
ଦେଖନ୍ତୁ Socking ଭିଡ଼ିଓ – ବିମାନ ବନ୍ଦରରେ ହଟାତ ନଜର ଆସିଲେ ଗୋବିନ୍ଦାଙ୍କ ଡୁପ୍ଲିକେଟ୍…ଆଉ ତାପରେ ଯାହା ଘଟିଲା ଦେଖିଲେ ଆପଣଙ୍କ ହୋସ ଉଡିଯିବ ….
ବର୍ତ୍ତମାନ ସମୟରେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଦେଖିଲେ ଆପଣ ଆପଣଙ୍କ ଆଖିକୁ ବିଶ୍ଵାସ କରି ପାରିବେ ନାହିଁ। ସାମ୍ନାକୁ ଆସିଲେ ବଲିଉଡ୍ ଅଭିନେତା ଗୋବିନ୍ଦାଙ୍କ ଡୁପ୍ଲିକେଟ। ଆପଣ ମାନେ ତ ଏହି ଅଭିନେତା ଜଣଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ। ନିଜର ନିଆରା ଅଭିନୟ ଓ ଚମତ୍କାର ଡାନ୍ସକୁ ନେଇ ସବୁ ସମୟରେ ଚର୍ଚ୍ଚାରେ ରହିଥାନ୍ତି ଏହି ଅଭିନେତା ଜଣକ।
ତେବେ ବର୍ତ୍ତମାନ ସମୟରେ ବିମାନ ବନ୍ଦରରେ ନଜର ଆସି ଛନ୍ତି ବଲିଉଡ୍ ସୁପରଷ୍ଟାର ଗୋବିନ୍ଦାଙ୍କ ଡୁପ୍ଲିକେଟ୍। ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ପଡ଼ିଛନ୍ତି।ଏମିତିକି ସାମ୍ନାରେ ନିଜର ଅବିକଳକୁ ଦେଖି ନିଜେ ଆଶ୍ଚର୍ଯ୍ୟ ହୋଇ ପଡିଛନ୍ତି ଓରିଜିନାଲ୍ ଗୋବିନ୍ଦା। ଭାଇରାଲ ହେଉଛି ସୋସିଆଲ ମିଡିଆ ରେ ଏହି ଭିଡିଓ। ତେବେ ଆପଣ ମାନେ ଜାଣି ଥିବେ କି ଗୋବିନ୍ଦା ହେଉଛନ୍ତି ବିଲିଉଡ୍ ର ଏକ ଚର୍ଚ୍ଚିତ ଅଭିନେତା।ବିଲିଉଡ ରେ ରାଜ କରୁଥିବା ଏହି ଅଭିନେତାଙ୍କର ଅନେକ ପ୍ରଶଂସକ ମଧ୍ୟ ରହିଛନ୍ତି। ଏବେ ବି ଲୋକେ ତାଙ୍କ ଭଳି ବେଶ ଭୂଷା ଧାରଣ କରିବାକୁ ଖୁବ୍ ପସନ୍ଦ କରୁଛନ୍ତି।
ବର୍ତ୍ତମାନ ସମୟରେ ଗୋବିନ୍ଦାଙ୍କୁ ସିନେମା କରୁ ଥିବାର ଦେଖିବାକୁ ମିଳୁ ନାହିଁ କିନ୍ତୁ ଆଜି ବି ଦର୍ଶକ ଗୋବିନ୍ଦାଙ୍କ ଅଭିନୟ ଆଉ ତାଙ୍କର ଚମତ୍କାର ଡାନ୍ସ ଦେଖିବାକୁ ଆଗ୍ରହୀ ଅଛନ୍ତି। ତେବେ ଆପଣ ମାନେ ଜାଣିଥିବେ କି ଦୁନିଆରେ ଏମିତି କିଛି ଲୋକ ରହିଛନ୍ତି ଯେଉଁ ମାନେ କଳାକାର ମାନଙ୍କ ଅବିକଳ ନକଲ ଭଳି ଦେଖା ଯାଇଥାନ୍ତି। ତେବେ ବର୍ତ୍ତମାନ ସମୟରେ ଅଭିନେତା ଗୋବିନ୍ଦାଙ୍କ ଭଳି ଦେଖା ଯାଉଥିବା ଏକ ବ୍ୟକ୍ତି ସାମ୍ନାକୁ ଆସିଛନ୍ତି। କେବଳ ସେତିକି ନୁହଁ ଗୋଟିଏ ଫ୍ରେମ୍ ରେ ମଧ୍ୟ ଓରିଜିନାଲ୍ ଗୋବିନ୍ଦା ଓ ତାଙ୍କ ଡୁପ୍ଲିକେଟ୍ କୁ ଦେଖିବାକୁ ମିଳୁଛି।
ସୂଚନା ଅନୁସାରେ, ଗତ କିଛି ଦିନ ତଳେ ଗୋବିନ୍ଦା ନିଜ ପତ୍ନୀଙ୍କ ସହିତ ଏକ ବିମାନ ବନ୍ଦରରେ ପହଁଚି ଥିଲେ। ଆଉ ଏହି ସମୟରେ ସେଠାରେ ଅବିକଳ ଗୋବିନ୍ଦାଙ୍କ ପରି ଦେଖା ଯାଉଥିବା ଜଣେ ବ୍ୟକ୍ତି ପହଁଚି ଯାଇଥିଲେ। ଆଉ ଯାହାକୁ ଦେଖି ଗୋବିନ୍ଦା ମଧ୍ୟ ଖୁବ୍ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ବ୍ୟକ୍ତି ଜଣଙ୍କ ଏକ ଫୁଲତୋଡା ଆଣି ଗୋବିନ୍ଦା ଙ୍କୁ ଦେଇଥିଲେ ଏବଂ ତାଙ୍କ ସହିତ ସେଲଫି ନେବା ପାଇଁ ଅନୁମତି ମାଗିବଥିଲେ। ଆଉ ଏମାନଙ୍କୁ ବିମାନ ବନ୍ଦରରେ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମି ଥିଲା। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଦର୍ଶକ ମାନେ ଗୋବିନ୍ଦାଙ୍କର ଅବିକକ ନକଲ କୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆ ରେ ଖୁବ୍ ଭାଇରାଲ ହେବାରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।