ସବୁ ସମୟ ଖବର ସାଥିରେ

Grand welcome/ବାହାଘର ପରେ ସପ୍ତମଙ୍ଗଳା ରେ ପ୍ରଥମଥର ଝିଅ ଘରକୁ ଆସୁଚି ଜ୍ୱାଇଁ ଙ୍କ ସହ କଲେ ଏମିତି… ଦେଖନ୍ତୁ Video

0 10

ତେବେ ବନ୍ଧୁଗଣ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ସୋସିଆଲ ମିଡ଼ିଆରେ ବେଶ କିଛି ଦିନ ହେବ ଗୋଟିଏ ଘଟଣା ବେଶ ଭାଇରାଲ ହେବାରେ ଲାଗିଛି | ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି ପ୍ରେରଣା ଓ ଅଶ୍ୱିନ ଙ୍କର ବାହାଘର କୁ ନେଇକି ଅନେକ ଭିଡ଼ିଓ ଗୁଡିକ | ଆଉ ବେଶ ଖୁସି ରେ ଓ ଗ୍ରାଣ୍ଡ ଭାବରେ ଆୟୋଜନ କରାଯାଇଥିଲା ପ୍ରେରଣା ଙ୍କର ବାହାଘର କୁ |ତେବେ ବର୍ତ୍ତମାନ ସପ୍ତ ମଙ୍ଗଳା ର ଭିଡ଼ିଓ ଦେଖିବାକୁ ମିଳିଛି | ଆଉ ଯେଉଁଠି ପ୍ରେରଣା ଓ ଜ୍ୱାଇଁ ଅଶ୍ୱିନ ଙ୍କୁ ବେଶ ଧୁମଧାମ ରେ ନିଜର ଶଶୂର ଘର ଲୋକ ସ୍ୱାଗତ ଜଣେଇଛନ୍ତି |ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବ |

ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ ଅଲିଉଡ ର ଜଣେ ହେଣ୍ଡସମ ହିରୋ ଭାବରେ ଲୋକ ମାନେ ତାଙ୍କୁ ବେଶ ଭଲ ଭାବରେ ଜାଣିଛନ୍ତି ସେ ହେଉଛନ୍ତି ଅଶ୍ୱିନ ଓ ଜଣେ ବହୁତ ଭଲ ଅଭିନେତ୍ରୀ ସାଙ୍ଗକୁ ଭଲ ଏଙ୍କର ଭାବରେ ପ୍ରେରଣା ସମସ୍ତଙ୍କ ମନରେ ଜାଗା ବନେଇ ସାରିଛନ୍ତି | ତେବେ ଏହି ଚଳଚିତ୍ର ଦୁନିଆରେ କାମ କରି ଦୁଇଜଣ ଙ୍କ ମଧ୍ୟରେ ପ୍ରଥମେ ଦେଖା ଓ ପରେ ଫ୍ରେଣ୍ଡ, ତାପରେ ଲୋଭର ଓ ଏବେ ସ୍ୱାମୀ ସ୍ତ୍ରୀ ହୋଇଛନ୍ତି ଦୁଇଜଣ | ଆଉ ଅଗ୍ନି କୁ ସାକ୍ଷୀ ରଖି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ସେମାନେ |

ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ସେଠାରେ ଦେଖିବାକୁ ମିଳିଛି କି ପ୍ରେରଣା ଓ ଅଶ୍ୱିନ ଦୁଇଜଣ ମିଶିକି ସପ୍ତ ମଙ୍ଗଳା ରେ ଯାଇଛନ୍ତି ନିଜର ବାପ ଘରକୁ ଅର୍ଥାତ ଅଶ୍ୱିନ ତାଙ୍କର ଶଶୂର ଘରକୁ ଯାଇଛନ୍ତି | ଆଉ ସେଠାରେ ବାଜା ବଜେଇ ବାଣ ଫୁଟାଇ ଝିଅ ଓ ଜ୍ୱାଇଁ ଙ୍କୁ ସ୍ୱାଗତ କରିଛନ୍ତି ପ୍ରେରଣା ଙ୍କର ପରିବାର ଲୋକ | ତାହା ପରେ ହଳଦୀ ପାଣି ରେ ପାଦ କୁ ଧୋଇ ଦେଇଛନ୍ତି ଅଶ୍ୱିନ ଙ୍କର ଶାଳୀ ମାନେ ତାହା ପରେ ପାଦ କୁ ପୋଛି ଦେଇ ଫୁଲ ମାଳ ଦୁଇଜଣଙ୍କୁ ଦେଇ ଘରକୁ ସ୍ୱାଗତ ମଧ୍ୟ କରିଛନ୍ତି |

ତାହା ପରେ ଜ୍ୱାଇଁ ଙ୍କ ପାଇଁ ଜଳଖିଆ ର ବ୍ୟବସ୍ଥା କରିବା ପରେ, ଭାତ ଖାଇବା ପାଇଁ ବିଭିନ୍ନ ପ୍ରକାରର ଆଇଟମ ମଧ୍ୟ ରୋଷେଇ କରାଯାଇଛି | ଆଉ ଦେଖିବାକୁ ମିଳିଛି କି ପ୍ରେରଣା ତାଙ୍କର ବଡ଼ ମା ଙ୍କର ହାତ ର ପଖାଳ କୁ ମିସ କରୁଥିଲେ ତେଣୁ ସେ ପଖାଳ ମଧ୍ୟ ଖାଉଥିବାର ନଜର ଆସିଛନ୍ତି | ଆଉ ଏହିଭଳି ଭାବରେ ଅଶ୍ୱିନ ଓ ପ୍ରେରଣା ଙ୍କୁ ସ୍ୱାଗତ କରାଯାଇଛି | ଆଉ ଯେଉଁ ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।