
ias interview ରେ sir ପଚାରିଲେ ! ଝିଅଙ୍କ ଶରୀରରେ ଏମିତି କେଉଁ ଅଙ୍ଗ ଅଛି ଯାହାକୁ ଖାଇ ହେବ ? ମିଳିଲା ଏମିତି ଉତ୍ତର ସାର ହେଇଗଲେ ଅବାକ..
ଆପଣ ମାନେ ଦେଖି ଥିବେ ବେଳେ ବେଳେ ଜଣେ ବ୍ୟକ୍ତି ବହୁତ ଉଚ୍ଚ ଶିକ୍ଷିତ ହୋଇ ଥାଇ ମଧ୍ୟ ସାମାନ୍ୟ ତମ ପ୍ରଶ୍ନର ଉତ୍ତର କହି ପାରି ନ ଥାନ୍ତି | ଏବଂ ଏହି ପ୍ରଶ୍ନ ଗୁଡିକ ବ୍ୟଙ୍ଗାତ୍ମକ ହୋଇ ଥିବା ସହ କିଛି ଜ୍ଞାନର କଥାକୁ ମଧ୍ୟ ଶିକ୍ଷା ଦେଇ ଯାଇ ଥାଏ | ସେଇଥି ପାଇଁ ତ କୁହା ଯାଏ ଯେ ସମସ୍ତ ଜିନିଷ ଦିନେ ନା ଦିନେ ସମାପ୍ତ ହୋଇ ଥାଏ କିନ୍ତୁ ଜଣେ ବ୍ୟକ୍ତି ନିଜର ଜ୍ଞାନ ଆହୋରଣ ଜୀବନ ସାରା କରି ପାରି ଥାନ୍ତି ଏବଂ ଏହାର ସମାପ୍ତି ନ ଥାଏ | ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ମଜାଳିଆ ପ୍ରଶ୍ନ ଗୁଡିକ ବିଷୟରେ ଆପଣଙ୍କୁ ଅବଗତ କରାଇବୁ | ଆସନ୍ତୁ ଆଲୋଚନା କରିବା ସେ ସମ୍ପର୍କରେ |
ପ୍ରଶ୍ନ 1:-
କହିଲ ଦେଖି ତାହା କୋଉଁ ଜିନିଷ ଯାହା ପାଣିରେ ପଡିଲେ ମଧ୍ୟ ଓଦା ହୁଏ ନାହିଁ?
ଉତ୍ତର :-ଛାଇ
ପ୍ରଶ୍ନ 2:-ଏମିତି କଣ ଯାହା ଲେଖା ଅଛି ହେଲେ ତାକୁ କେହି ପଢି ପାରନ୍ତି ନାହିଁ?
ଉତ୍ତର :-ଭାଗ୍ୟ
ପ୍ରଶ୍ନ 3 :-ସେ ଏମିତି କିଏ ଯିଏ କି ନିଦରେ ମଧ୍ୟ ଛିଡା ହୋଇ ପାରେ?
ଉତ୍ତର :-ଘୋଡା
ପ୍ରଶ୍ନ 4:-ତାହା କଣ ଯାହା ଆପଣ କୋଉଁଠି ନା କୋଉଁଠି ଛାଡି ଦେଇ ଥାନ୍ତି ତାହା ପରେ ମଧ୍ୟ ତାହା ଆପଣଙ୍କ ପାଖରେ ରହି ଥାଏ?
ଉତ୍ତର :-ଟିପ ଚି଼ହ୍ନ
ପ୍ରଶ୍ନ 5:-ତାହା କଣ ଯାହା ପରିଷ୍କାର ଥିଲେ ମଧ୍ୟ କଳା ଓ ତାହା ଅପରିଷ୍କାର ଦେଖା ଗଲେ ଧଳା ଦେଖା ଯାଏ?
ଉତ୍ତରକଳା ପଟା
ପ୍ରଶ୍ନ 6 :-ତାହା କଣ ଯାହା ଅନ୍ୟକୁ ଦେଇ ଥିଲେ ନିଜକୁ ରଖିବାକୁ ପଡି ଥାଏ?
ଉତ୍ତର :-ବଚନ
ପ୍ରଶ୍ନ 7 :-କେଉଁ ଦେଶରେ ସ୍ୱାଧୀନତା ଦିବସ ପାଳନ କରା ଯାଏ ନାହିଁ?
ଉତ୍ତର :-ନେପାଳ
ପ୍ରଶ୍ନ 8 :-ମୁଁ କିଏ ଯାହା ସମସ୍ତଙ୍କ ପାଖରେ ଅଛି କିନ୍ତୁ କେହି ପସନ୍ଦ କରନ୍ତି ନାହିଁ?
ଉତ୍ତର :-ଡର
ପ୍ରଶ୍ନ 9:-ସେ କିଏ ଯିଏ ଗରମ ପାଇଲେ ଆକାଶେ ଉଡେ ଓ ଶୀତଳ ପାଇଲେ ତଳକୁ ଖସେ?
ଉତ୍ତର :-ବାଷ୍ପ
ପ୍ରଶ୍ନ 10:-ଦେଖିବାକୁ ଗୋଲ କିନ୍ତୁ ବଲ ନୁହେଁ, ଲାଞ୍ଜ ଅଛି କିନ୍ତୁ ପଶୁ ନୁହେଁ | ତାର ଲାଞ୍ଜ ଧରି ସମସ୍ତେ ଖେଳନ୍ତି ତଥାପି କାନ୍ଦେନି ସିଏ?
ଉତ୍ତର :-ବେଲୁନ
ପ୍ରଶ୍ନ 11:-କେଉଁ ଜିନିଷ ଦୁଇ ଥର ମାଗଣାରେ ମିଳି ଥାଏ କିନ୍ତୁ ତୃତୀୟ ଥର ହେଳେ ପଇସା ଦେବାକୁ ପଡି ଥାଏ?
ଉତ୍ତର :-ଦାନ୍ତ
ପ୍ରଶ୍ନ 11:-ଭାରତର ପ୍ରଥମ ସୂର୍ଯ୍ୟ ଉଦୟ କୋଉଁଠି ହୋଇ ଥାଏ?
ଉତ୍ତର :-ଅରୁଣାଚଳ ପ୍ରଦେଶ
ପ୍ରଶ୍ନ :-12ଝିଅ ମାନଙ୍କର କୋଉଁ ଅଙ୍ଗ ଅଛି ଯାହାକୁ ଖାଇ ହୁଏ?
ଉତ୍ତର :- ଲେଡ଼ିଜ ଫିଙ୍ଗର
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।