ସବୁ ସମୟ ଖବର ସାଥିରେ

ହଠାତ ତାରା ତାରିଣୀ ପୀଠରେ ପହଁଚିଲେ ଅଭିନେତ୍ରୀ Varsha Priyadarshini… ଏ ନେଇ କଣ କହୁଛନ୍ତି… ଦେଖନ୍ତୁ Video

0 29

ବନ୍ଧୁଗଣ ଆମ ପବିତ୍ର ଭୂମି ଓଡ଼ିଶା ତାର ସଂସ୍କୃତି , ପରମ୍ପରା, ତ୍ରିଥ ସ୍ଥାନ ତାର ପ୍ରାକୃତିକ ସୌନ୍ଦର୍ଯ୍ୟ କୁ ନେଇ ବେଶ ବିଶ୍ୱ ପ୍ରସିଦ୍ଧି।ଆଉ ଆମ ଓଡ଼ିଶାର ଅନେକ ପ୍ରସିଦ୍ଧ ମନ୍ଦିର ରହିଛି ଆଉ ଏହି ମନ୍ଦିର ମାନ ଙ୍କୁ ପାଇଁ ଆମେ ଗର୍ବିତ ଏବଂ ଏହା ଆମର ସୌଭାଗ୍ୟ ମଧ୍ୟ। ତେବେ ଏହି ପ୍ରସିଦ୍ଧ ମନ୍ଦିର ମଧ୍ୟରେ ରହିଛି ମା ତାରା ତାରିଣୀ ଙ୍କର ମନ୍ଦିର ଯାହାଙ୍କୁ ଦର୍ଶନ କରିବା ପାଇଁ ଲକ୍ଷ ଲକ୍ଷ ଲୋକ କାହିଁ କେତେ ଦୂର ରୁ ଧାଇଁ ଆସିଥାନ୍ତି।

ତେବେ କିନ୍ତୁ ବର୍ତ୍ତମାନ ପ୍ରଥମ ଥର ପାଇଁ ଏହି ତାରା ତାରିଣୀ ମନ୍ଦିର ରେ ଏକ ଆଲବମ ର ସୁଟିଂ କରାଯାଇଛି ଯାହାର ଭିଡ଼ିଓ ଆପଣ ସୋସିଆଲ ମିଡ଼ିଆ ରେ ଦେଖିବାକୁ ପାଉଥିବେ।

ତେବେ ଏହି ଭିଡ଼ିଓ ଟି ମା ତାରା ତାରିଣୀ ଙ୍କର ମନ୍ଦିର ର ରୂପାନ୍ତରଣ ପରେ ସୁଟିଂ କରାଯାଇଛି। ତେବେ ସୂଚନା ଥାଉ କି କିଛି ଦିନ ତଳେ କୌଣସି କାରଣ ରୁ ମା ତାରା ତାରିଣୀ ଙ୍କର ମନ୍ଦିର ରେ ନିଆଁ ଲଗାଯାଇଥିଲା ଆଉ ତା ପରେ ଏହି ମନ୍ଦିର ର ରୂପାନ୍ତରଣ କରାଯାଇଥିଲା। ତେବେ ମା ଙ୍କର ମନ୍ଦିର ର ଏହି ପରିବର୍ତ୍ତନ ହେବା ପରେ ଏଠାରେ ଏକ ଆଲବମ ବା ମା ଙ୍କୁ ନେଇ ଏକ ଭଜନ ଗୀତ ସୁଟିଂ କରାଯାଇଛି ।ଆଉ ଏହି ଆଲବମ ରେ ଅଭିନୟ କରିଛନ୍ତି ବିବାଦୀୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ।

ତେବେ ଏହି ଭିଡ଼ିଓ ଟିରେ ଆପଣ ଦେଖିବେ କି ମନ୍ଦିର ର ଆରମ୍ଭ ପାହାଚ ରୁ ଷ୍ଟାଟ କରି ସମ୍ପୂର୍ଣ୍ଣ ମନ୍ଦିର ତଥା ମନ୍ଦିର ଭିତର ର ଦୃଶ୍ୟ କୁ ମଧ୍ୟ ସୁଟିଂ କରାଯାଇଛି। ତେବେ ଏହି ଗୀତ ଟିର ନାମ ଏହିପରି ରହିଛି କି, “ଜୟ ମା ତାରା ତାରିଣୀ… ତୁ ଏକା ଏହି ସୃଷ୍ଟି ର ସୁନ୍ଦର ଉପହାର ମୋ ମା ତାରା ତାରିଣୀ”। ତେବେ ଗୀତ ଟିରେ ମା ତାରା ତାରିଣୀ ଙ୍କର ଗୁଣ ଗାନ କରାଯାଇଛି ଆଉ ଆମ ଓଡ଼ିଶା ପ୍ରତି ମା ଙ୍କର ଅବଦାନ ବିଷୟରେ ମଧ୍ୟ ଆପଣ ଗୀତ ଟିରେ ଦେଖିବାକୁ ପାଇବେ।

ତେବେ ଏହା ହେଉଛି ପ୍ରଥମ ଗୀତ ଯାହାକି ମା ତାର ତାରିଣୀ ଙ୍କର ପୀଠ ରେ ସୁଟିଂ କରାଯାଇଛି ଆଉ ଏହି ଗୀତ ରେ ଅଭିନୟ କରିଛନ୍ତି ଆମ ଓଲିଉଡ ର ଲୋକପ୍ରିୟ ତଥା ବର୍ତ୍ତମାନ ର ବିବାଦୀୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ। ତେବେ ଏହି ଭିଡ଼ିଓ ଟିର ସୁଟିଂ ସରିବା ପରେ ଏହା ସୋସିଆଲ ମିଡ଼ିଆ ରେ ଆସିଥିଲା ଯାହାକୁ ଲୋକ ମାନେ ଖୁବ ପସନ୍ଦ କରିଛନ୍ତି ଆଉ ଯେଉଁ ବ୍ୟକ୍ତି କୌଣସି କାରଣ ପାଇଁ ମା ଙ୍କୁ ଦର୍ଶନ କରିପାରି ନାହାନ୍ତି ସେ ମଧ୍ୟ ଏହି ଭିଡ଼ିଓ ଟିରେ ମା ଙ୍କର ଦର୍ଶନ କରିପାରିବେ। ତେବେ ଆପଣ ମାନେ ମଧ୍ୟ ମା ତାରା ତାରିଣୀ ଙ୍କର ଏହି ଆଲବମ ଟିକୁ ଥରେ ନିଶ୍ଚିତ ଦେଖନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।