ସବୁ ସମୟ ଖବର ସାଥିରେ

viral ଭିଡ଼ିଓ – ଓଃ କି ଡାନ୍ସ ,ଗୀତ ବାଜିବା ପରେ ପାଦ ସମ୍ଭାଳି ପାରିଲେନି ମହିଳା । ନାଚି ନାଚି ପୁରା ଦୁଲୁକେଇ ଦେଲେ ଭିଡିଓ ଭିଡ଼ିଓ ଦେଖିଲେ ମୁଣ୍ଡ କାମ କରିବନି ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !

0 52

ଆଜି ଏକ ବାହାଘର ବିଡ଼ିଓ ଭାଇରାଲ ହୋଇଛି , ଯାହା ଆପଣ ମାନେ ଆଶ୍ଚର୍ଯ୍ୟ ହୋଇ ଯିବେ । ତେବେ ଘଟଣା ଟି ହେଉଛି । ଗୋଟେ ଝିଅ ସେହି ବିବାହ ରେ ଏମତି ନାଚୁଛି ଯେ କେହି ବି ଦେଖିବ କହିବ ଝିଅ ଟି ନିଶ୍ଚିତ କୋଉ ଯାତ୍ରା ପାଟି ରେ ଥିଲା । ନାଇଁ ଆଜ୍ଞା ଝିଅ ଟି କୌଣସି ଯାତ୍ରା ପାର୍ଟି ରେ ନ ଥିଲା । ସେ ବହୁତ ଦିନ ହେଲା ନାଚି ନ ଥିଲା ସେଥି ପାଇଁ ସେ ଏମିତି ନାଚିଲା ଯେ ଲୋକ ମାନେ ତାକୁ ସବୁ ଦେଖି କରି ରହି ଗଲେ ।

ଆପଣ ମାନେ ସେହି ନାଚ ଟିକୁ ଦେଖିଲେ କହିବେ ଏ ଝିଅ ଟି ତାର ସବୁ ସୁଖ ଏଇ ନାଚ ରେ ପାଇ ଯାଉଛି । ତେବେ ତାକୁ ଦେଖି ତା କଡ଼ରେ ଗୋଟେ ପିଲା ଥିଲା ସେ ମଧ୍ୟ ତାକୁ ଦେଖି ନାଚି ବାରେ ଲାଗିଛି । ଏହି ନାଚ କୁ ଦେଖି କେହି ଜଣେ ଭିଡିଓ କରିଛି ଆଉ ସୋସିଆଲ ମିଡ଼ିଆ ରେ ଭାଇରାଲ କରି ଦେଇଛି । ଏମିତି ନାଚ ଆପଣ କୋଉ ବିବାହ ପାର୍ଟି ରେ ଦେଖି ନ ଥିବେ ।

ହଟାତ ଗୀତ ଟି ବାଜିଲା ଆଉ ତା ପରେ ଝିଅ ଟି ସେହି ଗୀତ ଟିକୁ ଶୁଣି ରହି ପାରିଲା ନାହିଁ । ତା ପରେ ସେ ଏମିତି ଢଙ୍ଗ ରେ ନାଚିଲା ଯାହା ସମସ୍ତଙ୍କୁ ସେହି ସମୟ ପାଇଁ ଚକିତ କରି ଦେଇ ଥିଲା । ଅନ୍ୟ ବହୁ ମାନେ ମଧ୍ୟ ସେହି ସମୟ ରେ ନାଚୁ ଥିଲେ । କିନ୍ତୁ ଝିର ନାଚ ଦେଖି ସେମାନେ ପୁରା ଡରି ଯାଇ ଥିଲେ । ଝିଅ ଟିର ଏମିତି କଣ ହେଲା ।

ଏମିତି ଭୁତ ଲାଗିଲା ଭଳିଆ ନାଚୁଛି । ତେଣୁ ସେମାନେ ଦେଖି ଠିଆ ହୋଇ ଗଲେ । ତାକୁ ନାଚିବା ପାଇଁ ଛାଡି ଦେଲେ । ଆଜ୍ଞା ଝିଅ ହେଉ ବା ପୁଅ ହେଉ ସମସ୍ତଂକୁ ନାଚିବା ପାଇଁ ମନ ଥାଏ । କେବଳ ପୁଅ ନାଚି ପାରିବେ ଝିଅ କଣ ନାଚି ପାରିବେ ନାହିଁ । ସେ ଯାହା ହେଉ ଆଜିର ଭାଇରାଲ ଭିଡିଓ ସମସ୍ତଙ୍କ ମନରେ ଏକ ଉତ୍ସାହ ଆଣି ଦେଇ ଥିଲା । ଝିଅ ର ନାଚ ଦେଖି ।

ଜୀବନ ରେ କିଏ ବା କେତେ ଦିନ ବଞ୍ଚିବ । ତେଣୁ ଆମେ ହେଲୁ ମଣିଷ କେତେ ଦିନ ବଂଚିବୁ ତାହା ଆମେ କେବେ କହି ପାରିବୁ ନାହିଁ । କଥା ରେ ଅଛି ମଣିଷ ଜୀବନ ପାଣି ଫୋଟକା ଏଇ ଅଛି ତ ପୁଣି ଏଇ ନାହିଁ ।

ତେବେ ଯେଉଁଠି ଯାହା ହେଉ ଆମେ ସମସ୍ତେ ସବୁ ସମୟ ରେ ଖୁସିରେ ରହିବା ଦରକାର । ଆଜ୍ଞା ଯିଏ ଜୀବନ ରେ ବେଶି ହସୁ ଥାଏ ତାର ଜୀବନ ରେ ବହୁତ ଦୁଃଖ ରହି ଥାଏ । ଠିକ ସେହି ପରି ଝିଅଟି ସିନା ନାଚୁଛି , କିନ୍ତୁ ନାଚ ପଛରେ କେତେ ଦୁଃଖ ଅଛି ସେଟା କିଏ ଜାଣୁଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।