
viral ଭିଡ଼ିଓ – ଭୁବନେଶ୍ୱରରେ ପୁଣି ଅକାଳରେ ଚାଲିଗଲା ଦୁଇ ପ୍ରେମ ପକ୍ଷୀଙ୍କ ଜୀବନ ପ୍ରେମ ରେ ପାଗଳ ହୋଇ ଦୁଇ ପ୍ରେମିକ ଓ ପ୍ରେମିକା କଲେ ଆତ୍ମହତ୍ୟା ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !
ପୁଣି ଭୁବନେଶ୍ୱର ରେ ଦେଖିବା ପାଇଁ ମିଳିଛି ପ୍ରେମୀ ଯୁଗଳ ଙ୍କୁ । କିନ୍ତୁ ଦୁଃଖ ର କଥା ସେ ପ୍ରେମୀ ଯୁଗଳ ଆଉ ଏ ଦୁନିଆ ରେ ନାହାନ୍ତି । ସତରେ ଆଜି କାଲି ଦୁନିଆ ରେ ସତ ପ୍ରେମ କୁ କେହି ସ୍ୱୀକୃତି ଦେଉ ନାହାନ୍ତି । ଏଠି ଯିଏ ଟାଇମ ପାସ କରୁଛି ଶେଷରେ ତାର ପ୍ରେମ ସତ ହେଇ ଯାଉଛି । ତେବେ ଆଜି ଏକ ଘଟଣା ଭୁବନେଶ୍ୱର ରେ ଦେଖିବା ପାଇଁ ମିଳିଛି । ଜଣେ ଝିଅ ଜଣେ ପୁଅ କୁ ନିଜ ଜୀବନ ଠୁ ଅଧିକ ଭଲ ପାଉ ଥିଲେ ଠିକ ସେହି ପରି ପୁଅ ମଧ୍ୟ ଭଲ ପାଉ ଥିଲେ ।
ତେବେ ସେମାନଙ୍କ ପ୍ରେମ ଅତି ନିବିଡ଼ ହେବାରୁ ବାହା ହେବାକୁ ଦୁହେଁ ଦୁହିଁ କୁ ମଧ୍ୟ କଥା ଦେଇ ଥିଲେ । ସେମାନେ ବାହା ହେବାର କଥା ନେଇ ପୁଅ ଯାଇ ତାଙ୍କ ଘର ଲୋକ ଙ୍କୁ କହି ଥିଲେ । କିନ୍ତୁ ତାଙ୍କ ଘର ଲୋକ ଏ ବହାଘର କୁ ସ୍ୱୀକୃତି ଦେଇ ନ ଥିଲେ । ବାହା ହେବା ପାଇଁ ମନା କରି ଦେଇ ଥିଲେ । ଆଉ କହି ଥିଲେ ସେ ଝିଅ କୁ ଭୁଲି ଯିବା ପାଇଁ ।
ଆହୁରି ମଧ୍ୟ କହି ଥିଲେ , ସେ ଯଦି ସେ ଝିଅ କୁ ବିବାହ କରେ ତାହାଲେ ତାକୁ ତାଙ୍କ ଘରୁ ବାହାର କରି ଦେବେ । ତେଣୁ ସେ ଭାବିଲା କି ସେ ଝିଅ କୁ ଆଉ ପାଇବ ନାହିଁ ତେଣୁ ସେ କଟକ ରେ ଏକ ରେଳ ଧାରଣ ରେ ଜୀବନ ଦେଇ ଦେଇ ଥିଲା । ତାର କିଛି ସମୟ ରେ ଅର୍ଥତ 4 ଘଂଟା ପରେ ଝିଅ ଟି ଖବର ପାଇ ଥିଲା
ଯେ ତାର ପ୍ରେମିକ ଜୀବନ ଦେଇ ଯାଇଛି । ତେଣୁ ସେ ମଧ୍ୟ ଆତ୍ମହତ୍ୟା କରି ଦେଲା । ଫେନ ରେ ଦୌଡା ଦେଇ ନିଜ ଜୀବନ କୁ ହାରି ଦେଲା ଝିଅ । ଏବେ ଏହି ଖବର ଟି ଭୁବନେଶ୍ୱର ରେ ଚାଞ୍ଚଲ୍ୟ ସୃଷ୍ଟି କରି ଦେଇଛି । ଏହି ଘଟଣା ଟି ବହୁତ ଦୁଃଖ ଦାୟକ ଅଟେ ।
ଝିଅ ଟି ର ଘର ଭୁବନେଶ୍ୱର ହୋଇ ଥିବା ସମୟ ରେ ପୁଅ ଟିର ଘର କଟକ ହୋଇ ଥିଲା । ତେବେ ପୁଅଟି କଟକ ରେ ଗୋଟେ ପ୍ରାଇଭେଟ ରେ ଚାକିରୀ କରି ଥିବା ସମୟ ରେ ଝିଅ ଟି ମଧ୍ୟ ଭୁବନେଶ୍ୱର ରେ ଚାକିରୀ କରି ଥିଲେ । ତେବେ ତାଙ୍କର ଭୁବନେଶ୍ୱର ରେ ଦେଖା ହୋଇ ଥିଲା ଆଉ ପ୍ରେମ ବଢି ଥିଲା ।
ନମ୍ୱର ଦିଆ ନିଆ ହୋଇ ଥିଲେ ଆଉ ଫୋନ ରେ କଥା ହୋଇ ଥିଲେ । ଶେଷରେ ସେମାନେ ଦୁହେଁ ଦୁହିଁ କୁ ଭଲ ପାଇ ଥିଲେ । ଆଉ କଥା ଦେଇ ଥିଲେ ବଂଚିବା ଯଦି ଏକା ସାଙ୍ଗରେ ବଂଚିବା ମରିବ ଯଦି ଏକା ସାଙ୍ଗରେ ମରିବା । କିନ୍ତୁ ତାଙ୍କ ବାପା ମା ତାଙ୍କ ପ୍ରେମ କୁ ବୁଝି ପାରିଲେନି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।