ସବୁ ସମୟ ଖବର ସାଥିରେ

ଘରର କେଉଁ ଦିଗରେ ତୁଳସୀ ଗଛ ? ଲଗେଇଲେ ହୋଇଥାଏ ଧନର ବର୍ଷା ଜଣାନ୍ତୁ .. sadhu bani

0 16

ହଁ ବନ୍ଧୁଗଣ ଆଜି ଆମେ ଆଲୋଚନା କରିବା ଘରର ଭିତରେ ଵା ବାହାରେ କେଉଁ ଗଛ ଲଗାଇଲେ ଆମର ଉନ୍ନତି ହୁଏ, ଯାହା ଆମ ସମସ୍ତଙ୍କ ପାଇଁ ଜାଣିରଖିବା ନିହାତି ଆବଶ୍ୟକ ହୋଇଥାଏ | ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ ଆମେ ଯଦି ସେହି ସବୁ ନିୟମକୁ ମାନିଚଳିବା ତାହେଲେ ଆମର କୌଣସି ବି ଅଭାବ ହେବ ନାହିଁ | ତେବେ ଆଜିର ଆମେ ଆଲୋଚନା କରିବା କେଉଁ କେଉଁ ଗଛ ଆମ ବାସ୍ତୁରେ ରହିବା ଭଲ ଆଉ କେଉଁ ସବୁ ଆମ ବସ୍ତୁରେ ରହିଲେ ଆମର ଘରର ତଥା ନିଜର ମଧ୍ୟ ଉନ୍ନତି ହୋଇ ନଥାଏ , ଆସ ସେ ବିଷୟରେ ଆଲଚନା କରିବା |

ସାଧାରଣତଃ ଆମେ ମାନେ ଘରେ ବିଭିନ୍ନ ପ୍ରକାରର ଗଛ ଲଗାଇଥାଉ ଯଥା ତୁଳସୀ, ମନି ପ୍ଲାଣ୍ଟ, ଇତ୍ୟାଦି, ଏହି ସମସ୍ତ ଗଛ ଆମ ଘରେ ରହିଲେ ଭଲ ମାତ୍ର ଆଉ କେତୋଟି ନିୟମ ଆମ ଶାସ୍ତ୍ରରେ ଅଛି ଯାହାକୁ ମାନି ଚଳିଲେ ଆମର କିଛିବି କ୍ଷତି ହୋଇନଥାଏ, ଆସନ୍ତୁ ଆଜି ଦେଖିବା କେଉଁ ସବୁ ଗଛକୁ ଆମେ ଘରେ ଵା ଘରେ ବାହାରେ କେଉଁ କେଉଁ ଦିଗରେ ଲଗାଇଲେ ଆମର ମଙ୍ଗଳ ହେବ ଆସନ୍ତୁ ସେ ବିଷୟରେ ଆଲୋଚନା କରିବା |

1-ତୁଳସୀ ଗଛ :-

ତୁଳସୀ ଗଛକୁ ଆମେ ବୃନ୍ଦା ବତୀ ବୋଲି କୁହାଯାଏ, ତୁଳସୀ ଗଛକୁ କୁ ସମସ୍ତେ ପୂଜା କରିବା ସହିତ ଶୁଭମଧ୍ୟ ମାନିଥାନ୍ତି, ଘରେ ବାହାରି କୋୖଣସି ଶୁଭ କାର୍ଯ୍ୟରେ ବାହାରିଲେ ଆମେ ତୁଳସୀ ଗଛକୁ ପ୍ରଣାମ କରିକି ଯାଇଥାଉ, ତେବେ ତୁଳସୀ ଗଛକୁ ଆମେ ଯଦି ଘରର ପୂର୍ବରେ ଵା ଉତ୍ତର ପୂର୍ଵ ଦିଗରେ ଲଗାଇବା , ତେବେ ତାହା ଆମ ଘର ପ୍ରତି ଶୁଭ ପ୍ରଭାବ ପକାଇଥାଏ |

2- ବାଉଁଶ ଗଛ :-ବାଉଁଶ ଗଛକୁ ମଧ୍ୟ ଆମେ ଘରର ମଙ୍ଗଳ ପାଇଁ ଘର ପାଖରେ ଲଗାଇପାରିବା ଵା ଛୋଟ ଛୋଟ ବାଉଁଶ ଗଛକୁ ଆମେ ନିଜ ଘର ଭିତରେ ଲଗାଇ ପରିବା, ବାଉଁଶ ଗଛ ଘରେ ରହିଲେ ଘରେ ସମୃଦ୍ଧି ଓ ସୁଖ ଶାନ୍ତି ଭରିଯାଇଥାଏ |

3-ମନି ପ୍ଲାଣ୍ଟ :-

ମନି ପ୍ଲାଣ୍ଟକୁ ଆପଣ ଘର ଭିତରେ ଲଗେଇ ପାରିବେ ଯାହା ଯୋଗୁଁ ଆପଣଙ୍କର ଧନ ଯୋନିତ ସମସ୍ୟା ଆଉ କେବେବି ଦେଖା ଯିବ ନାହିଁ, ଆଉ ଘରେ ମଧ୍ୟ ସୁଖ ଶାନ୍ତି ଓ ସମୃଦ୍ଧି ବଢିବ | ଏହାକୁ ପୂର୍ବ ଓ ଉତ୍ତର ଦିଗରେ ଲଗାଇଲେ ଶୁଭ |

4- ଅଶୋକ ଗଛ :-

ଏହି ଗଛ ଶୋକକୁ ଦୂର କରିଦେଇଥାଏ ଓ ଘରେ ସବୁବେଳେ ସୁଖ ଦେଇଥାଏ, ଓ ଘରେ ସବୁବେଳେ ସୁଖ ଖୁସି ଭରିଯାଏ , ଏହି ଗଛ ରହିଲେ |

5-କଦଳୀ ଗଛ :-

ଏହି ଗଛକୁ ଆପଣ ପୂର୍ବ ଓ ଉତ୍ତର ଦିଗରେ ଲଗାଇ ପାରିବେ, ଗୁରୁବାର ଦିନ ମାଆ ଲକ୍ଷ୍ମୀ ଓ ବିଷ୍ଣୁ ଙ୍କୁ ପୂଜା କରିବା ସହିତ ଯଦି କଦଳୀ ଗଛ କୁ ପୂଜା କରିବେ ତାହେଲେ ଶୁଭ ଫଳ ପାଇବେ |

ତେବେ ଏହି ସବୁ ଗଛ ଘରେ ଲଗାନ୍ତୁ ଓ ଘରେ ସୁଖ ସମୃଦ୍ଧି ଭରି ଦିଅନ୍ତୁ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।