
ପରୀକ୍ଷା ବେଳେ ଯୁବତୀଙ୍କ ସହ ହେଲା ଏମିତି ଅଘଟଣ ,ଭିଡ଼ିଓ ଦେଖିଲେ କାନ୍ଦି ପକେଇବେ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !
ସାରା ଦୁନିଆରେ ପ୍ରତ୍ୟେକ ଦିନ ଏମିତି କିଛି ଅଜବ ଘଟଣା ଦୁର୍ଘଟଣା ଘଟୁଛି,ଯାହା ଆପଣ ଜାଣିଲେ ଚକିତ ହୋଇଯିବେ। ଜୀବନର ଗୋଟିଏ ଗୋଟିଏ ସେକେଣ୍ଡ ରେ ସବୁ କିଛି ଓଲଟ ପାଲଟ ହୋଇ ଯାଉଛି।ଆମ ଚାରିପାଖରେ ଏମିତି କିଛି ଘଟଣା ଘଟୁଛି ଯାହା ଜାଣିବା ମାତ୍ରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ପ୍ରତ୍ୟେକ ମୁହୂର୍ତ୍ତରେ କିଛି ନା କିଛି ଘଟିବାରେ ଲାଗିଛି।ଆଉ ଏମିତି କିଛି ଘଟଣା ରହିଛି ଯାହା ସହଜରେ ବିଶ୍ଵାସ କରାଯାଇ ନପାରେ।ସେମିତି କିଛି ଚକିତ କରିଦେଲା ପରି ଅଜବ ଘଟଣା କ୍ୟାମେରାରେ କଏଦ କରାଯାଇଛି ସେ ବିଷୟରେ ଜାଣିବା।
୧. ସେପ୍ଟେମ୍ବର ୨୦୨୧ରେ ରାଜସ୍ଥାନର ଏକ କନ୍ଦାଇ ଦେଲା ଭଳି ଘଟଣା, ଯାହା ଆପଣଙ୍କୁ ଚକିତ କରିଦେବ।୨୦୨୧ ସେପ୍ଟେମ୍ବର ରେ ରାଜସ୍ଥାନର କଲ୍ୟାଣ କଲେଜରେ
ଆର୍.ଇ.ଇ.ଟି ପରୀକ୍ଷା ଚାଲିଥିଲା। ସେତେବେଳ କିଛି କାରଣ ବଶତଃ ପରୀକ୍ଷା ପାଇଁ ନିର୍ଦ୍ଧାରିତ ସମୟ ର କିଛି ମିନଟ ପ
ରେ ୩ଜଣ ଛାତ୍ରୀ ଆସିଲେ। ସେତେବେଳେକୁ ଗେଟ୍ ବନ୍ଦ ହୋଇ ସରିଥାଏ । ଗେଟ୍ ଆଗରେ ଯେତେ ଚିତ୍କାର କରି କାନ୍ଦିଲେ ବି କେହି ଗେଟ୍ ଖୋଲିଲେ ନାହିଁ।କିଛି ସମୟ ଡେରିରେ ଆସିଥିବାରୁ ସେମାନଙ୍କୁ ପରୀକ୍ଷା ଦେବା ପାଇଁ ସୁଯୋଗ ମିଳିଲା ନାହିଁ।
୨.ଆଉ ଏକ ମଜାଳିଆ ଭିଡିଓ କ୍ୟାମେରା କଏଦ କରାଯାଇଥିଲା ଯାହା ରାଜସ୍ଥାନର ଅଜମୀର ସହରରେ ଦେଖିବାକୁ ମିଳିଥିଲା। କରୋନା ପରିସ୍ଥିତି କୁ ଆଖି ଆଗରେ ରଖି ଯେତେବଳେ ଘର ଘର ବୁଲି କୋଭିଡ ଟୀକା ଦିଆଯାଉ ଥିଲା, ଠିକ୍ ସେହି ସମୟରେ ଟୀକା ନେବା ଭୟରେ ଏକ!
ମହିଳା ସାପ ଆଣି ସ୍ବାସ୍ଥ୍ୟ କର୍ମୀମାନଙ୍କ ଧମକାଇବା ଆରମ୍ଭ କଲେ କି ଯଦି ତାଙ୍କୁ କେହି ଟୀକା ନେବା ପାଇଁ ବାଧ୍ୟ କରେ ତେବେ ସେ ସେହି ସାପକୁ ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ଉପରକୁ ଫୋପାଡି ଦେବେ। ମହିଳା ଓ ସ୍ୱାସ୍ଥ୍ୟକର୍ମୀମାନେ କିଛି ସମୟ ଧରି ଯୁକ୍ତିତର୍କ ଲାଗିବା ପରେ ଗାଁ ଲୋକ ମାନଙ୍କ ସହାୟତାରେ ମହିଳା ଜଣଙ୍କୁ ଟୀକାକରଣ କରା ଯାଇଥିଲା।
୩. ସାପକୁ ଦେଖିଲେ ବା କାହାକୁ ଭୟ ନଲାଗେ। ଝାଡ଼ଖଣ୍ଡର ଏକ ବିଶାଳକାୟ ଅଜଗର ଉଦ୍ଧାର କାଯାଇଥିଲା ଯାହା ଦେଖି ଲୋକ ମାନେ ଖୁବ୍ ଭୟଭୀତ ହୋଇ ଯାଇଥିଲେ ଏବଂ ଏହି ବିଶାଳ କାୟ ଅଜଗର ଉଦ୍ଧାର କରିବା ପାଇଁ ଜେ.ସି.ବି ର ଆବଶ୍ୟକତା ପଡିଥିଲା।
୪. ପ୍ରକୃତିର ରୂପ ଯେତିକି ସୁନ୍ଦର ହୋଇଥାଏ ତାଠାରୁ ଅଧିକ ପ୍ରକୃତିର ତାଣ୍ଡବ ଭୟଭୀତ କରିଥାଏ।୨୦୨୧ରେ ତାମିଲନଡୁର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା କାରଣରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ଏଥିରେ ଏକ ଦୁଇ ମହଲା କୋଠା ଆଖି ପିଚୁଳାକେ ଭୁଶୁଡ଼ି ପଡିଥିବା ଘଟଣା ଦେଖିବାକୁ ମିଳିଥିଲା।
୫.୨୦୨୧ ରେ ବଚପନ୍ କା ପ୍ୟାର୍ ଗୀତ ଗାଉଥିବା ବାଳକ ସହଦେବଙ୍କ ଭିଡିଓ ଖୁବ୍ ଭାଇରାଲ ହୋଇଥିଲା ଠିକ୍ ସେହିପରି ୨୦୧୯ ରେ ସଜିନ୍ ନାମକ ଜଣେ ବାଳକର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା ଯିଏକି ପାଟି ସାହାଯ୍ୟରେ ଡି.ଜେ ସାଉଣ୍ଡ ପରି ମଜାଦାର ମ୍ୟୁଜିକ ବଜାଇ ପାରୁଥିଲେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।