ସବୁ ସମୟ ଖବର ସାଥିରେ

ଆଶ୍ଚର୍ଯ୍ୟ ! ହଠାତ ବିଲେଇ ( Cat ) ସାପ ଉପରକୁ ଡେଇଁ ବଂଚାଇଲା ମଣିଷ ଜୀବନ… ଏହି ଦୃଶ୍ୟ ଦେଖିଲେ ହୋସ ଉଡିଯିବ…

0 10

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହେଉ ଥିବାର ଆପଣ ଦେଖିବା ପାଇଁ ପାଉଥିବେ। ଏହି ସବୁ ଭିଡ଼ିଓ ଗୁଡ଼ିକ ମଧ୍ୟରୁ କିଛି ଭିଡ଼ିଓ ଆପଣଙ୍କୁ ଭଲ ଲାଗୁଥିବ। ଆଉ କିଛି ଭିଡିଓ ଆପଣଙ୍କୁ ଭଲ ଲାଗିବା ସହିତ ଭୟଭୀତ ମଧ୍ୟ କରାଇ ଥାଏ। ସେହି ଭଳି ଭିଡିଓ ଆପଣ ସୋସିଆଲ ମିଡିଆରେ ନିଶ୍ଚିତ ଦେଖିବାକୁ ପାଇଥିବେ। ସାପକୁ ନେଇ ସୋସିଆଲ ମିଡ଼ିଆରେ ଆପଣ ଅନେକ ପ୍ରକାର ଭିଡିଓ ଦେଖିବାକୁ ପାଇଥିବେ।
ଆପଣ ଜାଣିଥିବେ ଯେ କିଛି ସାପ ବିଷହିନ ହୋଇଥିବା ବେଳେ କିଛି ସାପ ବିଷାକ୍ତ ହୋଇଥାନ୍ତି।ଆଉ ଏହି ସାପର ବିଷ ପଶୁ ପକ୍ଷୀ ଓ ମଣିଷ ପାଇଁ ଖୁବ୍ ଘାତକ ହୋଇଥାଏ। ସାପ କାମୁଡିବା ମାତ୍ରେ ଜୀବନ ଚାଲି ଯିବାର ସମ୍ଭାବନା ବହୁତ୍ ଅଧିକ। ପ୍ରକୃତରେ ସାପ ଏକ ଏମିତି ଜୀବ ଯାହାକୁ ମଣିଷ ବହୁତ୍ ଭୟ କରିଥାଏ। ଯିଏ ଯେତେ ବି ସାହସୀ ମଣିଷ ହୋଇଥାଉ ନା କାହିଁକି ଅଚାନକ ସାପ ଟିଏ ଦେଖିଲେ ସିଏ ନିଶ୍ଚୟ ଭାବରେ ଭୟଭୀତ ହୋଇ ଯାଉଥିବେ। ସାପ ଯେମିତି ହେଇଥାଉ ନା କାହିଁକି ସାପକୁ ଦେଖିବା ମାତ୍ରକେ ହିଁ ଭୟ ଲାଗେ। ଏହା ଏମିତି ଜୀବ ଯାହା ସମସ୍ତଙ୍କ ମନରେ ଏକ ଭିନ୍ନ ଧରଣର ଭୟ ସୃଷ୍ଟି କରିଥାଏ। କାରଣ ସାପ ଯାହାକୁ ଦଂଶନ କରେ ତାର ବଞ୍ଚି ରହିବାର ଚାନ୍ସ ଖୁବ୍ କମ୍ ରହିଥାଏ।

ତେବେ ବର୍ତ୍ତମାନ ସମୟରେ ସାପ ଉଦ୍ଧାର ସମୟର ଯେଉଁ ଭିଡିଓ ସାମ୍ନାକୁ ଆସିଛି ତାକୁ ଦେଖିଲେ ଆପଣ ଭୟଭୀତ ହୋଇଯିବେ କାରଣ ଏଠାରେ ନାଗ ପ୍ରଜାତିର ଏକ ବିରାଟକାୟ ବିଷଧର ସାପ କି ରେସ୍କ୍ୟୁ କରା ଯାଉଥିବାର ଭିଡିଓ ରହିଛି।ତେବେ ଜଣେ ବ୍ୟକ୍ତିଙ୍କ ବେଡ୍ ରୁମ୍ ଭିତରେ ଏକ ବିଷାକ୍ତ କୋବ୍ରା ପଶି ଯାଇଥିଲା। ଆଉ ଯେଉଁ ସାପକୁ ଦେଖିବାକୁ ପାଇଥିଲା

ଏକ ବିଲେଇ ଆଉ ଏହି ବିଲେଇଟି ସାପକୁ ଦେଖିବା ପରେ ସେ ଚିତ୍କାର କରିଥିଲା। ଆଉ ବିଲେଇର ଲଗାତାର ଭାବେ ଏଭଳି ଶବ୍ଦ ଶୁଣି ପରିବାର ଲୋକେ ଆସି ଦେଖିଥିଲେ ଏହି ବିଷାକ୍ତ ସାପଟିକୁ। ଏବଂ ଖୁବ୍ ଭୟଭୀତ ହୋଇ ଯାଇଥିଲେ କାରଣ ସାପଟି ଖୁବ୍ ବିରାଟକାୟ ଓ ଭୟଙ୍କର ରହିଥିଲା ଆଉ ସାପଟି ରାଗରେ ଗର୍ଜନ ମଧ୍ୟ କରୁଥିଲା।

ତେବେ ସମସ୍ତେ ଆସିବାରୁ ସାପଟି ଏକ କୋଣରେ ଥିବା ସିମେଣ୍ଟବ୍ୟାଗ୍ ତଳେ ଲୁଚି ରହିଥିଲା।ଏହାପରେ ସ୍ନେକ୍ ରେସ୍କ୍ୟୁ ବିଭାଗକୁ ଖବର ଦିଆ ଯାଇଥିଲା। ଏହାପରେ ସ୍ନେକ୍ ରେସ୍କ୍ୟୁ ବିଭାଗର ଅଫିସର ଆସି କିପରି ଭାବରେ ସାପକୁ ସୁରକ୍ଷିତ ଭାବରେ ସାହସିକତା ର ସହିତ ଏହି ସାପ ଧରାଳି ଜଣଙ୍କ ଉଦ୍ଧାର କଲେ ତାହା ଆପଣ ଏହି ଭିଡିଓ ଦେଖିଲେ ଜାଣି ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।