ସବୁ ସମୟ ଖବର ସାଥିରେ

viral ଭିଡ଼ିଓ – ବନ୍ଧୁକ ଦେଖାଇ ଭାଉଜ ଙ୍କ ଦୁଷ୍କର୍ମ କଲେ ପୋଲିସ ଦିଅର……ଭିଡ଼ିଓ ଦେଖିଲେ ଛାତି ଥରିଉଠିବ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !

0 137

ଆମ ସମାଜରେ ନାରୀ ମାନଙ୍କ ର ସୁରକ୍ଷା କୁ ନେଇ ସବୁବେଳେ ପ୍ରଶ୍ନ ଉଠିଥାଏ କାରଣ ଦେଶ ଯେତେ ଉନ୍ନତି କଲେ ମଧ୍ୟ ଦେଶ ଭିତର ମହିଳା ମାନଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ସୁରକ୍ଷିତ ରଖିପାରୁ ନାହିଁ। ପ୍ରତିଦିନ ଖବର କାଗଜ ରେ ଏବଂ ଭିନ୍ନ ଭିନ୍ନ ନିୟୁଜ ରେ ଆପଣ ମାନେ ମଧ୍ୟ ଦେଖୁଥିବେ କି, କେଉଁ ଠାରେ ଦୁଷ୍କର୍ମକାରୀ ମାନେ କଲେଜ ଯୁବତୀ ଙ୍କୁ ଦୁଷ୍କର୍ମ କଲେଣି ତ କେତେବେଳେ ନାବାଳିକା ଙ୍କୁ। ତେଣୁ ବର୍ତ୍ତମାନ ଯୁବତୀ ମାନେ ଘର ମଧ୍ୟରୁ ବାହାର କୁ ଆସିବା କୁ ଇଚ୍ଛା କରୁନାହାନ୍ତି।

କିନ୍ତୁ ଆମେ ଆଜି ଆପଣଙ୍କୁ ଯେଉଁ ଘଟଣା ବିଷୟରେ ଜଣେଇବୁ ତାହା ଜାଣିବା ପରେ ଆପଣ ଭାବି ପାରିବେ ନାହିଁ ଏହି ପୁରୁଷ ମାନେ ତେକେ ତଳକୁ ଖସିଗଲେଣି ।କେବଳ ଟିକେ ଶାରୀରିକ ସୁଖ ପାଇଁ ଏମାନେ ନିଜ ମା ସମାନ ଭାଉଜ ଙ୍କୁ ମଧ୍ୟ ଛାଡି ନାହାନ୍ତି। ତେବେ ବନ୍ଧୁଗଣ ସମ୍ପୂର୍ଣ୍ଣ ଘଟଣା ଟି ଜାଣିଲେ ଆପଣଙ୍କ ମୁଣ୍ଡ ଲଜ୍ୟା ରେ ତଳକୁ ହୋଇଯିବ ଏବଂ ଏହିପରି ରାକ୍ଷସ ଙ୍କୁ ମୃତ୍ୟୁ ଦଣ୍ଡ ଦେବାକୁ ଦାବି କରିବେ ଆପଣ।

ତେବେ ଘଟଣା ଟି ଆମ ଓଡ଼ିଶାର ଅଟେ, ଯେଉଁ ଠାରେ ଜଣେ ମହିଳା ଅତ୍ୟନ୍ତ ଦୁଖଃଭରା କଣ୍ଠ ରେ ନ୍ୟାୟ ପାଇଁ ସୋସିଆଲ ମିଡ଼ିଆ ରେ ହାତ ଯୋଡ଼ିଛନ୍ତି। ତେବେ ବନ୍ଧୁଗଣ ଏହିପରି ଭାଗ୍ୟ ଦେଖନ୍ତୁ ସେ ମହିଳା ଙ୍କର, ପ୍ରଥମେ ସ୍ୱାମୀ ତାଙ୍କୁ ଛାଡି ଦେଇ ଦ୍ୱିତୀୟ ବିବାହ କରିନେଲେ ।

ଆଉ ଏହାର ଫାଇଦା ଉଠାଇ ଦିଅର ଯିଏକି ଜଣେ ପୋଲିସ ଅଟନ୍ତି ସେ ବନ୍ଧୁକ ଦେଖାଇ ବାରମ୍ବାର ମହିଳା ଙ୍କୁ ଦୁଷ୍କର୍ମ କରିଛନ୍ତି। ତେବେ ଏହି ଘଟଣା ଟି ବର୍ତ୍ତମାନ ସବୁଆଡେ ଚହଳ ସୃଷ୍ଟି କରିଛି।

ତେବେ ବନ୍ଧୁଗଣ ଏହି ଯୁବତୀ ଜଣଙ୍କ କହିଛନ୍ତି କି ସେ ଚାରି ବର୍ଷ ପୂର୍ବେ ବଳରାମ ସ୍ୱାଇଁ ଙ୍କୁ ବିବାହ କରିଥିଲେ। ମାତ୍ର ବିବାହ ର କିଛି ଦିନ ପରେ ତାଙ୍କ ସ୍ୱାମୀ ତାଙ୍କୁ ଛାଡି ଦେଇ ଅନ୍ୟ ଜଣେ ଯୁବତୀ ଙ୍କୁ ବିବାହ କରି ଅଲଗା ରହୁଥିଲେ।

ତେବେ ଏହାର ସୁଯୋଗ ନେଇ ଭାଉଜ ଙ୍କ ତାଙ୍କର ପୋଲିସ ଦିଅର ଗାଁ କୁ ନେଇଯିବି ବୋଲି କହି ଗୋଟିଏ ଫାଙ୍କା ସ୍ଥାନରେ ତାଙ୍କୁ ବନ୍ଧୁକ ଦେଖାଇ ଥରେ ନୁହେଁ ବରଂ ଦୁଇ ଦୁଇ ଥର ଦୁଷ୍କର୍ମ କରିଥିଲେ ।ଆଉ ଏ ବିଷୟରେ କାହାକୁ ନକହିବା କୁ ଧମକ ଦେଇଥିଲେ ଯଦି କାହାକୁ କହୁ ତେବେ ଜୀବନ ରୁ ମାରିଦେବେ ବୋଲି ଧମକ ଦେଇଥିଲେ।

ତେବେ ଏହା ପରେ ମଧ୍ୟ ମହିଳା ଜଣଙ୍କ ନିଜ ସ୍ୱାମୀ ଙ୍କୁ ପ୍ରମାଣ ସହ ସବୁକିଛି କହିଥିଲେ ,ମାତ୍ର ସେ କୌଣସି ପଦକ୍ଷେପ ନନେଇ ଓଲଟା ମହିଳା ଙ୍କୁ ଖରାପ ବୋଲି କହିଥିଲେ।ତେବେ କିଛି ଉପାୟ ନ ପାଇ ବର୍ତ୍ତମାନ ଯୁବତୀ ଜଣଙ୍କ ନ୍ୟାୟ ମାଗୁଛନ୍ତି ଆଇନ କୁ। ତେବେ ଆଶା କରୁଛୁ ଏହି ଯୁବତୀ ଙ୍କୁ ଉଚିତ ନ୍ୟାୟ ମିଳୁ ଏବଂ ଅପରାଧୀ କୁ ଦଣ୍ଡ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।