ସବୁ ସମୟ ଖବର ସାଥିରେ

viral video – କହୁ କହୁ ସବୁ କହିଦେଲା ରାନୀ ପଣ୍ଡା,ପଛ ଖୋଲିଥିଲି ଏବେ ଆଗୋ ଖୋଲି ଦେବି ଭିଡ଼ିଓ ଦେଖିଲେ ମୁଣ୍ଡ କାମ କରିବନି ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !

0 456

ଜଲିଉଡ଼ ଜଗତ ର ରାନୀ ପଣ୍ଡା ଆଜି ସମ୍ପୂର୍ଣ୍ଣ ସୁଧୁରି ଯାଇ ଛନ୍ତି । ଆଜି ଯାହା ଯାଜପୁର ଜିଲ୍ଲା ରେ କହିଲେ ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ । ରାନୀ ପଣ୍ଡା ପାଟିରୁ ଏହି କଥା ଶୁଣି ଲୋକ ମାନେ ପୁରା ଆଶ୍ଚର୍ଯ୍ୟ ହୋଇ ଗଲେ । କେହି କେହି ଏହି କଥା ଗୁଡିକୁ ମଧ୍ୟ ମୋବାଇଲ ରେ ଭିଡିଓ କରି ରଖି ଛନ୍ତି ।

ତେବେ ରାନୀ ପଣ୍ଡା ତାଙ୍କର ଯାତ୍ରା ଜଗତରେ ଖଣ୍ଡଗିରି ଯାତ୍ରା ରେ ଭାଇରାଲ ହୋଇ ଥିଲେ । କାରଣ ଖଣ୍ଡ ଗିରି ଯାତ୍ରା ରେ ସେ ନିଜର ଦେହ ର ବସ୍ତ୍ର କୁ ଖୋଲି ଦେଇ ଥିଲେ । ସେହି ଦିନ ଠାରୁ ରାନୀ ପଣ୍ଡା ଙ୍କର ଗୋଟେ ସମାଜ ରେ ପରିଚୟ ସୃଷ୍ଟି ହୋଇ ଥିଲା । ତେବେ ସେହି ପରିଚୟ ଟି ହେଉଛି ।

ଓଡିଶା ର ଦ୍ୱିତୀୟ ସନୀ ଲିଓନି ହେଉ ଛନ୍ତି ରାନୀ ପଣ୍ଡା । ଓଡ଼ିଶା ର ଏକ ନମ୍ବର ବେସିୟା ହେଉ ଛନ୍ତି ରାନୀ ପଣ୍ଡା । ହେଲେ ତାଙ୍କୁ ବେସିଆ କିଏ ସଜେଇଲା ଆପଣ ମାନେ ଜାଣନ୍ତି । ଜାଣିଲେ ଆପଣଙ୍କ ଆଖିରୁ ଲୁହ ଆସି ଯିବ । ତେବେ ଆସନ୍ତୁ ଜାଣିବା ।

ରାନୀ ପଣ୍ଡା ଫୁଲ ପରି ଫୁଟି ଥିଲେ । ତାଙ୍କର ବାସ୍ନା ପାଇବା ପାଇଁ ଟୋକା ମାନେ ଡହଳ ବିକଳ ହେଉ ଥିଲେ । ଭୁବନେଶ୍ୱର ର ବରମୁଣ୍ଡା ବସ ସ୍ୟାଣ୍ଡ ରେ ତାଙ୍କୁ 7 ଜଣ ମିଶି ରେପ କରି ଥିଲେ । ଆଉ ତା ପରେ ସେ ଫୁଲ ହୋଇ ରହିଲେ ନାହିଁ ସବୁ ଦିନ ପାଇଁ ମଉଳି ଗଲେ । ହେଲେ ମଧ୍ୟ ତାଙ୍କ ମନରେ କିଛି ଦୁଃଖ ନ ଥିଲା ।

ସେ ପୁଣି ଥରେ ରାସ୍ତା ରେ ମୁଣ୍ଡ ଟେକି ବାଟ ଚାଲିଲେ । ଟୋକା ମାନକୁ ଭଲ ପାଇଲେ ସେହି ଟୋକା ମାନେ ତାଙ୍କୁ ଧକା ଦେଇ ଦେଲେ । ଆଉ ତା ପରେ ସେ ସାଜି ଗଲେ ଜଲିଉଡ଼ ଜଗତର ରାନୀ ପଣ୍ଡା । ଚିହିଁ ଗଲେ ତାଙ୍କୁ ଯାତ୍ରା ଯାତ୍ରା ଜଗତରେ । କିନ୍ତୁ ତାଙ୍କ ଜୀବନ ରେ ସବୁ ଠାରୁ ବଡ଼ ଦୁଃଖ ର କଥା ଜାଣିଲେ ପୁଣି ଆପଣ କାନ୍ଦି ପକେଇବେ ।

ତାଙ୍କ ଜେଜେମା ଯେତେ ବେଳେ ମରି ଗଲେ , ତାଙ୍କ ଘର ଲୋକ ରାନୀ ପଣ୍ଡା ଙ୍କୁ ଛୁଇଁବା ପାଇଁ ଦେଇ ନ ଥିଲେ । ଆ ଠାରୁ ବଡ଼ ଦୁଃଖ ର କଥା ଆଉ କଣ ହୋଇ ପାରେ । ଆଜି ସେ ଏକ ଯାତ୍ରା ରେ କହି ଛନ୍ତି ,

ଏହି ଯାତ୍ରା ରେ ସେ ଯାହା ଟଙ୍କା ପାଇବେ କିଛି ଘରକୁ ଦେବେ , କିଛି ପଇସା ସେ ରଖିବେ , ଯିଏ ଅସୁବିଧା ରେ ପଡ଼ିବ ସେ ଆସି ସାହାର୍ଯ୍ୟ କରିବେ । ସେ କହିଛନ୍ତି ସେ ଆଗ ପରି ଆଉ ଯାତ୍ରା ରେ ଲଙ୍ଗଳା ହେଉ ନାହାନ୍ତି । ସେ ପୁରା ଭଲ ମହିଳା ହେବା ସହିତ ଭଲ କାମ କରିବେ ବୋଲି କହି ଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।