ସବୁ ସମୟ ଖବର ସାଥିରେ

ହୀରୋଙ୍କ ଅକାଳ ବିୟୋଗ ପାଇଁ ପାଇଁ ଭୋ-ଭୋ ହେଇ କାନ୍ଦିଲେ ଅଭିନେତ୍ରୀ Rachana Banarjee, ଦେଖନ୍ତୁ Vide

0 160

ତେବେ ପ୍ରାୟ ସମସ୍ତେ ସିନେମା ଆଦି ଦେଖିବାକୁ ଭଲ ପାଇ ଥାଆନ୍ତି କାରଣ ଏହାଦ୍ୱାରା ଆମର ମନରଞ୍ଜନ ହେବା ସହିତ ଟେନ୍ସନ ମଧ୍ୟ କିଛି ସମୟ ପାଇଁ ଦୂରେଇ ଯାଇ ଥାଏ | ତେବେ ଏହି ଫିଲ୍ମ ରେ ଅଭିନୟ କରୁଥିବା କଳାକାର ମାନଙ୍କୁ ମଧ୍ୟ ଦର୍ଶକ ମାନେ ଖୁବ ଭଲ ପାଇବା ଦେଇ ଥାଆନ୍ତି ଏବଂ ନିଜର ନିଜର ଏକ ପସନ୍ଦ କଳାକାର ଥାଆନ୍ତି ଯାହାଙ୍କର ଅଭିନୟ ଦ୍ୱାରା ଆମେ ତାଙ୍କର ଫ୍ୟାନ୍ସ ହୋଇ ଯାଇ ଥାଉ | ତେବେ ଏହି ସେଲିବ୍ରେଟି ଙ୍କ ଜୀବନ ରେ ମଧ୍ୟ ଅନେକ ଦୁଃଖ କଷ୍ଟ ରହି ଥାଏ ଯାହାକୁ ଦେଖିଲେ କିମ୍ବା ଶୁଣିଲେ ଆମ ଆଖିରେ ମଧ୍ୟ ଲୁହ ଚାଲି ଆସେ |

ଆମେ ଯେତେ ବେଳେ ଜନ୍ମ ପାଇଛନ୍ତି ଆମର ମୃତ୍ୟୁ ମଧ୍ୟ ସୁନିଶ୍ଚିତ ସେ ସାଧାରଣ ଲୋକ ହେଉ କି କେଉଁ ବଡ଼ ସେଲିବ୍ରେଟି ହୋଇ ଥାଉ | ଆଜି ଏଭଳି ଏକ ଦୁଖଃଦ ଘଟଣା ସମ୍ପର୍କ ରେ କହିବୁ ଯାହାକୁ ଶୁଣିଲେ ଆପଣ ମଧ୍ୟ ଦୁଃଖ ପ୍ରକାଶ କରିବେ |

 

ଆପଣ ମାନେ ତ ବାଙ୍ଗୀୟ ଅଭିନେତ୍ରୀ ରଚନା ବାନାର୍ଜୀ ଙ୍କୁ ବେସ ଭଲ ଭାବରେ ଜାଣିଛନ୍ତି, ଯିଏ ତାଙ୍କ ଅଭିନୟ ମାଧ୍ୟମ ରେ ପୁରା ଓଡ଼ିଶା ବାସୀ ଓ ବାଙ୍ଗୀୟ ମାନଙ୍କୁ ଜିଣି ପାରିଛନ୍ତି | ସେତେବେଳେ ସେ ଓଡ଼ିଆ ଚଳଚ୍ଚିତ୍ର ରେ ନମ୍ବର ୱାନ ନାୟିକା ଭାବେ ପରିଚିତ ଥିଲେ ଏବଂ ତାଙ୍କ ଅଭିନୟ ଯାଦୁ ହେଉ କି ସୋନ୍ଦର୍ଯ୍ୟ ର ଯାଦୁ ହେଉ ଆଜି ବି ସେ ଲକ୍ଷାଧିକ ଫ୍ୟାନ୍ସ ଙ୍କ ମନରେ ଘର କରି ରହିଛନ୍ତି |


ବର୍ତ୍ତମାନ ସମୟ ରେ ରଚନା ବାନାର୍ଜୀ ତାଙ୍କ ନିକଟ ଅଭିନେତା ଙ୍କ ଦେହାନ୍ତ ରେ ଖୁବ ମର୍ମାହତ ହୋଇ ପଡିଛନ୍ତି ଏବଂ ଏହାକୁ ନେଇ ସେ ଏକ ଭିଡ଼ିଓ ମାଧ୍ୟମ ରେ କିଛି କହିଛନ୍ତି ମଧ୍ୟ | ସେ କହିଛନ୍ତି ଯେ, ଆଜି ପର୍ଯ୍ୟନ୍ତ ମୁଁ ଯେଉଁଠି କାମ କରିଛି ସେ ସବୁବେଳେ ମୋ ସହିତ ରହି ଥାଆନ୍ତି ଏବଂ 1995 ମସିହା ରେ ମୁଁ ଯେତେବେଳେ ପ୍ରଥମେ କାମ ଆରମ୍ଭ କରି ଥିଲି ତାଙ୍କ ସହ ହିଁ କରି ଥିଲି |

 

ସୁଟିଂ ଟାଇମ ରେ ଯଦି ଆମକୁ ଟିକେ ଫ୍ରି ଟାଇମ ମିଳେ ତେବେ ସେହି ଟାଇମ ରେ ଆମେ ମିଶିକି ଟାଇମ ସ୍ପେଣ୍ଡ କରୁ | ମିଠୁ ଦା ଭଳି ମଣିଷ ବହୁତ କମ ମିଳନ୍ତି କାରଣ ସେ ସବୁଠାରୁ ଭଲ ମଣିଷ ଥିଲେ ଏବଂ ତାଙ୍କ ମନ ବହୁତ ନିର୍ମଳ ଥିଲା | ଯିଏ ତାଙ୍କ ସହିତ ମିଶି ନାହାନ୍ତି ସେମାନେ କିଛି ଜାଣି ନାହାନ୍ତି ଏବଂ ଯିଏ ତାଙ୍କ ସହିତ ସମୟ ଅତିବାହିତ କରିଛନ୍ତି ସେ ସଠିକ ଭାବରେ ଅନୁତପ୍ତ ଯେ ସେ ତାଙ୍କ ଜୀବନରେ ମିଠୁ ଦା ଙ୍କ ଠାରୁ ଅନେକ କିଛି ପାଇଛନ୍ତି | ତେବେ ଏଭଳି ଭାବରେ ମିଠୁ ଦା ଙ୍କ ବିଷୟରେ କହି ରଚନା ବାନାର୍ଜୀ କାନ୍ଦି ପକାଇଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।