ସବୁ ସମୟ ଖବର ସାଥିରେ

OMG ! ହଠାତ ଏହି ମହିଳା ଜଣକ କରିଦେଲେ ଏମିତି…. ମାତ୍ର 4 ଘଣ୍ଟାରେ 02 Million ରୁ ଅଧିକ ଲୋକ ଦେଖି ଦେଖି ସାରିଲେଣି…

0 7

ହଁ ବନ୍ଧୁଗଣ ଭାଇରାଲ ହେଉଥିବା ଅନେକ ଭିଡ଼ିଓ ବିଷୟରେ ଆପଣ ମାନେ ଶୁଣିବାକୁ ପାଉଥିବେ ଆଉ ଦେଖୁଥିବେ ମଧ୍ୟ | ତେବେ ବେଳେ ବେଳେ ଏଭଳି କିଛି ଘଟଣା ଆମ ସାମ୍ନା କୁ ଆସିଥାଏ ଯାହା ଆମ ସମସ୍ତଙ୍କ ଆଶ୍ଚର୍ଯ୍ୟ ମଧ୍ୟ କରେଇ ଦେଇଥାଏ | ତେବେ ସେହି ଭଳି ଏକ ଭିଡ଼ିଓ ବର୍ତ୍ତମାନ ଦେଖିବାକୁ ମିଳିଛି ଆଉ ଯେଉଁଠି ମହିଳା ଜଣଙ୍କ ଦେଖେଇବାକୁ ଲାଗିଛନ୍ତି ତାଙ୍କର ଜବରଦସ୍ତ ଟେଲେଣ୍ଟ | ଆଉ ଯେଉଁଠି ମହିଳା ଜଣଙ୍କର ବନ୍ୟା ସମୟରେ ଚାରିଆଡେ ପାଣି ଭର୍ତ୍ତି ହୋଇ ଯାଇଥିବା ବେଳେ ଘରର ଦୁଆର ମୁହଁରେ ବସିକି ଜାଲ ପକାଇବାକୁ ଲାଗିଛନ୍ତି | ଆଉ ମାଛ ମଧ୍ୟ ଧରୁଥିବାର ଦେଝିବାକୁ ମିଳିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟି ଉପରେ ନଜର ପକାଇବା |

ତେବେ ଆପଣ ମାନେ ବର୍ତ୍ତମାନ ଯୁଗରେ ବେଶ ଭଲ ଭାବରେ ଜାଣିଥିବେ କି ପୁଅ ଆଉ ଝିଅ ଭିତରେ କୌଣସି ତଫାତ ନାହିଁ | ଅର୍ଥାତ ପୁଅ ମାନେ ଯେଉଁ କାର୍ଯ୍ୟ କୁ କରି ପାରୁଛନ୍ତି ଝିଅ ମାନେ ମଧ୍ୟ ସେହି କାର୍ଯ୍ୟ କୁ ବେଶ ସୁନ୍ଦର ଭାବରେ ବିନା ଦ୍ୱନ୍ଦ୍ୱ ରେ କରି ପାରୁଛନ୍ତି |ଆଉ ତାଙ୍କ ଭିତରେ ଥିବା ଅନ୍ତ ନିହିତ ଗୁଣ କୁ ମଧ୍ୟ ଦେଖାଇ ପାରୁଛନ୍ତି | ତେବେ ସେହି ଭଳି ଏକ ଭିଡ଼ିଓ ଟି ବର୍ତ୍ତମାନ ଭାଇରାଲ ହେବାକୁ ଲାଗିଛି ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ଆଉ ଭାବିବେ କଣ ସତରେ ମହିଳା ଜଣଙ୍କ ମଧ୍ୟ ଏମିତି କାମ କଣ କରି ପାରନ୍ତି ବୋଲି |

ଆଉ ଭାଇରାଲ ହେଇଥିବା ଭିଡ଼ିଓ ଟିରେ ଦେଖା ଯାଇଛି କି ବନ୍ୟା ଆସିବା ଫଳରେ ଚାରିଆଡେ ପାଣି ଭର୍ତ୍ତି ହୋଇ ଯାଇଛି ଆଉ ଯାହା ଫଳରେ ବନ୍ୟା ପାଣି ଆସି ଘର ଦୁଆର ମୁହଁ ସାମ୍ନାରେ ମଧ୍ୟ ଭର୍ତ୍ତି ହୋଇ ଯାଇଛି | ଆଉ ବନ୍ୟା ଯୋଗୁ ମାଛ ମଧ୍ୟ ପାଣି ରେ ଦେଖା ଯାଉଛି | ଆଉ ବନ୍ୟା ପାଣି କୁ ଦେଖିଲେ ଦାର ମଧ୍ୟ ଲାଗୁଥିବା ବେଳେ ମହିଳା ଜଣଙ୍କ ସେହି ବନ୍ୟା ପାଣି ରେ ଧରିବାକୁ ଲାଗିଛନ୍ତି ମାଛ | ଆଉ ଯାହା ଦେଖିବାକୁ ମିଳିଛି ଏହି ଭିଡ଼ିଓ ଟିରେ ମହିଳା ଜଣଙ୍କ ଜାଲ ଟିକୁ ବେଶ କୌଶଳ ର ସହିତ ଧରିଛନ୍ତି |

ଆଉ ଦୁଆର ମୁଣ୍ଡ ରେ ଛିଡା ହୋଇ ଜାଲ ଟିକୁ ପାଣି ରେ ପକାଉଛନ୍ତି ବେଶ ସୁନ୍ଦର ଭାବରେ ଆଉ ଜାଲରେ ଆସୁଥିବା ମାଛକୁ ନେଇ ପାଖରେ ଥିବା ବାଲଟି ରେ ମଧ୍ୟ ରଖୁଛନ୍ତି | ଆଉ ଯେତେବେଳେ ଜାଲ ରେ ବଡ଼ ମାଛ ଅସୁଛି ସେତେବେଳେ ମହିଳା ଜଣଙ୍କ ଅଧିକ ଖୁସି ହେଇ ଯାଉଥିବାର ଦେଖିବାକୁ ମିଳିଛି | ଆଉ ଏହି ଭିଡ଼ିଓ କୁ ଯିଏ ବି ଦେଖୁଛି ମହିଳା ଙ୍କର ଏହି ଟେଲେଣ୍ଟ କୁ ଦେଖି ବେଶ ପ୍ରସଂଶା କରୁଛନ୍ତି | ଯାହା ବର୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।