ସବୁ ସମୟ ଖବର ସାଥିରେ

Viral Audio Call – ଇଂରାଜୀ ନ ଜାଣି ହଟ ହଟା ହେଲା ପ୍ରେମିକ ଶୁଣନ୍ତୁ ପୁରା ରେକର୍ଡିଙ୍ଗ…ଯାହା ସୋସିଆଲ ମିଡ଼ିଆ ରେ ନିଆଁ ଭଳି viral ହେବାରେ ଲାଗିଛି ! ଭିଡ଼ିଓ ଦେଖିଲେ ଅପଣଙ୍କ ହୋସ ଉଡିଯିବ

0 25

ସୋସିଆଲ ମିଡ଼ିଆ ହେଉଛି ମନୋରଞ୍ଜନର ଏକ ନିଆରା ଦୁନିଆ। ଆଜିର ଦିନରେ ସୋସିଆଲ ମିଡ଼ିଆର ବହୁଳ ବ୍ୟବହାର କରା ଯାଉଛି। ସୋସିଆଲ ମିଡିଆରେ ଖୁବ୍ ଇଣ୍ଟ୍ରେଷ୍ଟିଂ ଭିଡିଓ ଦେଖିବାକୁ ମିଳିଥାଏ। ବେଳେ ବେଳେ ସୋସିଆଲ ମିଡ଼ିଆ ରେ ଏମିତି କିଛି ଭିଡିଓ ଦେଖିବାକୁ ମିଳି ଥାଏ ଯାହା ଆମକୁ ଖୁବ୍ ଅଜବ ଲାଗିଥାଏ ଆମକୁ ଆଶ୍ଚର୍ଯ୍ୟ କରିଥାଏ। ଆଉ ବେଳେ ବେଳେ ଏମିତି କିଛି ଭିଡିଓ ଦେଖିବାକୁ ମିଳିଥାଏ ଯାହା ଦେଖିଲେ ଆମକୁ ବହୁତ୍ ଖୁସି ଲାଗିଥାଏ ଏବଂ ଆମେ ସେହି ପ୍ରକାର ଭିଡିଓକୁ ଦେଖିବାକୁ ବାରମ୍ବାର ଇଚ୍ଛା କରିଥାଉ।

ଆଉ କିଛି ଭିଡିଓ ଏମିତି ହୋଇଥାଏ ଯାହାକୁ ଦେଖିଲା ପରେ ଆମେ ଆମ ହସ କୁ ରୋକି ପାରି ନଥାଉ। ହସି ହସି ଆମ ପେଟ ଦରଜ ହୋଇ ଯାଇଥାଏ। ଠିକ୍ ସେହି ଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଯାହା ଖୁବ୍ ମଜାଦାର ରହିଛି ।

ତେବେ ଆପଣ ମାନେ ଜାଣିଛନ୍ତି ଅନେକ ସମୟରେ କିଛି ଏଭଳି କଲ ରେକର୍ଡିଙ୍ଗ ଭାଇରାଲ ହୋଇଥାଏ ଯେଉଁ ଥିରେ କି ଯୁବକ ଯୁବତୀ ମାନେ ଏକ ୱ୍ରଙ୍ଗ ନମ୍ବରରେ ଜଣକୁ ପ୍ରେମ ନିବେଦନ କରିଥାନ୍ତି ଆଉ ଯେଉଁ ସମୟର କଲ୍ ରେକର୍ଡିଙ୍ଗ ବେଳେ ବେଳେ ସୋସିଆଲ ମିଡ଼ିଆ ଭାଇରାଲ ହୋଇଥାଏ। ଠିକ୍ ସେହି ଭଳି ଏକ କଲ ରେକର୍ଡିଙ୍ଗ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ଯେଉଁଠି ଜଣେ ଯୁବକ ଜଣେ ଯୁବତୀ ଙ୍କୁ ପ୍ରେମ ନିବେଦନ କରିଛନ୍ତି। ତେବେ ଏହି ଯୁବକ ଯୁବତୀ ଦୁଇ ଜଣ ପରସ୍ପର ସହ ଏପରି ଭାବରେ ବାର୍ତ୍ତାଳାପ କରିଛନ୍ତି ଯାହା ଶୁଣିଲେ ଆପଣ କାନ୍ଦିବେ ନା ହସିବେ ତାହା ମଧ୍ୟ ବୁଝି ପାରିବେ ନାହିଁ।

ତେବେ ସବୁଠାରୁ ମଜା କଥା ହେଉଛି ଯୁବକ ଜଣକ ହେଉଛନ୍ତି ଜଣେ ଓଡ଼ିଆ ଆଉ ଯୁବତୀ ଜଣଙ୍କ କେବଳ ଇଂରାଜୀରେ କଥା ବାର୍ତ୍ତା କରୁଛନ୍ତି ସେ ଯୁବକଙ୍କ ଓଡ଼ିଆ ଭାଷା ଆଦୌ ବୁଝି ପାରୁ ନାହାଁନ୍ତି କି ଯୁବତୀ ଜଣକ ମଧ୍ୟ ଯୁବକଙ୍କ ଓଡ଼ିଆ ଭାଷା ବୁଝି ପାରୁ ନାହାନ୍ତି। ଯୁବକ ଜଣଙ୍କ ଇଂରାଜୀରେ କେବଳ ଆଇ ଲଭ୍ ୟୁ ବୋଲି କହୁଛନ୍ତି ଆଉ ଏବଂ କହୁଛନ୍ତି ମୁଁ ତୁମକୁ ବହୁତ୍ ଖୁସିରେ ରଖିବି କିନ୍ତୁ ଯୁବତୀ ଜଣଙ୍କ ବାରମ୍ବାର ଇଂରାଜୀରେ କହୁଛନ୍ତି କି ସେ କିଛି ବୁଝି ପାରୁ ନାହାଁନ୍ତି।

ଏବଂ ଆଇ ଲଭ୍ ୟୁ ସ୍ପେଲିଂ ମଧ୍ୟ କରିବାକୁ କହୁଛନ୍ତି। ତେଣୁ ଯୁବକ ଜଣକ କିଛି ଉପାୟ ନ ପାଇ ଅଧଖଣ୍ଡିଆ ଇଂରାଜୀ କହିବାକୁ ଚେଷ୍ଟା କରୁଛନ୍ତି ଯାହାକୁ ଶୁଣି ଯୁବତୀ ଜଣକ ଯୁବକ ଜଣକୁ କହୁଛନ୍ତି କି ପ୍ରଥମେ ନିଜର ପ୍ରନାଉନସେସନ୍ ଠିକ୍ କରିବା ପାଇଁ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।