ସବୁ ସମୟ ଖବର ସାଥିରେ

viral video- kkr ଅଲରାଉଣ୍ଡର ଭେଙ୍କଟେଶ ଆୟରଙ୍କ ତେଲୁଗୁ ଅଭିନେତ୍ରୀ ପ୍ରିୟଙ୍କା ଜାୱାଲକର ପିକ୍ ଭାଇରାଲ୍ ଉପରେ ସୁନ୍ଦର ମନ୍ତବ୍ୟ ଦେଖନ୍ତୁ ଭିଡ଼ିଓ

0 32

ଏ ବର୍ଷ ଏକ ଚମତ୍କାର ଘଟଣା ଦେଖିବା ପାଇଁ ମିଳିଛି । କ୍ରିକେଟର ଭେଙ୍କେଟର ଆଇଅର ଙ୍କୁ ଆପଣ ମାନେ ପ୍ରାୟ ସମସ୍ତେ ଜାଣି ଥିବେ । ଗତ ବର୍ଷ ସେ IPL ରେ ନିଜର କ୍ୟାରିଅର ବନାଇ ଥିଲେ । ଗୋତ ବର୍ଷ IPL ରେ ସେ କେନ ଉଇଲିଓମ ସନ ଅଧିନ ରେ ଖେଳି ଥିଲେ । ସେ ବହୁତ ଦମଦାର ପ୍ରଦର୍ଶନ କରି ଥିଲେ । ସେ ଭାରତ ର ଭଲ କ୍ରିକେଟର ଅଟନ୍ତି । କାରଣ ସେ ବାମ ହାତ ରେ ବହୁତ ଭଲ ବେଟିଙ୍ଗ କରିବା ସହିତ ଡାହାଣ ହାତ ରେ ସେ ବୋଲିଂ କରନ୍ତି । ଗତ ବର୍ଷ ସେ ତାଙ୍କର ଗୋଟେ ଭଲ ପରିଚୟ ସୃଷ୍ଟି କରି ଥିଲେ ।

ତେବେ ସେ ଆଗରୁ ବହୁତ ଥର IPL ରେ କିଣା ହୋଇ ଥିଲେ । କିନ୍ତୁ କେବେ ସେ IPL ଖେଳି ନ ଥିଲେ । କିନ୍ତୁ ଗୋତ ବର୍ଷ ତାଙ୍କର ଟେଲେଣ୍ଡ ଙ୍କୁ କେନ ଉଇଲିଓମ ସନ ଜାଣି ପାରି ଥିଲେ ଆଉ ତାଙ୍କୁ ଅପନିଙ୍ଗ ବେଟ୍ସ ମ୍ୟାନ ରୂପରେ ଖେଳାଇ ଥିଲେ । ତେବେ ତାଙ୍କର ଭଲ ପ୍ରଦର୍ଶନ ପାଇଁ ତାଙ୍କୁ ଭାରତୀୟ ଟିମ ରେ ସୁଯଗ ମିଳି ଥିଲା ସେ ମଧ୍ୟ ବହୁତ ଗୁଡିଏ ଇଣ୍ଟର ନେସନଲ ମ୍ୟାଚ ଖେଳି ସାରି ଲେନି ।

କିନ୍ତୁ ଏ ବର୍ଷ ଆଇଅର ଆଉ ଭଲ IPL ରେ କରି ପାରୁ ନାହାନ୍ତି । କାରଣ ସେ ଏବେ ତେଲୁଙ୍ଗୁ ହିରୋଇନ ପ୍ରିୟଙ୍କା ପଛରେ ପାଗଳ ହୋଇ ଯାଇ ଛନ୍ତି । ଦୁହେଁ ଦୁହିଁ ଙ୍କୁ ମଧ୍ୟ ବହୁତ ପସନ୍ଦ କରୁ ଛନ୍ତି । ତେବେ ଏହି ଘଟଣା ଟି ଟୁଇଣ୍ଟର ରେ ଦେଖିବା ପାଇଁ ମିଳି ଥିଲା । ଏମାନେ ଦୁଇ ଜଣ କଥା ହେଉ ଥିବାର ଦେଖିବା ପାଇଁ ମିଳି ଥିଲା ।

ଏହା ଏବେ ସୋସିଆଲ ମିଡ଼ିଆ ରେ ବେସ ଭାଇରାଲ ହେବାରେ ଲାଗିଛି । ତେବେ ଏବେ ଆଇଅର ବହୁତ ଚର୍ଚା ରେ ଅଛନ୍ତି । ସୋସିଆଲ ମିଡ଼ିଆ ରେ ମଧ୍ୟ ତାଙ୍କର ଫୋଟ ଦେଖିବା ପାଇଁ ମିଳି ଥିଲା । ଆଉ କିଛି ଦିନ ପରେ ତାଙ୍କର ବିବାହ ହେବାକୁ ଯାଉଛି ବୋଲି ତାଙ୍କର ରିଲେଟିଭି ମାନେ କହୁ ଛନ୍ତି ।


ତେବେ ଏ ବର୍ଷ IPL ରେ ଆଇଅର ବହୁତ ଖରାପ ପ୍ରଦର୍ଶନ କରି ଛନ୍ତି । ସେ ସମୁଦାୟ 3 ଟି ମ୍ୟାଚ ଖେଳି ଛନ୍ତି । ସେହି ତିନୋଟି ମ୍ୟାଚ ରୁ ତାଙ୍କର ସମୁଦାୟ ରନ 29 ରାନ ହୋଇ ଥିବା ବେଳେ । ତାଙ୍କର ସବୁ ଠାରୁ ବଡ଼ ସ୍କର ହେଉଛି 16 ରାନ ।

ତେବେ ଏ ବର୍ଷ ଭଲ ନ ଖେଳିବା ର କାରଣ ସେ ଏବେ ପ୍ରେମ ରେ ପଡି ଛନ୍ତି । ପ୍ରେମ ମଣିଷ ଜୀବନ କୁ କେତେ ବେଳେ ବହୁତ ବଦଳେଇ ଦେଇ ଥାଏ । ତ ପୁଣି ସେହି ପ୍ରେମ ମଣିଷ କୁ ପୁରା ବର୍ବାଦ କରି ସବୁ ସୁଖ ଛାଡେଇ ନେଇ ଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।