ସବୁ ସମୟ ଖବର ସାଥିରେ

viral ଭିଡ଼ିଓ – omg ! stage ଉପରେ ଯୁବକ ଯୁବତୀ କଲେ ଜବରଦସ୍ତ hot ଡାନ୍ସ ,ଭିଡ଼ିଓ ଦେଖିଲେ ନିଜକୁ ସମ୍ଭାଳି ପାରିବେନି ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !

0 94

ସାମାଜିକ ଗଣ ମାଧ୍ୟମରେ ଆଜିର ଯୁଗରେ ଯୁବ ପିଢ଼ି ମାନଙ୍କ ପାଇଁ ରୋଜଗାର କରିବାର ଏକ ବଡ ପ୍ରସଙ୍ଗ ପାଲଟିଛି। ଏହି ସୋସିଆଲ ମିଡ଼ିଆ ସାହାଯ୍ୟରେ ଏଠି କେତେକ ବିଶେଷ ପ୍ରତିଭା ରାତାରାତି ଷ୍ଟାର ପାଲଟି ଯାଇଛନ୍ତି। ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇ ପାରିଛନ୍ତି। ସାମାଜିକ ଗଣ ମାଧ୍ୟମ ରୋଜଗାର ଦେବା ସହ ଏକ ସ୍ବତନ୍ତ୍ର ପରିଚୟ ମଧ୍ୟ ପ୍ରଦାନ କରିଥାଏ।

ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଭିଡିଓ ସାମ୍ନାକୁ ଆସିଥାଏ। ଏଥି ମଧ୍ୟରୁ କିଛି ମଜାଦାର ଭିଡିଓ ହୋଇଥିବା ବେଳେ କିଛି ଭିଡିଓ ଖୁବ୍ ଅଜବ ଓ ଅଦ୍ଭୁତ ଧରଣର ହୋଇଥାଏ। ଏହି ସବୁ ମଧ୍ୟରୁ କିଛି ଭିଡିଓ ଖୁବ୍ ଭାଇରାଲ ହୋଇଥାଏ।

 ଲୋକ ମାନେ ଏହି ଭିଡିଓକୁ ଖୁବ୍ ପସନ୍ଦ କରିଥାନ୍ତି। ତେବେ ବର୍ତ୍ତମାନ ସମୟରେ ଏମିତି ଏକ ଡାନ୍ସ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଦେଖିବା ମାତ୍ରେ ଆଖି ଲାଖି ହୋଇ ରହିଯିବ। ଜଣେ ଯୁବତୀ ଏତେ ସୁନ୍ଦର ଡାନ୍ସ କରୁଛନ୍ତି ଯିଏ କେହିବି ତାଙ୍କ ଡାନ୍ସ ଦେଖିବ ସିଏ ତାଙ୍କର ଫ୍ରେଣ୍ଡ ହୋଇଯିବ।

ଡାନ୍ସ କାହାକୁ ବା ଭଲ ଲାଗେନି। କିଏ ଡାନ୍ସ କରିବାକୁ ବହୁତ ପସନ୍ଦ କରିଥାଏ ତ କିଏ ଡାନ୍ସ ଦେଖିବାକୁ ବହୁତ୍ ପସନ୍ଦ କରିଥାଏ। ନିଜକୁ ଡାନ୍ସ ଆସୁ କି ନ ଆସୁ କିନ୍ତୁ ଯଦି ସାମ୍ନା ଲୋକର ଡାନ୍ସ ଭଲ ଲାଗୁଥାଏ ତେବେ ନିଜର ହାତ ଗୋଡ ଆପେଆପେ ନାଚିଉଠିଥାଏ।ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଡାନ୍ସ ଭିଡିଓ ଦେଖିବାକୁ ମିଳିଥାଏ। କିନ୍ତୁ ଆମେ ଆଜି ଏମିତି ଏକ ଡାନ୍ସ ବିଷୟରେ କହିବାକୁ ଯାଉଛୁ ଯାହା ଆପଣ ନିଜେ ନ ଦେଖିଲେ ବିଶ୍ଵାସ କରି ପାରିବେ ନାହିଁ। ଆପଣଙ୍କ ଆଖି ଲାଖି ହୋଇ ରହିଯିବ ସେହି ଡାନ୍ସ କରୁଥିବା ଯୁବତୀଙ୍କ ଉପରେ।


ଭିଡିଓରେ ଦେଖିବାକୁ ମିଳୁଛି ଜଣେ ଯୁବତୀ ଏକ ଷ୍ଟେଜରେ ଡାନ୍ସ ପଫର୍ମ କରୁଛନ୍ତି। ଯୁବତୀ ଜଣକ ହେଉଛନ୍ତି ଜଣେ ନେପାଳୀ ଯୁବତୀ। ଯୁବତୀ ଜଣକ ହେଉଛନ୍ତି ଗୁମି ମଗର। ପିନ୍ଧିଛନ୍ତି ଟ୍ରାଡିସ୍ନାଲ କଷ୍ଟୁମ୍ ସାଙ୍ଗକୁ ଏକ ହଳଦିଆ ରଙ୍ଗର ଲେହେଙ୍ଗା ଏବଂ ମେରୋ ଦୂର୍ଲୁଙ୍ଗ ଗୁ ନୃତ୍ୟ ପରିବେଷଣ କରୁଛନ୍ତି।

ଯାହାକୁ ଦର୍ଶକ ମାନେ ବହୁ ମାତ୍ରାରେ ପସନ୍ଦ କରୁଛନ୍ତି। ଯୁବତୀଙ୍କ ଜବରଦସ୍ତ ଡାନ୍ସ ଦେଖିବା ପରେ ଯିଏ କିଏ ବି ତାଙ୍କର ଫ୍ରେଣ୍ଡ ହୋଇଯିବ। ସୁନ୍ଦର୍ ନୃତ୍ୟ ପରିବେଷଣ ସାଙ୍ଗକୁ ଅତି ସୁନ୍ଦର ଭାବଭଙ୍ଗୀ କରି ଦେଖାଉଛନ୍ତି ଏହି ଯୁବତୀ ଜଣକ। ତାଙ୍କ ଲୁକ୍, ଏକ୍ସପ୍ରେସନ ଡାନ୍ସ ର ଷ୍ଟାଇଲକୁ ଦର୍ଶକ ମାନେ ଖୁବ୍ ଭଲପାଇବା ଦେଉଛନ୍ତି।

ଯୁବତୀଙ୍କ ଏହି ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ଦର୍ଶକ ମାନେ ଖୁବ୍ ପସନ୍ଦ କରୁଛନ୍ତି ଏହି ଭିଡିଓକୁ। ଯୁବତୀଙ୍କ ଡାନ୍ସ ପଫର୍ମକୁ ଲାଇକ କରିବା ସହ ଭଲ ଭଲ କମେଣ୍ଟ ମିଳିଥିବାର ଦେଖିବାକୁ ମିଳୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।