
ଗୁରୁବାର ଦିନ ( ଲୁଣର ଏହି ଉପାୟ ) କୋଟିପତି ବନେଇଦିଏ ଆପଣଙ୍କୁ, Salt Vastu Tips Odia
ସାମାନ୍ୟ ଲୁଣ ଆପଣଙ୍କୁ ବନାଇଦେଇ ପାରେ ଧନବାନ। ହଁ ଆଜ୍ଞା ଲୁଣ ପଇସାକୁ ଚୁମ୍ବକ ପରି ଟାଣିଥାଏ ଆପଣଙ୍କୁ କେବଳ ଏହାର ଉପାୟ ଜାଣିବାର ଅଛି ତେବେ ଆମେ ଆଜି ଆପଣଙ୍କୁ ଲୁଣକୁ ନେଇ କିଛି ସରଳ ଓ ଚମତ୍କାରୀ ଉପାୟମାନ ବାତାଇବୁ। ଯାହା ଆପଣଙ୍କ ଜୀବନର ଅନେକ ସମସ୍ୟା ଦୂର କରିବା ସହିତ ଘରକୁ ସୁଖ ସମୃଦ୍ଧି ନେଇ ଆସିଥାଏ। ତେବେ ଆସନ୍ତୁ ଜାଣିନେବା ଲୁଣକୁ ନେଇ କିଛି ସରଳ ଓ ଚମତ୍କାରୀ ଉପାୟମାନ ବିଷୟରେ।
୧. ୧୦୦ ଗ୍ରାମ ମୁଗ ଡାଲି,୫୦ ଗ୍ରାମ ଚାଉଳ,୫୦ ଗ୍ରାମ ଲାଲି ଲଙ୍କା, ଗୋଟିଏ ପ୍ୟାକେଟ ଲୁଣ , ଗୋଟିଏ ଲିଟର ସୋରିଷ ତେଲ ଏବଂ ଗୋଟିଏ ପାଣି ବୋତଲ ଏହି ସବୁ ସାମଗ୍ରୀକୁ ଏକତ୍ରିତ କରି କୌଣସି ମହିଳା ବା ପୁରୁଷକୁ ଦାନ କରି ଦିଅନ୍ତୁ ଏବଂ ଚୁପ୍ ଚାପ୍ ଘରକୁ ଚାଲି ଆସନ୍ତୁ ଏହା ପରେ ଦେଖନ୍ତୁ ଚମତ୍କାର ଏହା କରିବା ଦ୍ୱାରା ଆପଣଙ୍କ ଭାଗ୍ୟ ଉଦୟ ହୋଇଥାଏ। ଚାକିରୀ ଓ ବ୍ୟବସାୟ କ୍ଷେତ୍ରରେ ସଫଳତା ହାସଲ କରିବେ। ମା ଲକ୍ଷ୍ମୀ ଆପଣଙ୍କ ଘରେ ଆସି ବାସ କରିବେ।
୨. ଲୁଣକୁ ଆପଣ କେବେବି ଲୁହା ବା ଷ୍ଟିଲ ପାତ୍ରରେ ରଖନ୍ତୁ ନାହିଁ ଏହା ଖୁବ୍ ଘାତକ ମାନା ଯାଇଥାଏ। ଏହା ଦ୍ବାରା ଆପଣ କାଙ୍ଗାଳ ମଧ୍ୟ ହୋଇ ଯାଇ ପାରନ୍ତି। ପ୍ଲାଷ୍ଟିକ ପାତ୍ରରେ ବି ଲୁଣ ରଖିବା ଉଚିତ୍ ହୋଇ ନଥାଏ ଏଣୁ ସର୍ବଦା ଲୁଣକୁ କାଚ ପାତ୍ରରେ ରଖନ୍ତୁ।
୩. ଯଦି ଖାଦ୍ୟରେ ଲୁଣ କମ୍ ହୋଇଥାଏ ଆପଣ ହାତରେ ଅଳ୍ପ ଲୁଣ ନେଇ ଖାଦ୍ୟରେ ପକାଇ ଥାନ୍ତି ଏବଂ ବାକି ଲୁଣ ଫୋପାଡି ଦେଇଥାନ୍ତି। ଯାହାକୁ ବହୁତ୍ ଅଶୁଭ ମାନା ଯାଇଥାଏ। ଲୁଣ ତଳେ ପଡ଼ିବା ସମ୍ପୂର୍ଣ୍ଣ ଭୁଲ ଅଟେ। ଏହା ଦୁର୍ଭାଗ୍ୟକୁ ଟାଣି ଆଣିଥାଏ। ତେବେ ଲୁଣକୁ କେବେ ବି ତଳେ ପକାନ୍ତୁ ନାହିଁ।
୪. ଲୁଣକୁ କେବେ ଉଦ୍ଧାରରେ ଆଣି ଖାଇବା ଉଚିତ୍ ହୋଇ ନଥାଏ ଲୁଣକୁ ସବୁବେଳେ ଧନ ଦେଇ ଆଣିବା ଦରକାର୍ ଏହାଦ୍ବାରା ଆପଣଙ୍କର ଶନି ଏବଂ ଚନ୍ଦ୍ର ମଜବୁତ୍ ହୋଇଥାନ୍ତି। ଯଦି ଆପଣ ଭୁଲରେ ବି କାହା ପାଖକୁ ଲୁଣ ଉଦ୍ଧାର ଆଣି ଖାଇଛନ୍ତି ଆଉ ତାର ଉଦ୍ଧାର ଫେରାଇବାକୁ ଭୁଲି ଯାଇଛନ୍ତି ତେବେ ଆପଣଙ୍କୁ ଶନିଦେବଙ୍କ କୋପର ସାମ୍ନା କରିବାକୁ ପଡିବ।
୫. ଶାସ୍ତ୍ର ଅନୁଯାୟୀ ସନ୍ଧ୍ୟା ସମୟରେ କାହା ଠାରୁ ଲୁଣ ନେବା କି ଲୁଣ ଦେବା ଆଦୌ ଉଚିତ୍ ହୋଇ ନଥାଏ। ଯଦି ଆପଣ ସନ୍ଧ୍ୟା ସମୟରେ କାହାକୁ ଲୁଣ ଦେଇ ଦେଉଛନ୍ତି ତ ଜାଣି ରଖନ୍ତୁ କି ଲୁଣ ସହିତ ଆପଣଙ୍କ ଘରର ସୁଖ ସମୃଦ୍ଧି ମଧ୍ୟ ଚାଲି ଯାଉଛି ତା ସହିତ ଲୁଣ ନେଉଥିବା ବ୍ୟକ୍ତି ମଧ୍ୟ ବରବାଦ୍ ହୋଇ ଯାଇଥାଏ। ତେଣୁ ଏମିତି ଭୁଲ କେବେ କରନ୍ତୁ ନାହିଁ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।