
ଦୀର୍ଘ 500 ବର୍ଷ ପରେ ହଟାତ୍ ରାଗିଲେ ଶନିଦେବ ଏହି ରାଶିର ଲୋକ ଙ୍କ ଭାଗ୍ୟରେ ଆସୁଛି ଦୁଃଖ ! ଆଜିରାତି ରୁ ସାବଧାନ ହୁଅନ୍ତୁ ଏହି 2ଟି ରାଶିର ଲୋକ….
ଗ୍ରହ ମାନଙ୍କର ଗତି ବିଧିରେ ପରିବର୍ତନ କାରଣରୁ ପ୍ରତ୍ୟେକ ବ୍ୟକ୍ତିଙ୍କର ଜୀବନ ପ୍ରଭାବିତ ହୋଇଥାଏ |କିନ୍ତୁ ଯଦି କୌଣସି ବ୍ୟକ୍ତିର ରାଶିରେ ଗ୍ରହ ମାନଙ୍କର ରାଶିର ସ୍ଥିତି ଠିକ ରହିଥାଏ ତେବେ ତାର ଜୀବନ ଉପରେ ସକାରାତ୍ମକ ପ୍ରଭାବ ପଡିଥାଏ |ଏବଂ ଯଦି ଗ୍ରହ ମାନଙ୍କର ସ୍ଥିତି ଠିକ ନା ଥାଏ ତେବେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ |
ଶନିଦେବ ଯାହା ଉପରେ ପ୍ରସନ୍ନ ହୁଅନ୍ତି ସେ ବ୍ୟକ୍ତିର ଭାଗ୍ୟ ବଦଳିଯାଏ |ତେବେ ଯାହା ଉପରେ ଶନି ଦେବ କ୍ରୋଧିତ ହୋଇଥାନ୍ତି ତାହାର ନାଶ ହେବା ଶୁନିଶ୍ଚିତ ଅଟେ | ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହମାନଙ୍କର ଚଳନ କାରଣରୁ ଏଭଳି ଯୋଗ ବନୁଅଛି କି ଆଜି ଠାରୁ ଶନିଦେବ ନିଜର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି | ଯାହାର ପ୍ରଭାବ ମାତ୍ର ଦୁଇଟି ରାଶି ଉପରେ ସବୁଠାରୁ ଅଧିକ ରହିବ |
ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ଶନି ଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଇଥାଏ | ଆପଣଙ୍କୁ କହିରଖୁଛୁ ଯେ ବ୍ୟକ୍ତିର ଜୀବନରେ ଯାହା ବି ଭଲ ଏବଂ ଖରାପ ଫଳ ରହିଥାଏ ତାହା ସବୁ ଶନିଦେବଙ୍କ ମହାଦଶା କାରଣରୁ ହିଁ ହୋଇଥାଏ | ସବୁବେଳେ ଦେଖାଯାଏ କି କେବେକେବେ କୌଣସି କଷ୍ଟ କାର୍ଯ୍ୟ ମଧ୍ୟ ଅତି ସହଜରେ ହୋଇଯାଏ କିନ୍ତୁ ପୁଣି କେବେ ଅତି ସହଜ କାମ ମଧ୍ୟ ଅତ୍ୟନ୍ତ ପରିଶ୍ରମ କରିବା ପରେ ମଧ୍ୟ ହୋଇ ପାରିନଥାଏ |ଏହାସବୁ ଶନିଦେବଙ୍କ ମହାଦଶା କାରଣରୁ ହୋଇଥାଏ |
ଶନିଙ୍କର ମହାଦଶା ହେତୁ ମେଷ ଓ ମୀନ ରାଶିର ଲୋକ ମାନଙ୍କୁ ସତର୍କ ରହିବାକୁ ପଡିବ | ଏହି ମାସରେ ଶନିଦେବ ମେଷ ରାଶିରୁ ଯାଇ ମୀନ ରାଶିରେ ପଶିଛନ୍ତି । ଶନିଙ୍କର ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଯିବା ସମସ୍ତଙ୍କ ଉପରେ ଏହାର ଗଭିର ପ୍ରଭାବ ପଡିଥାଏ |ଆଉ ଶନିଙ୍କର ଏହି ପରିବର୍ତ୍ତନ ଏହିଥର ରାଶି ମାନଙ୍କ ପାଇଂ ବହୁତ ଦୁଃଖ, କଷ୍ଟ ନେଇ ଆସିବ |ଯେଉଂ କାରଣରୁ ଏହି ରାଶିର ଲୋକଙ୍କୁ ଅତ୍ୟଧିକ କ୍ଷତି ସହିବାକୁ ମଧ୍ୟ ପଡିବ |ଏମାନଙ୍କର ଅନାବଶ୍ୟକ ଟେନସନ ବଢିଯିବ |ଏହି ରାଶିର ଲୋକଙ୍କୁ ଏବେ ବହୁତ ଅଧିକ ସାବଧାନ ରହିବାକୁ ପଡିବ |
ଚାକିରିରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିବ |କାର୍ଯ୍ୟ କ୍ଷେତ୍ରରେ ଶତ୍ରୁ ହଇରାଣ କରିପାରନ୍ତି |ବ୍ୟବସାୟୀ ମାନେ ଏହି୍ ବର୍ଷ କଷ୍ଟ ସାଧ୍ୟ ରହିବାର ଅଛି | ଆପଣଙ୍କ ବୈବାହିକ ଜୀବନରେ ମଧ୍ୟ ଶନି ଙ୍କର କୋପ ଦୃଷ୍ଟି ରହିଅଛି |ମୀନ ଏବଂ ମେଷ ରାଶିର ବ୍ଯକ୍ତି ଙ୍କ ର ଗ୍ରହ ନକ୍ଷତ୍ର ଚଳନରେ ବଡ ପରିବର୍ତ୍ତନ ଆସୁଛି| ତେଣୁ ଆପଣ ଶନିଦେଵ ଙ୍କ ଆରାଧନା କରନ୍ତୁ ଏବଂ ଭଲ କର୍ମ କରନ୍ତୁ ଆପଣଙ୍କ ସହ ସବୁ ଭଲ ହେବ |ଶନିବାର ଦିନ ଶନି ଚାଳିଶା ଜପ କରନ୍ତୁ, ହନୁମାନ ଚାଳିଶା ପାଠ କରନ୍ତୁ। ଏହାସହିତ କଳା କୁକୁର ଏବଂ ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ |ଏହା ଦ୍ୱାରା ଶନିଙ୍କର କୋପ ଦୃଷ୍ଟି କମିଥାଏ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।