ସବୁ ସମୟ ଖବର ସାଥିରେ

Ollywood ହିରୋଇନ ଜାଙ୍କଲିନ (Janklin) ଙ୍କ ଦେହ ବହୁତ ଖ-ରା-ପ କିନ୍ତୁ ତାଙ୍କୁ ମିଳିଲା ଏକ ଖୁସି ଖବର –ଦେଖିଲେ ଆଶ୍ଚର୍ଯ୍ୟ ହେବେ…

0 11

ଆପଣ ମାନେ ଟିଭି ପରଦାରେ ଜାଙ୍କଲିନ ଓ ସୋମାଲିନଙ୍କୁ ବହୁତ ଭଲ ଭାବେ ଜାଣି ଥିବେ | ସେମାନେ ରଜ କୁଇନରେ ଦୁଇ ଭଉଣୀ ସଫଳତା ହାସଲ କରି ଓଡ଼ିଶାର ପ୍ରତ୍ୟେକ ଘରେ ଓ ଓଲିଉଡ଼ ଇଣ୍ଡଷ୍ଟ୍ରିରେ ମଧ୍ୟ ବହୁତ ପ୍ରସିଦ୍ଧି ଲାଭ କରି ଛନ୍ତି | ଜାଙ୍କଲିନ ଓ ସୋମାଲିନ ବହୁତ ଟିଭି ସିରିଏଲ ଓ ଆଲବମରେ କାର୍ଯ୍ୟ କରିଛନ୍ତି | ତେବେ ଏବେ ଏହି ଦୁଇ ଅଭିନେତ୍ରୀ ଆଗ ଭଳି କୌଣସି ଟିଭି ପରଦାରେ ଦେଖିବାକୁ ମିଳୁ ନାହାନ୍ତି | କିନ୍ତୁ ଓଡ଼ିଶାରେ ସେମାନଙ୍କର ବହୁତ ଫେନ ମାନ ରହିଛନ୍ତି ଯୋଉଁ ମାନେ ସେମାନଙ୍କୁ ବହୁତ ପସନ୍ଦ କରନ୍ତି |
ଦୁଇ ଭଉଣୀ ଭଲ ଅଭିନୟ କରିବା ସହିତ ଭଲ ନାଚ ଓ ଗୀତ ଗାଆନ୍ତି | ସେମାନେ ଅଭିନୟ ଠାରୁ ଦୁରେଇ ଯାଇ ଥିଲେ ମଧ୍ୟ ଦୁଇଜଣଙ୍କର ୟୁ ଟ୍ୟୁବରେ ବ୍ଲୋଗର ଅଛନ୍ତି | ନିଜର ପ୍ରତ୍ୟେକ ଦିନର କାର୍ଯ୍ୟ ବ୍ଲଗ ମାଧ୍ୟମରେ ପ୍ରତ୍ୟେକ ଦର୍ଶକ ମାନଙ୍କ ପାଖରେ ପହଞ୍ଚାଇ ଥାନ୍ତି ଓ ପ୍ରତ୍ୟେକ ଦିନର ଅପ ଡେଟ ଦେଇ ଥାନ୍ତି |
ଜାଙ୍କଲିନ କୋଭିଡ ଦୁଇ ହଜାର ଏକୋଇଶିରେ ଟେଲି ଅଭିନେତା ଅରବିନ୍ଦ ମହାରଣାଙ୍କୁ ପ୍ରେମ ବିବାହ କରି ଥିଲେ ଓ ତାଙ୍କ ସାନ ଭଉଣୀ ସୋମାଲିନ ନିଶିଥଙ୍କୁ ବିବାହ କରି ଥିଲେ | ନିଶିଥ ଜଣେ ବିସିନେସ ମେନ ଅଟନ୍ତି | କିନ୍ତୁ ଆଜି ଆମେ ଆପଣଙ୍କୁ ଜାଙ୍କଲିନଙ୍କ ଏକ ଖୁସି ଖବର ବିଷୟରେ ନିଜ ବ୍ଲଗ ମାଧ୍ୟମରେ ସମସ୍ତଙ୍କୁ ଜଣାଇ ଛନ୍ତି | ତେବେ ଆସନ୍ତୁ ଜାଣି ନେବା ସେ ସମ୍ପର୍କରେ |

ଜାଙ୍କଲିନ ଓ ଅରବିନ୍ଦ ଏବେ ଅଭିନୟ କରୁ ନ ଥିବାର ଦେଖିବାକୁ ମିଳୁଛି | ସେ ଏବେ ତାଙ୍କ ସ୍ୱାମୀ ସହ ହାଇଦ୍ରାବାଦରେ ରହୁ ଥିବାର ଜଣା ପଡିଛି | ଦୁଇ ଜଣ ବିବାହ ପରେ ବହୁତ ଖୁସି ଥିବାର ନଜର ଆସନ୍ତି | ସେମାନେ ନିଜର ବ୍ଲଗ ମାଧ୍ୟମରେ ଜଣାଇ ଛନ୍ତି କି କିଛି ଦିନ ପୂର୍ବରୁ ଅରବିନ୍ଦଙ୍କ ଦେହ ଖରାପ ହୋଇ ଥିଲା ଏବଂ ତାଙ୍କୁ କୋଭିଡର ସମସ୍ତ ଲକ୍ଷଣ ଦେଖା ଯାଉଥିଲା | ତାଙ୍କୁ ଭଲ ହେବାର କିଛି ଦିନ ପରେ ଜାଙ୍କଲିନଙ୍କୁ ଏହି ସମସ୍ତ ଲକ୍ଷଣ ଦେଖା ଯାଇଛି | ସେଥିପାଇଁ ତାଙ୍କର କୋଭିଡ କୀଟରେ ଟେଷ୍ଟ କରି ଥିଲେ |

କିନ୍ତୁ ଟେଷ୍ଟରେ ନେଗେଟିଭ ଆସି ଥିବାରୁ ସେମାନେ ଚିନ୍ତା ମୁକ୍ତ ଅଛନ୍ତି | ଏବଂ କହିଛନ୍ତି ଯେ ଏବେ ସମସ୍ତଙ୍କୁ ଭାଇରଲ ଫିଭର ହେଉ ଥିବାର ଦେଖା ଯାଉଛି ତେଣୁ ସମସ୍ତେ ସାବଧାନ ରହିବେ | ଜାଙ୍କଲିନଙ୍କୁ ବହୁତ ଅସୁସ୍ଥ ଓ ଦୁର୍ବଳ ଅନୁଭବ ହେଉ ଥିବାର ଦେଖିବାକୁ ମିଳୁଛି | ଦୁଇ ଜଣ ଅସୁସ୍ଥ ଥିବାରୁ ଏକ ଭଲ ସ୍ୱାମୀ ସ୍ତ୍ରୀ ହିସାବରେ ଜଣେ ଅନ୍ୟ ଜଣର ଯତ୍ନ ନେଉ ଥିବାର ଦେଖିବାକୁ ମିଳିଛି | ଦୁଇ ଜଣ ମିଶି ସମସ୍ତ କାର୍ଯ୍ୟ କରୁଛନ୍ତି ଓ ଜଣେ ଓପରଙ୍କୁ ସାହାଯ୍ୟ କରୁଛନ୍ତି | ଏହି ଦୁଇ ଯୋଡିଙ୍କୁ ବହୁତ ଶୁଭେଚ୍ଛା ମିଳିବା ସହ ବହୁତ ଆଶୀର୍ବାଦ ମଧ୍ୟ କମେଣ୍ଟ ମାଧ୍ୟମରେ ମିଳି ଥିବାର ଦେଖିବାକୁ ମିଳିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।