ସବୁ ସମୟ ଖବର ସାଥିରେ

ହଠାତ କାହିଁକି ବାହା ହେଲେ ଅଭିନେତ୍ରୀ ପ୍ରକୃତି ମିଶ୍ର… ଏ ନେଇ କଣ କହୁଛନ୍ତି, ଦେଖନ୍ତୁ Video

0 13

“ମୁଁ ସତ ରେ ବାହା ହେବି କିମ୍ବା ନାହିଁ ମୁଁ ଜାଣିନି କିନ୍ତୁ ମିଛି ମିଛିକା ବାହା ହୋଇ ମୋତେ ବଢିଆ ଲାଗୁଛି। ଗୋଟିଏ ଦିନରେ ୮ ଥର ବାହାଘର ହୋଇ ସାରିଲାଣି ମୋର ଆଉ ମୁଁ ବହୁତ ଖୁସି ମଧ୍ୟ ଏହି ସିନେମା ର ସିନ ଟିକୁ ନେଇ। ମୋତେ ସବୁବେଳେ ଭଲ ଲାଗେ ଭାରତୀୟ ସଂସ୍କୃତି ର ଶାଢ଼ୀ ଓ ଲେହେଁଙ୍ଗା ପିନ୍ଧିବା ପାଇଁ ତେଣୁ ମୁଁ ବହୁତ ଖୁସି”।ବନ୍ଧୁଗଣ ଏହା କହିଛନ୍ତି ଆମ ବିବାଦୀୟ ଅଭିନେତ୍ରୀ ପ୍ରକୃତି ମିଶ୍ର ଯାହାଙ୍କ ର ଭିଡ଼ିଓ ଟି ବର୍ତ୍ତମାନ ଖୁବ ଭାଇରାଲ ହେବା ରେ ଲାଗିଛି।

ତେବେ ବନ୍ଧୁଗଣ ବର୍ତ୍ତମାନ ଯାହା ସୂଚନା ରହିଛି କି, ବଲିଉଡ ର ଷ୍ଟାଇଲିସ୍ୱ ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କ ର ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବା ରେ ଲାଗିଛି, ଯେଉଁ ଥିରେ ପ୍ରକୃତି ଙ୍କୁ କନ୍ୟା ବେଶ ରେ ଦେଖିବା କୁ ମିଳିଛି ଏବଂ ବିବାହ କରୁଥିବା ର ଦେଖିବାକୁ ମିଳିଛି, ତଥା ସେ ବିବାହ ବନ୍ଧନ ରେ ବନ୍ଧି ହୋଇଛନ୍ତି ବୋଲି କୁହାଯାଇଛି। ତେବେ ଆପଣ ମାନେ ଜାଣିଥିବେ କି ପ୍ରକୃତି ମିଶ୍ର ଆମ ଓଲିଉଡ ର ଜଣେ ପରିଚିତ ଅଭିନେତ୍ରୀ ଅଟନ୍ତି ମାତ୍ର ସେ ମୁମ୍ବାଇ ରେ ରହୁନ୍ତି କିନ୍ତୁ ବର୍ତ୍ତମାନ ସେ ଓଡ଼ିଶା ରେ ଥିବା ସୂଚନା ରହିଛି। ତେବେ ବର୍ତ୍ତମାନ ତାଙ୍କର ଏକ ନୂଆ ସିନେମା ମଧ୍ୟ ଆସିବାକୁ ଯାଉଛି।

ତେବେ ଆପଣ ମାନେ ଜାଣିଛନ୍ତି ଯେ, ପ୍ରକୃତି ମିଶ୍ର ଆମ ସଙ୍ଗୀତକାର ମନ୍ମଥ ମିଶ୍ର ଙ୍କ ର ଗେହ୍ଲା କନ୍ୟା ଅଟନ୍ତି ଏବଂ ସେ ପ୍ରାୟ ୪ ବର୍ଷ ବୟସ ରୁ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ। ତେବେ ସେ ପ୍ରଥମେ ଜଣେ କୁନି କଳାକାର ଭାବରେ ନଜର ରେ ଆସିଥିଲେ ଏବଂ ପରେ ଓଲିଉଡ ସିନେମା ଜଗତ କୁ ବେଶ ସୁପର ହିଟ ସିନେମା ସବୁ ଦେଇଛନ୍ତି। ତେବେ ଏହା ଛଡା ସେ ବଲିଉଡ ରେ ମଧ୍ୟ କେତେକ ସିରିଏଲ ଓ ସିନେମା ରେ କାମ କରିଥିବା ଆପଣ ମାନେ ଜାଣିଥିବେ। ତେବେ କିଛି ଦିନ ତଳେ ସେ ଅଭିନେତା ବାବୁସାନ ମହାନ୍ତି କୁ ନେଇ ବହୁତ ବିବାଦ ରେ ଥିଲେ ।

ତେବେ ବର୍ତ୍ତମାନ ଭାଇରାଲ ଭିଡ଼ିଓ ଟିରେ ଦେଖା ଯାଇଛି କି ସେ ଅଭିନେତ୍ରୀ ପ୍ରକୃତି ମିଶ୍ର କନ୍ୟା ବେଶ ରେ ସଜେଇ ହୋଇଛନ୍ତି। ଆଉ ସେ ଲାଲ ରଙ୍ଗ ର କନ୍ୟା ବେଶ ର ପୋଷାକ ପିନ୍ଧିଛନ୍ତି ଆଉ ବାହା ହେବାକୁ ଯାଉଛନ୍ତି ଏବଂ ପରେ ବିବାହ ମଣ୍ଡପ ରେ ବର ଙ୍କ ବସି ବିବାହ ମଧ୍ୟ କରୁଛନ୍ତି ଯାହା ଭିଡ଼ିଓ ରେ ଦେଖା ଯାଇଛି। ତେବେ କିନ୍ତୁ ଆମେ ଆପଣ ଙ୍କୁ ସ୍ପଷ୍ଟ କରି ଦେଉଛୁ କି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଥିବା ପ୍ରକୃତି ଙ୍କ ର ବିବାହ ବେଶ ତାଙ୍କର ନୂଆ ସିନେମା “କଫି ସୋପ ପ୍ରେମର ଆରମ୍ଭ ରେ” ।ସେ ବିବାହ କରି ନାହାନ୍ତି , ତେବେ କିନ୍ତୁ ଭିଡ଼ିଓ ଟି ଖୁବ ଭାଇରାଲ ହେବା ରେ ଲାଗିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।