
viral ଭିଡ଼ିଓ -OMG ! ସାଇ ପଲ୍ଲବୀଙ୍କ ଜବରଦସ୍ତ ଡାନ୍ସ ଭିଡିଓ ଦେଖିଲେ ନିଜକୁ ସମ୍ଭାଳି ପାରିବେନି ,ମାତ୍ର 4 ଘଣ୍ଟାରେ 36 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ଭିଡ଼ିଓ !
ସାଇ ପଲ୍ଲବୀ ଯିଏକି ନିଜର ନେଚ୍ୟୁରାଲ୍ ଲୁକ୍ ପାଇଁ ଲୋକଙ୍କ ହୃଦୟରେ ସ୍ଥାନ ସୃଷ୍ଟି କରିଥିଲେ। ଫିଲ୍ମରେ ତାଙ୍କର ଭିନ୍ନ ଅଭିନୟ ପାଇଁ ସେ ବେଶ୍ ଜଣାଶୁଣା।ସାଇ ପଲ୍ଲବୀ କେବେ ଅଭିନେତ୍ରୀ ହେବାକୁ ଚାହୁଁନଥିଲେ। କାରଣ ସେ ଡାକ୍ତରୀ ପାଠ ପଢ଼ୁଥିଲେ। ସାଇ ପଲ୍ଲବୀ ଟିଏସଏମୟୁରେ ପାଠ ପଢ଼ୁଥିଲେ। ୨୦୧୪ରେ ଡାକ୍ତରୀ ପଢ଼ିଲା ବେଳେ ନିର୍ଦ୍ଦେଶକ ଆଲଫୋନଜ ପୁଥେରିନ ତାଙ୍କୁ ‘ପ୍ରେମମ’ ଫିଲ୍ମରେ ‘ମଲାର’ ଭୂମିକାରେ ଅଭିନୟ କରିବାକୁ ଅଫର ଦେଇଥିଲେ।
ଏଥିପାଇଁ ପଲ୍ଲବୀ ସାଉଥ୍ ଫିଲ୍ମଫେୟାର ଆୱାର୍ଡ ମଧ୍ୟ ପାଇଥିଲେ। ଏହ ପରେ ତାଙ୍କର ମାଲାୟାଲମ୍ ଫିଲ୍ମ ‘କାଲୀ’ ମଧ୍ୟ ବହୁତ ଲୋକପ୍ରିୟ ହୋଇଥିଲା। ଅଭିନେତ୍ରୀ ସାଇ ପଲ୍ଲବୀଙ୍କ ବିଶେଷତା ହେଉଛି ପରଦାରେ ସେ କମ୍ ମେକଅପ୍ ବ୍ୟବହାର କରନ୍ତି। ଯେଉଁଥିପାଇଁ ଦର୍ଶକ ତାଙ୍କୁ ଅଧିକରୁ ଅଧିକ ପସନ୍ଦ କରୁଛନ୍ତି।
ସାଇ ପଲ୍ଲବୀ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ଏମିତି ଅଭିନେତ୍ରୀ ଯାହାଙ୍କୁ ସମସ୍ତେ ବିୟୁଟି ଫୁଲ୍ ଲୁକ୍ ଏବଂ ଜବରଦସ୍ତ ସ୍ମାଇଲ ପାଇଁ ବହୁତ ପ୍ରସିଦ୍ଧି ଅର୍ଜନ କରି ପାରିଛନ୍ତି। ସାଇ ପଲ୍ଲବୀଙ୍କ ଆକ୍ଟିଂ ଡାନ୍ସ ଲୁକ୍ ସ୍ମାଇଲକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରିଥାନ୍ତି। ସାଇ ପଲ୍ଲବୀଙ୍କ ସିମ୍ପୁଲ ଲୁକ୍ ଅର୍ଥାତ୍ ସାଇ ପଲ୍ଲବୀ ବିନା ମେକଅଫରେ ଦର୍ଶକ ମାନେ ବହୁତ ପସନ୍ଦ କରିଥାନ୍ତି।
ଅଭିନେତ୍ରୀ ସାଇ ପଲ୍ଲବୀ ତାଙ୍କ ଫିଲ୍ମ ଅପେକ୍ଷା ଅଧିକ ବେଶୀ ପ୍ରସିଦ୍ଧି ଲାଭ କରିଥିଲେ ଯେତେବେଳ ସେ ୨ କୋଟି ଟଙ୍କାର ଫେୟାର ନେସ କ୍ରିମର ବିଜ୍ଞାପନ ପାଇଁ ମନା କରି ଦେଇଥିଲେ। ସାଇ ପଲ୍ଲବୀଙ୍କ ମତରେ ଏହିଭଳି ପ୍ରକାରର ବିଜ୍ଞାପନ ମହିଳାମାନଙ୍କୁ ଭୁଲ ସନ୍ଦେଶ ଦେଇଥାଏ, ସେଥିପାଇଁ ସେ ଏହି ବିଜ୍ଞାପନକୁ କରିବା ପାଇଁ ମନା କରି ଦେଇଥିଲେ।
ତେବେ ସାଇ ପଲ୍ଲବୀଙ୍କ ଡାନ୍ସକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରିଥାନ୍ତି। ସାଇ ପଲ୍ଲବୀଙ୍କ ସବୁ ଡାନ୍ସ ଷ୍ଟେପ୍ କୁ ଫୋଲ କରିଥାନ୍ତି ଦର୍ଶକ ମାନେ। ଷ୍ଟୋରୀ ଠାରୁ ଆରମ୍ଭ କରି ଷ୍ଟାଟସ୍ ପର୍ଯ୍ୟନ୍ତ ସବୁଠି ସାଇ ପଲ୍ଲବୀଙ୍କ ଡାନ୍ସ ଦେଖିବାକୁ ମିଳିଥାଏ। ଏହି ଅଭିନେତ୍ରୀଙ୍କ ସବୁ ଡାନ୍ସ ଷ୍ଟେପ୍ ଗୁଡ଼ିକ ଖୁବ୍ ଭାଇରାଲ ହୋଇଥାଏ। କେବଳ ଡାନ୍ସ ନୁହେଁ ଏହି ଅଭିନେତ୍ରୀଙ୍କ ଭିନ୍ନ ଅନ୍ଦାଜକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରିଥାନ୍ତି।
ତେବେ ବର୍ତ୍ତମାନ ସମୟରେ ସାଇ ପଲ୍ଲବୀଙ୍କ ଏକ ନୂଆ ଷ୍ଟାଟସ୍ ଭିଡିଓ ଦେଖିବାକୁ ମିଳୁଛି ଯାହା ଖୁବ୍ ଭାଇରାଲ ହେବାରେ ଲାଗିଛି। ସାଉଥ୍ ହିରୋ ନନୀଙ୍କ ସହ ଖୁବ୍ ସୁନ୍ଦର୍ ଡାନ୍ସ କରୁଛନ୍ତି ଅଭିନେତ୍ରୀ ସାଇ ପଲ୍ଲବୀ।
ସୁନ୍ଦର୍ ଗୀତ ସାଙ୍ଗକୁ ସାଇ ପଲ୍ଲବୀଙ୍କ ସୁନ୍ଦର୍ ଡାନ୍ସଷ୍ଟେପକୁ ଦେଖିବାକୁ ମିଳୁଛି ଏହି ଷ୍ଟାଟସ୍ ଭିଡିଓରେ। ବର୍ତ୍ତମାନ ସୁଦ୍ଧା ଏହି ଷ୍ଟାଟସକୁ ୧ କୋଟି ୭୮ ଲକ୍ଷରୁ ଉର୍ଦ୍ଧ୍ବ ଦର୍ଶକ ଦେଖି ସାରିଲେଣି। ଆପଣ ଯଦି ଏହାକୁ ଦେଖି ନାହାନ୍ତି ତେବେ ଜଲଦି ଜଲଦି ଏହି ଷ୍ଟାଟସ୍ ଭିଡିଓକୁ ନିଶ୍ଚିତ ଭାବେ ଥରେ ଦେଖି ନିଅନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।