହିତ କଣ ପାଇଁ କାମ କରନ୍ତିନି | ଆଉ ଯାହାର ପ୍ରତି ଉତ୍ତର ରେ ସୁପ୍ରିୟା କହିଥିଲେ କି ସେ ତରଙ୍ଗ ସିନେ ପ୍ରଡକ୍ସନ ସହିତ ଆଗରୁ ଗୋଟିଏ ଫିଲ୍ମ ରେ କାମ କରିଥିଲେ | ଆଉ ସିଏ ଯେହେତୁ ଓଡ଼ିଶାରେ ରହୁ ନ ଥିଲେ ପଞ୍ଜାବ ରେ ରହିକି ପାଠ ପଢୁଥିଲେ , ସେଥିପାଇଁ ସେ ଫିଲ୍ମ କରୁ ନଥିଲେ ଆଉ ଏବେ ସେ ଓଡ଼ିଶାରେ ଅଛନ୍ତି ତ ଫିଲ୍ମ କରିବେ |
ସେ ଆହୁରି ମଧ୍ୟ କହିଛନ୍ତି କି ସିଦ୍ଧାନ୍ତ ସାର ଓ ବୁଦ୍ଧାଦିତ୍ୟ ସାର ଙ୍କ ସହିତ କାମ କରିକି ମୁଁ ବହୁତ ଖୁସି ଅଛି, ଆଉ ବହୁତ କଥା ଶିଖିବାକୁ ମଧ୍ୟ ମିଳିଛି | ତେବେ ଅଭିଷେକ କରିଥିବା ଅଭିନୟ ବିଷୟରେ କହିଛନ୍ତି କି କିଏ ଆସ୍ତିକ ଆଉ କିଏ ନାସ୍ତିକ ଏହି ଫିଲ୍ମ ରେ ଜଣା ପଡିନି କିନ୍ତୁ ଫିଲ୍ମ ଟି ଭଲ ହେବ |ଏହି ଫିଲ୍ମ ରେ ଗୋପାଳ ଯିଏକି ବୁଦ୍ଧାଦିତ୍ୟ ଭୂମିକାରେ ଅଛନ୍ତି , ଆଉ ଭାଉଜ ସୁପ୍ରିୟା, ଆଉ ସାନ ଭାଇ ଆଉ ଭଉଣୀ ଙ୍କୁ ନେଇକି ହେଇଛି | ତେବେ ଏହି ଫିଲ୍ମ କୁ ନେଇକି ବୁଦ୍ଧଦିତ୍ୟ କହିଛନ୍ତି କି ସୁଧାଂଶୁ ସାହୁ ଙ୍କ ନିର୍ଦେଶନା ରେ ସେ ଏହି ଫିଲ୍ମ ଟି କରିଥିବାରୁ ବହୁତ ଖୁସି ଅଛନ୍ତି | ବହୁତ ଦିନରୁ ଆଶା ଥିଲା କି ସେ ତାଙ୍କ ସହିତ କାମ କରିବେ ଆଜି ତାହା ସଫଳ ହୋଇଛି, ଆଉ ଏହି ଫିଲ୍ମ ବିଷୟରେ ବର୍ତ୍ତମାନ ସେସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।