
ରକ୍ଷକ ସାଜିଲା ଭକ୍ଷକ ! ଡାକ୍ତର ଖାନରେ ରୋଗୀକୁ ଚିକିତ୍ସା ବେଳେ ଦୁଷ୍କର୍ମ କଲା ଡାକ୍ତର…ଦେଖନ୍ତୁ ଏହି viral ଭିଡ଼ିଓକୁ….
ଲଭ ସେକ୍ସ ଧୋକା ପରେ ବନ୍ଧା ହେଲେ ରସିକିଆ ଡ଼ାକ୍ତର ବାବୁ ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ବିବହାର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଶାରିରୀକ ସମ୍ପର୍କ ତା ପରେ ପ୍ରତାରଣା କରିଛନ୍ତି ଏହି ଡ଼ାକ୍ତରବାବୁ ଜଣକ। ଅଭିଯୋଗ ପରେ ଆଜି ବନ୍ଧା ହୋଇଛନ୍ତି ଏହି ରସିକିଆ ଡ଼ାକ୍ତରବାବୁ। ଏମ୍ସ ହସ୍ପିଟାଲର ଏହି ଡ଼ାକ୍ତର ଜଣକ ହେଉଛନ୍ତି ଜୟଦୀପ୍ ରାୟ ଗୁପ୍ତା। ଯିଏକି ଦୁଇ ବର୍ଷ ତଳେ ଜଣେ ବାପାଙ୍କୁ ଦେଖାଇବା ପାଇଁ ଆସିଥିବା ଜଣେ ଯୁବତୀଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।
ପରବର୍ତ୍ତୀ ସମୟରେ ପ୍ରେମ ସମ୍ପର୍କ ଅଧିକ ଘନିଷ୍ଠ ହୋଇଥିଲା। ଆଉ ଏହାପରେ ଦୁହେଁ ଶାରିରୀକ ସମ୍ପର୍କ ଲର ଆସିଥିଲେ। ଏହାପରେ ଯୁବତୀ ଜଣକ ଗର୍ଭବତୀ ମଧ୍ୟ ହୋଇଥିଲେ କିନ୍ତୁ ଏହି ଡ଼ାକ୍ତର ବାବୁ ଜଣଙ୍କ ବାଧ୍ୟ କରି ଯୁବତୀଙ୍କ ଗର୍ଭ ନଷ୍ଟ କରିଥିଲେ। ଯାହାକୁ ପ୍ରତାରଣାର ଆଖ୍ୟା ଦେଇ ଯୁବତୀ ଜଣଙ୍କ ମହିଳା ଥାନରେ ଅଭିଯୋଗ କରିଥିଲେ। ଆଉ ତା ପରେ ପୋଲିସ ତାଙ୍କୁ ଖୋଜା ଖୋଜି କରିଥିଲା ପୋଲିସ ଆଉ ଗତକାଲି ପୋଲିସ ତାଙ୍କୁ ଉଠାଇ ଆଣିଛି। ଆଉ ଆଜି ତାଙ୍କୁ କୋର୍ଟ ଫରୱାର୍ଡ କରା ଯାଇଛି।
ସୂଚନା ଅନୁଯାୟୀ ଦୁଇ ବର୍ଷ ତଳେ ଯେତେ ବେଳେ ଏହି ଯୁବତୀ ଜଣଙ୍କ ତାଙ୍କ ବାପାଙ୍କୁ ନେଇ ହସ୍ପିଟାଲ ଆସିଥିଲେ ସେତେବେଳେ ଏହି ଡ଼ାକ୍ତର ଜଣଙ୍କ ସମ୍ପର୍କ ଗଢ଼ି ଉଠିଥିଲା। ଆଉ ଏହି ସମ୍ପର୍କ ଧିରେ ଧିରେ ଖୁବ୍ ଘନିଷ୍ଠ ହୋଇଥିଲା ଏହାପରେ ଉଭୟ ସବୁ ପ୍ରକାର ସମ୍ପର୍କ ରଖିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଏହାକୁ ଯୁବତୀ ପ୍ରତାରଣାର ଆଖ୍ୟା ଦେଇଥିଲେ କାରଣ ଯୁବତୀ ଜଣଙ୍କ ଯେତେବେଳେ ଗର୍ଭବତୀ ହୋଇ ଥିଲେ ଉକ୍ତ ଡ଼ାକ୍ତର ବାବୁ ଜଣକ ତାଙ୍କୁ ଗର୍ଭପାତ କରିବା ପାଇଁ ବାଧ୍ୟ କରିଥିଲେ ଆଉ ନିଜେ ଗର୍ଭ ନଷ୍ଟ କରାଇ ଥିଲେ।
ଏହାପରେ ଯେତେବେଳେ ଯୁବତୀ ଜଣଙ୍କ ବିବାହ ପାଇଁ କହିଥିଲେ ସେତେବେଳେ ମନା କରି ଦେଇଥିଲେ ଡ଼ାକ୍ତର। ଯାହାକୁ ଭିତ୍ତି କରି ମହିଳା ଥାନାରେ ପ୍ରତାରଣା ଅଭିଯୋଗ କରିଥିଲେ ଯୁବତୀ ଏବଂ ତାଙ୍କ ପରିବାର ଆଉ ନ୍ୟାୟ ଦାବୀ କରିଥିଲେ। ମହିଳା ଥାନାରେ ଅଭିଯୋଗ ପରେ ଏହାକୁ ଗୁରୁତର ସହ ନେଇଥିଲେ ମହିଳା ଥାନା ପୋଲିସ।
ଆଉ ପରବର୍ତ୍ତୀ ସମୟରେ ଡାକ୍ତରଙ୍କୁ ହସ୍ପିଟାଲରୁ ଉଠାଇ ଆଣିଥିଲା ପୋଲିସ। ଆଉ ତା ପରେ ଆଜି ତାଙ୍କୁ କୋର୍ଟ ଫରୱାର୍ଡ କରା ଯାଇଛି। ବିଭିନ୍ନ ଦଫା ମଧ୍ୟ ଲାଗିଛି ଡାକ୍ତରଙ୍କ ଉପରେ।ଡ଼ାକ୍ତରଙ୍କ ଉପରେ ବିଭିନ୍ନ ଦଫା ମଧ୍ୟ ଲାଗିଛି।ତେବେ ଏହାକୁ ନେଇ ତଦନ୍ତ ଜାରି ରଖିଛି ପୋଲିସ୍। ତେବେ ଦେଖିବାକୁ ବାକି ରହିଲା ଡ଼ାକ୍ତରଙ୍କ ଉପରେ କି ପ୍ରକାର ଆକ୍ସନ ନିଆ ଯାଉଛି ତା ଉପରେ ସମସ୍ତଂକ ନଜର ରହିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।