ସବୁ ସମୟ ଖବର ସାଥିରେ

ias interview -ଗୋଟିଏ ନାରୀ ତା ଜୀବନରେ କେତୋଟି ଛୁଆକୁ ଜନ୍ମ ଦେଇ ପାରେ…..

0 17

ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ମଜାଦାର ପ୍ରଶ୍ନ ଓ ଏହାର ଉତ୍ତର। ଏପରି ପ୍ରଶ୍ନ ଆପଣ କେଉଁ ନା କେଉଁ ପରୀକ୍ଷାରେ ପାଇ ପାରନ୍ତି। ତେବେ ଆସନ୍ତୁ ଜାଣିବା କଣ ରହିଛି ଆଜିର ପ୍ରଶ୍ନ ଓ ତାହାର ଉତ୍ତର କଣ ରହିଛି।

୧.କେଉଁ ତାରା ୧୬ ବର୍ଷ ପରେ ଦେଖା ଦେଇ ନଥାଏ?
ଉତ୍ତର:- ପୁଚ୍ଛଳ ତାରା

୨.କେଉଁ ଶାଗ ଖାଇବା ଦ୍ବାରା ଆମର ଦାନ୍ତ ସଫା ହୋଇଥାଏ?
ଉତ୍ତର:-ପାଳଙ୍ଗ ଶାଗ

୩.ଏମିତି କେଉଁ ପକ୍ଷୀ ଅଛି ଯିଏ କି ନିଜ ପୁରା ଜୀବନ କାଳରେ କେବେ ବି ଗଛ ଉପରେ ବସି ନ ଥାଏ?
ଉତ୍ତର:- ଟିଟୋନି ପକ୍ଷୀ

୪.କେଉଁ ଜୀବ ମଣିଷର ସବୁଠୁ ବଡ ଶତ୍ରୁ?
ଉତ୍ତର:- ମଶା

୫.ବିଶ୍ଵର ସବୁଠୁ ଲମ୍ବା ନଦୀର ନାମ କଣ?
ଉତ୍ତର:- ନୀଳ ନଦୀ

୬.ଏମିତି କେଉଁ ଜିନିଷ ଅଛି ଯାହା କାରଣରୁ ଖୁସି ସମୟରେ ବି ଆଖିରେ ପାଣି ଚାଲି ଆସି ଥାଏ?
ଉତ୍ତର:- ଏହାର ଉତ୍ତର ହେଉଛି ପିଆଜ, ପିଆଜ କାଟିବା ସମୟରେ ଆଖିରେ ପାଣି ଆସି ଯାଏ।

୭.ଏମିତି କେଉଁ ଜିନିଷ ଅଛି ଯାହା ମୁଣ୍ଡ ନାହିଁ ତଥାପି ସେ ଟୋପି ପିନ୍ଧି ଥାଏ?
ଉତ୍ତର:- ବୋତଲ

୮.ଏମିତି କେଉଁ ଜିନିଷ ରହିଛି ଯାହାକୁ ଆମେ କେବେ ବି ଧରି ରଖି ପାରିବା ନାହିଁ?
ଉତ୍ତର:- ହେଉଛି ଛାଇ

୯.ଏମିତି କେଉଁ ଜିନିଷ ଅଛି ଯାହା ପାଖରେ ହେଡ଼ (Head) ଓ ଟେଲ (Tail) ଅଛି କିନ୍ତୁ ବଡି (Body) ନାହିଁ?
ଉତ୍ତର:- ମୁଦ୍ରା (Coin)

୧୦.ଏମିତି କେଉଁ ଜିନିଷ ଅଛି ଯାହାକୁ ଆମେ ଯେତେ ଟାଣିବୁ ତାହା ସେତିକି ଛୋଟ୍ ହୋଇଯିବ?
ଉତ୍ତର:- ବିଡି ଓ ସିଗାରେଟ୍

୧୧.ପର ନାହିଁ କିନ୍ତୁ ସେ ଉଡ଼ିଥାଏ ହାତ ନାହିଁ କିନ୍ତୁ ସେ ଲଢି ଥାଏ ତାହା କଣ?
ଉତ୍ତର:- ଗୁଡ଼ି

୧୨.ଏମିତି କେଉଁ ଫଳ ଅଛି ଯାହା କଞ୍ଚା ସମୟରେ ମିଠା ଲାଗି ଥାଏ କିନ୍ତୁ ପାଚି ଗଲା ପରେ ଖଟା ଲାଗି ଥାଏ?
ଉତ୍ତର:- ସପୁରୀ

୧୩.ଦୁନିଆରେ ଏବେ ପର୍ଯ୍ୟନ୍ତ ମୋଟ କେତେ ଜଣ ମହାନ୍ ବ୍ୟକ୍ତି ଜନ୍ମ ଗ୍ରହଣ କରିଛନ୍ତି?
ଉତ୍ତର:- ଏହାର ଉତ୍ତର ହେଉଛି ସମସ୍ତେ ପ୍ରଥମେ ଜନ୍ମ ହୋଇଥାନ୍ତି ତା ପରେ ମହାନ୍ ହୋଇଥାନ୍ତି।

୧୪.ତାହା କଣ ହୋଇଥାଏ ଯାହା ହାତୀ ଠାରୁ ବଡ ହୋଇଥାଏ କିନ୍ତୁ ତାର ଓଜନ କିଛି ବି ନୁହଁ?
ଉତ୍ତର:- ହାତୀର ଛାଇ

୧୫.ଗୋଟିଏ ନାରୀ ତା ଜୀବନରେ କେତୋଟି ଛୁଆକୁ ଜନ୍ମ ଦେଇ ପାରେ?
ଉତ୍ତର:- ୪୦ଟି ଛୁଆ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।