
viral ଭିଡ଼ିଓ – ପୁରା ଫିଲ୍ମ ପରି ନିଆଁ ରୁ ଛୋଟ ଶିଶୁ କୁ ବଞ୍ଚାଇଲେ ପୋଲିସ, ଯେମିତି ଭଗବାନ ଓଲ୍ହାଇ ଆସିଲେ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !
ନିଜ ଜୀବନ କୁ ବାଜି ଲଗେଇ ଜଣେ ପୋଲିସ ଦୁଇ ଜଣ ମହିଳା ଆଉ ଜଣେ ଛୋଟ ପିଲା କୁ ବଞ୍ଚାଇ ଛନ୍ତି । ଏ ଦୃଶ୍ୟ ପୁରା ଫିଲ୍ମ ଷ୍ଟାଇଲ ରେ ହୋଇ ଥିଲା । ପୁରୁଣା ଦଙ୍ଗା ରୁ ନିଆ ଲଗେଇ ଦେଇ ଥିଲେ ଦୃବୁତ ମାନେ । ଏହି ଘଟଣା ଟି ରାଜସ୍ଥାନ ରେ ଘଟି ଥିଲା । ଘଟଣା ସ୍ଥଳରେ ବହୁତ ପୋଲିସ ଥିଲେ । କିନ୍ତୁ ସେଠାରୁ ଜଣେ ପୋଲିସ କନେଷ୍ଟବଲ ପୋଲିସ ଯାଇ ତାଙ୍କୁ ରକ୍ଷା କରି ଦେଇ ଥିଲେ ।
ପୁରା ଫିଲ୍ମ ଷ୍ଟାଇଲ ରେ । ଘର ର ଏପଟ ସେପଟ ନିଆଁ ଲାଗି ଥିବା ସମୟ ରେ ପୋଲିସ ଜଣକ ଶୁଣିବା ପାଇଁ ପାଇ ଥିଲେ ଯେ , କେହି ଜଣେ ଶିଶୁ ବହୁତ କାନ୍ଦୁଛି । ତେଣୁ ସେ ସେ କିଛି ନ ଭାବି ଗୋଟେ ବେଡ଼ସିଟ ଘଡି ନିଆଁ ଭିତରକୁ ଚାଲି ଯାଇ ଥିଲେ । ଆଉ ତା ପରେ ପ୍ରଥମେ ସେହି ଛୋଟ ପିଲା ଟିକୁ ବେଡ଼ସିଟ ଘଡେଇ ନିଆଁ ରୁ ମୁକ୍ତି କରି ଦେଇ ଥିଲେ । ତେବେ ଏହା ଦେଖି ସବୁ ପୋଲିସ ମାନେ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ । ପୁଣି ସେ ଆଉ ଥରେ ଧାଇଁ ଯାଇ ଥିଲେ ।
କାରଣ କେବଳ ସେ ଛୋଟ ପିଲା ଟିକୁ ଧରି ଆଣି ଥିଲେ । ଦୁଇ ମହିଳା କୁ ଆଣି ନ ଥିଲେ । ସେଥି ପାଇଁ ସେ ପୁଣି ଦୁଇ ମହିଳା କୁ ଆଣିବା ପାଇଁ ଯାଇ ଥିଲେ । ସେମାନଙ୍କୁ ମଧ୍ୟ ନିଆଁ ର ପ୍ରବାହ ରୁ ମୁକ୍ତି କରି ଦେଇ ଥିଲେ । ଏଥିରେ ପୋଲିସ ଙ୍କର ସାହସିକ ଦେଖି ଅନ୍ୟ ପୋଲିସ ମନେ ଡରି ଯାଇ ଥିଲେ ।
ତେବେ ତାଙ୍କୁ ପଚାରି ଥିଲେ ଅନ୍ୟ ପୋଲିସ ମାନେ କେମିତି ଏତେ ସାହସ ଆପଣଙ୍କ ହେଲା । ତେବେ ସେ ଉତ୍ତର ରେ କହି ଥିଲେ ମୋ ଜୀବନ ପଛେ ନରକେ ପଡି ଥାଉ ଜଗତ ଉଦ୍ଧାର ହେଉ । ଆଉ କହି ଥିଲେ ଛୋଟ ପିଲା ଟିର କରୁଣ ଚିତ୍କାର ମୋତେ ଏଠାରେ ରଖେଇ ଦେଲା ନାହିଁ ।
ତେବେ ଏହି କଥା ଶୁଣି ପୋଲିସ ଅଫିସର ତାଙ୍କୁ କନେଷ୍ଟବଲ ରୁ ହେଡ କନେଷ୍ଟବଲ କରି ଦେଇ ଥିଲେ । ତେବେ ତାଙ୍କର ଏହି କାମ ପାଇଁ ରାଜସ୍ଥାନ ର ମୁଖ୍ୟ ମନ୍ତ୍ରୀ ତାଙ୍କୁ ବହୁତ ପ୍ରଶଂସା କରି ଥିଲେ । ତେବେ ସୋସିଆଲ ମିଡ଼ିଆ ରେ ଏହି ଘଟଣା ଭାଇରାଲ ହେବା ପରେ ମଧ୍ୟ ଲୋକ ମାନେ ବହୁତ ଭଲ କଂମେଣ୍ଟ ଦେବା ସହିତ ତାଙ୍କୁ ବହୁତ ପ୍ରଶଂସା କରୁଛି ।
ତେବେ ଆପଣ ମାନେ ଫିଲ୍ମ ରେ ସବୁ ରିଲ ଘଟଣା ଗୁଡିକ ଦେଖୁ ଛନ୍ତି । ଥରେ ରିଏଲ ଘଟଣା ଦେଖନ୍ତୁ , । ଆପଣ ମାନେ ମଧ୍ୟ ଦେଖିଲେ ଆଶ୍ଚର୍ଯ୍ୟ ହୋଇ ଯିବେ । ତେବେ ଆପଣ ମାନେ ଏବେ ଭିଡିଓ ଟିକୁ ଦେଖନ୍ତୁ ଏବଂ ଏଥିରୁ କିଛି ଶିଖିବା ପାଇଁ ଚେଷ୍ଟା କରନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।