ସବୁ ସମୟ ଖବର ସାଥିରେ

health tips – ପୁରୁଣାରୁ ଅତି ପୁରୁଣା ଡାଇବେଟିସ ମାତ୍ର ସାତ ଦିନରେ ଭଲ ହେବ କରନ୍ତୁ ଏହି ଉପାୟ ୧୦୦% ଗ୍ୟାରେଣ୍ଟି ଏବଂ ଅନ୍ୟମାନଙ୍କୁ ସେୟାର କରି ଜଣାନ୍ତୁ!

0 97

ଡାଇବେଟିସ ଏମିତି ଏକ ରୋଗ ଯାହା ଥରେ ହୋଇଗଲେ ଜୀବନସାରା ଭୋଗିବାକୁ ପଡିଥାଏ ଏହି ରୋଗ ସ୍ୱାସ୍ଥ୍ୟ ଉପରେ ବହୁତ ପ୍ରଭାବ ପକାଇଥାଏ । ଆଧୁନିକ ଚିକିତ୍ସା ବିଜ୍ଞାନ ଅନୁସାରେ ଡାଇବେଟିସ ପୂର୍ଣ୍ଣ ରୂପେ ଭଲ ହୁଏ ନାହିଁ କିନ୍ତୁ ଏହା ଉପରେ ନିୟନ୍ତ୍ରଣ ରଖାଯାଇ ପାରିବ। ଆଜି ଆମେ ଆପଣଙ୍କୁ ଏମିତି ଏକ ଘରୋଇ ଉପଚାର ବାବଦରେ ଜଣାଇବୁ ଯାହା ବ୍ୟବହାର କରି ଆପଣ ଆପଣଙ୍କ ପୁରୁଣା ଅତି ପୁରୁଣା ଡାଇବେଟିସକୁ ଭଲ କରିପାରିବେ।

ମାତ୍ର ୭ ଦିନ ମଧ୍ୟରେ ଆପଣ ଏହାର ଫଳାଫଳ ପାଇ ପାରିବେ। ଏହି କାଢ଼ା କେବଳ ଡାଇବେଟିସଯୁ ଭଲ କରିବା ତା ନୁହେଁ ଏହା ସେବନ କରିବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ। ଏହି କାଢ଼ା ପ୍ରସ୍ତୁତ କରିବା ପାଇଁ ମାତ୍ର ମାତ୍ର ଦୁଇଟି ସାମଗ୍ରୀର ଆବଶ୍ୟକତା ରହିଛି।

୧.ମେଥି:-

 ମେଥି ସ୍ବାସ୍ଥ୍ୟ ନିମନ୍ତେ ଏକ ସୁବିଦିତ ଔଷଧ ଭାବେ କାମ କରିଥାଏ। ଏଥିରେ ବିଭିନ୍ନ ପ୍ରକାରର ପୋଷକ ତତ୍ତ୍ବ ଯେପରିକି କ୍ୟାରୋଟିନ୍,କପର,ଜିଙ୍କ୍,ସୋଡ଼ିୟମ୍,ଫଲିକ୍ଏସିଡ଼୍ ଏବଂ ମ୍ୟାଗ୍ନେସିୟମ୍ ଆଦି ମିଳିଥାଏ।ମେଥି ଦାନା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରି ବୃକକକୁ ସୁସ୍ଥ ରଖିଥାଏ। ଏହା ଛଡ଼ା ଏହା ଅମ୍ଳ ପିତ୍ତ ଭଳି ଗ୍ୟାଷ୍ଟ୍ରିକ୍ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ।

ମେଥି ରେ ମଧୁମେହକୁ କଣ୍ଟ୍ରୋଲ କରିବାର ବହୁତ କ୍ଷମତା ରହିଥାଏ ଏବଂ ଏହା ବ୍ଲଡ ସୁଗାର ଲେଭେଲ କୁ କମ କରିଥାଏ । ଏହା ଗ୍ଳୁକୋଜ ଡିପେଣ୍ଡେଣ୍ଟ ଇନସୁଲିନ ର ସ୍ତରକୁ ବଢାଇଥାଏ ।ମେଥି ଦାନାରେ ଥିବା ସାଲ୍ୟୁବଲ୍ ଫାଇବରସ୍ଲୁଡ୍ ସୁଗାରକୁ ନିୟନ୍ତ୍ରଣ କରି ମଧୁମେହକୁ ନିୟନ୍ତ୍ରିତ କରିଥାଏ।

୨.ହଳଦୀ:-

ହଳଦୀରେ ବହୁ ଔଷଧୀୟ ଗୁଣ ରହିଛି। ଏଥିରେ ଆଣ୍ଟିସେପ୍ଟିକ୍‌ ଓ ଆଣ୍ଟିବାୟୋଟିକ୍‌ ପରି ଗୁଣ ଅଧିକ ମାତ୍ରାରେ ରହିଥାଏ।ହଳଦୀରେ କ୍ୟାଲସିୟମ, ଫସଫରସ୍, ସୋଡିୟମ୍, ପୋଟାସିୟମ୍ ଏବଂ ଆଇରନ୍ ଭଳି ଅନେକ ଉପାଦାନ ଥାଏ I ଏହା ଆଣ୍ଟିବ୍ୟାକ୍ଟେରିଆଲ୍, ଆଣ୍ଟି-ଇନଫ୍ଲାମେଟୋରୀ ଗୁଣରେ ମଧ୍ୟ ଭରପୂର ଅଟେ, ଯାହା ହଜମ ଏବଂ ଚର୍ମ ସମସ୍ୟାରେ ପ୍ରଭାବଶାଳୀ ହୋଇଥାଏ I

ପ୍ରସ୍ତୁତ ପ୍ରଣାଳୀ:-

ପ୍ରଥମେ ଗ୍ୟାସ ଉପରେ ଏକ ପାତ୍ର ବସାଇ ଏଥିରେ ଏକ ଗ୍ଲାସ ପାଣି ଦିଅନ୍ତୁ। ପାଣି ଟିକିଏ ଫୁଟି ଆସିବା ପରେ ଏଥିରେ ଏକ ଚାମଚ ମେଥି ଦାନା ପକାନ୍ତୁ। ଏହା ପରେ ଏଥିରେ ଏକ ଚାମଚ ହଳଦୀ ଗୁଣ୍ଡ ପକାନ୍ତୁ। ଏବେ ଏହା ଫୁଟି ଫୁଟି ଅଧ ଗ୍ଲାସ ହେବା ଯାଏ ଫୁଟାନ୍ତୁ। ଏବେ ଏହାକୁ ଏକ ଗ୍ଲାସକୁ ଛାଣି ରଖନ୍ତୁ।

ଏହି ପ୍ରସ୍ତୁତ କାଢ଼ାକୁ ଆପଣ ହାଲକା ଉଷୁମ ରଖି ଦିନକୁ ଦୁଇ ଥର ସେବନ କରନ୍ତୁ। ପ୍ରତ୍ୟେକ ଦିନ ସକାଳ ଖାଲି ପେଟରେ ଏବଂ ସନ୍ଧ୍ୟା ସମୟରେ ଖାଲି ପେଟରେ। ମାତ୍ର ସାତ ଦିନ ବ୍ୟବହାର କରନ୍ତୁ ଆପଣ ନିଜେ ଏହାର ଫଳାଫଳ ଜାଣି ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।