ସବୁ ସମୟ ଖବର ସାଥିରେ

Viral Video-ବନ୍ୟା ସମୟରେ ଏହି ମହିଳା ଜଣକ କରିଦେଲେ ଏମିତି…. ମାତ୍ର 4 ଘଣ୍ଟାରେ 80 Million ରୁ ଅଧିକ ଲୋକ ଦେଖି ଦେଖି ସାରିଲେଣି…

0 7

ବନ୍ୟାର ପ୍ରଭାବରେ ଲୋକ ମାନେ ବହୁତ ହଇରାଣ ହେଉଛନ୍ତି | ଭାରତରେ ଏବେ ଅଧିକାଂଶ ସ୍ଥାନରେ ପ୍ରବଳ ବୃଷ୍ଟିପାତ ହେଉଛି | ପାଣିପାଗ ପକ୍ଷରୁ ବିଭିନ୍ନ ରାଜ୍ୟ ପାଇଁ ରେଡ ଏଲର୍ଟ ତ କୋଉଁ ରାଜ୍ୟକୁ ଅରେଞ୍ଜ ଏଲର୍ଟ ଜାରି କରା ଯାଉଛି | ମୌସୁମୀର ପ୍ରଭାବରେ ଦେଶର ଅଧିକାଂଶ ସ୍ଥାନରେ ପ୍ରବଳରୁ ପ୍ରବଳ ବୃଷ୍ଟିପାତ ହେଉ ଅଛି | ଏହି ବର୍ଷା ଅତି ଜୋରରେ ହେଲାରୁ କେତେକ ରାଜ୍ୟରେ ବନ୍ୟାର ପ୍ରକୋପ ଦେଖା ଯାଉ ଥିବା ବେଳେ ଅନ୍ୟ କେତେକ ରାଜ୍ୟରେ ବନ୍ୟାର ଆଶଙ୍କା କରା ଯାଉଛି | ଏଥି ଲାଗି ସରକାରଙ୍କ ତରଫରୁ ଲୋକ ମାନଙ୍କ ପ୍ରତି କିଛି ସାହାଯ୍ୟ ମଧ୍ୟ କରା ଯାଉଅଛି |

ମୌସୁମୀର ପ୍ରଭାବରେ ଦେଶର ଅଧିକାଂଶ ସ୍ଥାନରେ ପ୍ରବଳରୁ ପ୍ରବଳ ବୃଷ୍ଟିପାତ ହେଉ ଅଛି | ଏହି ବର୍ଷା ଅତି ଜୋରରେ ହେଲାରୁ କେତେକ ରାଜ୍ୟରେ ବନ୍ୟାର ପ୍ରକୋପ ଦେଖା ଯାଉ ଥିବା ବେଳେ ଅନ୍ୟ କେତେକ ରାଜ୍ୟରେ ବନ୍ୟାର ଆଶଙ୍କା କରା ଯାଉଛି |ତେବେ ଏହି ବଢ଼ିକୁ କେତେ ଜଣ ଉପଭୋଗ କରୁ ଥିବାର ଦେଖି ବାକୁ ମିଳି ଥିବା ବେଳେ କେତେ ଜଣ ବହୁତ ଅସୁବିଧାର ସମ୍ମୁଖୀନ ହେଉ ଛନ୍ତି |

ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ ବନ୍ୟାରେ ଲୋକ ମାନଙ୍କର ବହୁଳ କ୍ଷୟ କ୍ଷତି ହେଉ ଥିଲା ବେଳେ କେତେ ଲୋକ ଏହାର ଫାଇଦା ମଧ୍ୟ ଉଠାଉ ଥିବାର ଦେଖିବାକୁ ମିଳିଛି | ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରଲ ହେବାରେ ଲାଗିଛି | ଏହି ଭିଡିଓରେ ଦେଖିବାକୁ ମିଳୁଛି କି ଜଣେ ମହିଳା ଜାଲ ମାଧ୍ୟମରେ ଘର ଆଗରୁ ଜମି ଥିବା ପାଣିରୁ ବହୁତ ମାଛ ଧରୁଛନ୍ତି | ଏହି ଭିଡିଓ ଟିକୁ ଏବେ ସୁଦ୍ଧା ଦୁଇ କୋଟିରୁ ଅଧିକ ଲୋକ ଦେଖି ଥିବାର ଜଣା ପଡିଛି | ଆସନ୍ତୁ ଜାଣିବା ଏହି ଭିଡିଓ ସମ୍ପର୍କରେ |

ବନ୍ୟାର ପ୍ରଭାବରେ ବିଭିନ୍ନ ସ୍ଥାନରେ ଦୁଇ ୩ ଦିନ ଧରି ପାଣି ଜମି ରହିବାର ଦେଖିବାକୁ ମିଳୁଛି | ଏହି ଭିଡିଓରେ ଜଣେ ମହିଳା ତାଙ୍କ ଘର ଆଗରେ ଜମି ରହି ଥିବା ବନ୍ୟା ପାଣିରୁ ବହୁତ ମାଛ ଧରି ଥିବାର ଦେଖିବାକୁ ମିଳୁଛି ଓ ଅନ୍ୟ ଜଣେ ବ୍ୟକ୍ତି ଏହାକୁ ରେକର୍ଡ କରୁଛନ୍ତି ନିଜ ଫୋନ ମାଧ୍ୟମରେ |ଏଥିରେ ଦୁଇଟି ବଡ ମାଛ ପଡି ଥିବା ସହ କିଛି ଚୁନା ମାଛ ମଧ୍ୟ ପଡି ଥିବାର ଦେଖିବାକୁ ମିଳୁଛି | ଏହାକୁ ବିଶ୍ୱାସ ହେଉ ନ ଥିଲେ ମଧ୍ୟ ଏହା ଏକ ସତ୍ୟ ଘଟଣା |

ତେବେ ଏହି ମହିଳା ଜଣଙ୍କୁ ଦେଖି ଲାଗୁଛି କି ସେ ନିଶ୍ଚିତ ଜଣେ ଭଲ ମାଛ ଧରାଳି | କାରଣ ତାଙ୍କ ଜାଲ ପକାଇବାର ଭଙ୍ଗୀ କହି ଦେଉଛି ତାଙ୍କର କଳା ସମ୍ପର୍କରେ | ଏମିତି ମହିଳା ନାରୀ ଜାତି ପାଇଁ ଏକ ପ୍ରେରଣା ପାଲଟି ଥାନ୍ତି | ସମସ୍ତ ନାରୀ ମାନେ ପ୍ରତ୍ୟେକ କାମରେ ନିଜର ପାରଦର୍ଶିତା ଦେଖାଇବା ନିହାତି ଦରକାର | ନ ହେଲେ ସବୁ ଦିନ ପାଇଁ ପଛୁଆ ହୋଇ ରହି ଯିବେ | ନିଜେ ସ୍ୱାବଲମ୍ବୀ ହେଲେ ଯାଇ ସେମାନେ ଆଉ କାହା ଉପରେ ନିର୍ଭର କରିବେ ନାହିଁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।