
ଆଶ୍ଚର୍ଯ୍ୟ,ଗଣେଶ ପୂଜାରେ ଜନ୍ମ ନେଲେ ପ୍ରଭୁ ଗଜାନନ! video ଦେଖିଲେ ଆପଣଙ୍କ ହୋସ ଉଡ଼ିଜିବ…
ଗଣେଶଙ୍କୁ ବିଘ୍ନ ନାଶ ବୋଲି କୁହା ଯାଇଥାଏ କାରଣ ସେ ନିଜ ଭକ୍ତଙ୍କୁ ସମସ୍ତ ପ୍ରକାର ବିପଦରୁ ମୁକ୍ତି କରିଥାନ୍ତି | ଭକ୍ତର ନିଷ୍ଠାପର ଭକ୍ତି ଭାବରେ ସେ ମୁଗ୍ଧ ହୋଇ ସମସ୍ତ ମନ କାମନା ପୂରଣ କରି ଥାନ୍ତି | ଏହି ଭଳି ଏକ ଖବର ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି | ଗଣେଶ ପୂଜା ଦିନ ଏକ ଦମ୍ପତିଙ୍କ କୋଳରେ ଗଣେଶ ଜନ୍ମ ନେଇ ଛନ୍ତି | ଆସନ୍ତୁ ଜାଣିବା ସେ ସମ୍ପର୍କରେ |
ଘଟଣା ଟି ଆଶ୍ଚର୍ଯ୍ୟ ହୋଇଥିଲେ ମଧ୍ୟ ସତ| ଜନ୍ମ ନେଇଛନ୍ତି ଗଣେଶଙ୍କ ଭଳି ମୁଖ ଥିବା ବାଳକ| ଏହା କୌଣସି ଚମତ୍କାର ଠାରୁ କମ ନୁହେଁ। ଗଣେଶ ପୂଜାରେ ଯେପରି ସ୍ୱୟଂ ଗଣେଶ ଅବତାର ନେଇ ପୃଥିବୀକୁ ଆସିଛନ୍ତି ସେହିପରି ମନେ ହେଉଛି|ଏହା ଦେଖି ଲୋକେ ଆଶ୍ଚର୍ଯ୍ୟ ହେଇଯାଇଛନ୍ତି|ଆପଣ କେବେ ଶୁଣିଛନ୍ତି କି ମଣିଷ ପାଖରୁ ଭଗବାନ ଜନ୍ମ ନେଇଛନ୍ତି ବୋଲି| ଆଜି ଆପଣ ପ୍ରଭୁ ଗଣେଶ ଜନ୍ମ ଘଟଣା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ|
ଏହି ଜନ୍ମିତ କୁନି ଗଣେଶଙ୍କ ପିତା ମାତା ପ୍ରଥମେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ|ପିତା ଜ୍ଞାନ ମିଶ୍ର କହିଛନ୍ତି ଯେ ମୁଁ ଜାତିରେ ଜଣେ ବ୍ରହ୍ମଣ ମୁଁ ଛୋଟ ବେଳୁ ଭଗବାନ ଙ୍କୁ ବହୁତ ଭକ୍ତି କରେ ଓ ପୂଜା ମଧ୍ୟ କରେ ଯାହା ହେଉ ଭଗବାନ ଙ୍କ ଦୟାରୁ ମୁଁ ଆଜି ବହୁତ ଖୁସିରେ ଦିନ କାଟୁଛି|ଏହି ଦୁଇ ବର୍ଷ ହେବ ସେ ବାହା ହୋଇ ଥିବା ବେଳେ ପାଖା ପାଖି 2ବର୍ଷ ପରେ ମୋ ସ୍ତ୍ରୀ ପେଟରେ ପିଲା ଥିଲା ଡକ୍ଟର ମୋ ସ୍ତ୍ରୀର ପରୀକ୍ଷା ନିରୀକ୍ଷା କରି କହିଥିଲେ ଯେ ତାଙ୍କ ପୁଅ ଗଣେଶ ପୂଜା ନିକଟରେ ଜନ୍ମ ହେବ ବୋଲି ତେଣୁ ସେ ତାଙ୍କ ପୁଅର ନାମ ଗଣେଶ ରଖିବି ବୋଲି ମନେ ମନେ ଭାବି ନେଇ ଥିଲେ |
ଗଣେଶ ପୂଜା ଦିନ ରାତିରେ ତାଙ୍କ ସ୍ତ୍ରୀ ଙ୍କର ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇ ଥିଲା ଓ ସେତେ ବେଳେ ରାତି ଏଗାରଟା ବାଜି ଥିଲା | ବର୍ଷା ଓ ବିଜୁଳି ବହୁତ ଜୋରରେ ମାରୁ ଥିଲା | ଏହା ଦେଖି ସେ ବ୍ୟସ୍ତ ହେଉଥିବା ସମୟରେ ହଠାତ ଏକ ନବ ଜାତ ଶିଶୁଟି କାନ୍ଦ ଶୁଭି ଥିଲା ଓ ସେ ତାଙ୍କ ସ୍ତ୍ରୀଙ୍କ ପାଖକୁ ଯାଇ ଦେଖିଲା ବେଳକୁ ସେଠାକାର ଦୃଶ୍ୟ ଦେଖି ସେ ଆଶ୍ଚର୍ଯ୍ୟ ଓ ବିଚଳିତ ହୋଇ ଯାଇ ଥିଲେ | ସେ ଭାବ ବିହ୍ଵଳ ହୋଇ କାନ୍ଦି ପକାଇ ଥିଲେ |ସେ ଦେଖି ଥିଲେ ଯେ ତାଙ୍କ ସ୍ତ୍ରୀ କୋଳରେ ପ୍ରଭୁ ଗଣେଶ ଜନ୍ମ ହୋଇଛନ୍ତି ବୋଲି। ଯିଏକି ଦେଖିବାକୁ ପୁରା ଗଣେଶ ଭଳି ଗଣେଶଙ୍କ ପରି ମୁଣ୍ଡ ଓ ପେଟ ବାହାରିଥାଏ ଏହା ଦେଖି ସେ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ ଓ ବିଶ୍ୱାସ କରି ପାରି ନ ଥିଲେ |
ପାଖା ପାଖି ଅଧଘଣ୍ଟା ପରେ ସେ ଜନ୍ମ ହୋଇଥିବା ନିଜ ପିଲା ଗଣେଶଙ୍କୁ ମୁଣ୍ଡିଆ ମାରିବା ପରେ ହଟାତ ପ୍ରଭୁ ଗଣେଶଙ୍କ ଭଳି ଦେଖା ଯାଉଥିବା ତାଙ୍କ ଛୁଆ ଏକ ସାଧାରଣ ମଣିଷ ପରି ହୋଇଗଲା | ଏହି ଭଳି ଘଟଣା କେବଳ ନିଜର ପ୍ରଗାଢ଼ ଭକ୍ତି ଦ୍ୱାରା ହିଁ ସମ୍ଭବ ହୋଇ ଥାଏ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।