ସବୁ ସମୟ ଖବର ସାଥିରେ

ଘର ଭିତରକୁ ପଳା ଲୋ.. ଦେଖୁ ଦେଖୁ ଘଟିଗଲା ହୋସ୍ ଉଡ଼ାଇଲା ଭଳି ଘଟଣା ଦେଖନ୍ତୁ ଏହି ଭିଡ଼ିଓରେ

0 24

ଆଜିର ଦୁନିଆରେ ବଞ୍ଚିବାକୁ ହେଲେ ହାତେ ମାପି ଚାଖଣ୍ଡେ ଚାଲିବାକୁ ପଡିବ,କାରଣ କେତେବେଳେ କୋଉ ମୁହୂର୍ତ୍ତରେ ଆପଣଙ୍କ ସହ କଣ ଘଟିଯିବ ତାହା ଆପଣ କେବେ ସ୍ୱପ୍ନରେ ବି ଭାବି ନଥିବେ ।ତେବେ ଦେଖୁ ନାହାନ୍ତି ତେଲେଙ୍ଗାନା ର ଜଣେ ମହିଳା ଘର ଭିତରେ ରହି ବି ତାଙ୍କ ସହ ଯାହା ଘଟିଛି ତାହା ଦେଖିଲେ ବି ବିଶ୍ୱାସ ହେବ ନାହିଁ ।

ତେବେ ଏମତି ଘଟଣା ସବୁ ବହୁତ ସମୟରେ ସୋସିଆଲ ମେଡିଆରେ ବି ଦେଖିବାକୁ ମିଳିଥାଏ ଯାହା ଦେଖିଲା ପରେ ବାହାରକୁ ବାହାରିବାକୁ ବି ଡର ଲାଗେ ।କିନ୍ତୁ ଯଦି ଦୁର୍ଘଟଣା ଘରେ ରହି ବି ହେବ ତ ସେଠାରେ ଆପଣ କେମିତି ନିଜକୁ ସୁରକ୍ଷିତ ରଖିବେ ଯେ !

ତେବେ ଦିନକୁ ଦିନ ମଣିଷ ମାନଙ୍କ ଭିତରେ ପଶୁ ପରି ଗୁଂ ଦେଖିବାକୁ ମିଳୁଛି ସେମାନେ ନିଜତ ଇଛା ଓ ଆବଶ୍ୟକତା ପୂର୍ଣ କରିବା ପାଇଁ ଯେଉଁ ହିଂସ୍ର କାର୍ଯ୍ୟ କରୁଛନ୍ତି ସେଭଳି କାମ କେବେ ପଶୁ ମାନେ ବି କରୁନଥିବେ ।ଚୋରି ଡକାୟତି କାମ କରିବା ସହିତ ପ୍ରତିଶୋଧ ନେବା ପାଇଁ ଏହି ମଣିଷ କାହାର ଜୀବନ ନେବାକୁ ବି ପଛଉ ନାହିଁ ।ଆଉ ଏପରି ଏକ ଘଟଣା ଆଜିର ଭିଡ଼ିଓଟିରେ ଦେଖିବାକୁ ମିଳିଛି ଯେଉଁଠି ଜଣେ ବ୍ୟକ୍ତି ହଠାତ ଆସି ଜଣେ ମହିଳାଙ୍କ ଉପରେ କୁରଡ଼ିରେ ନିଛୋକ ପ୍ରହାର କରିବାରେ ଲାଗିଛି ।

ଦେଖନ୍ତୁ ଏହି ଭିଡ଼ିଓରେ କେମିତି ଏହି ଘଟଣା ଘଟୁଛି,ତେବେ ଦେଖା ଯାଉଛି ଦୁଇ ଜଣ ମହିଳା ନିଜ ନିଜ ପିଲାଙ୍କୁ ଧରି ଦୃଶ୍ୟ ଜଣଙ୍କ ଗେଟ ସାମ୍ନାରେ କଥା ହେଉଛନ୍ତି ଆଉ ପାଖରେ ପିଲାମାନେ ଖେଳୁଛନ୍ତି ।କିନ୍ତୁ ସେତିକି ବେଳେ ଗୋଟିଏ ସ୍କୁଟିରେ ଜଣେ ବ୍ୟକ୍ତି ଆସୁଛନ୍ତି ଆଉ ସେ ହଠାତ ଗୋଟିଏ କୁରାଡ଼ି ଧରି ଜଣେ ମହିଳାଙ୍କୁ ପ୍ରହାର କରିବାକୁ ଦୌଡ଼ି ଆସୁଛନ୍ତି କିନ୍ତୁ ଭାଗ୍ୟଭଲ ସେହି ମହିଳା ଜଣଙ୍କ ସେହି ଘର ଭିତରକୁ ଦୌଡ଼ି ପଳାଇଥିଲେ ।କିନ୍ତୁ ଆଉ ଗୋଟିଏ ଭିଡ଼ିଓରେ ଦେଖିବାକୁ ମିଳୁଛି କି ସେମିତି ଦୁଇ ଜଣ ମହିଳା କଥା ହେଉଛନ୍ତି ଆଉ ପୂର୍ବ ପରି ସେହି ବ୍ୟକ୍ତି ଆସି ସେହି ମହିଳାଙ୍କୁ କୁରାଡ଼ିରେ ଆକ୍ରମଣ କରିଥିଲେ ।


ଏଥର ବି ମହିଳା ଜଣଙ୍କ ଘର ଭିତରକୁ ପଳାଇଥିଲେ କିନ୍ତୁ ଏଥର ତାଙ୍କ ଭାଗ୍ୟ ଖରାପ ଥିଲା କାରଣ ସେହି ବ୍ୟକ୍ତି ଘର ଭିତରକୁ ଯାଇ ମହିଳାଙ୍କୁ କୁରାଡ଼ିରେ ଲଗାତର 4 ଥର ପ୍ରହାର କରିଥିଲେ ।ଆଉ ତାପରେ ସେହି ବ୍ୟଇଟି ସେଥରୁ ଚଳ ଯାଇଥିଲେ ତେବେ ମହିଳା ଜଣଙ୍କ ଉପରେ ଆକ୍ରମଣ ହେଲେ ବି ସୌଭାଗ୍ୟ ବଶତ ତାଙ୍କ ଜୀବନ ଯାଇ ନଥିଲେ ଆଉ ସେ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।ତେବେ ଆମେ ଜାଣି ନଥାଉ ଆମ ସହିତ କେତେବେଳେ କଣ ହେବ ତେଣୁ ସବୁବେଳେ ଟିକିଏ ସାବଧାନ ହେବ ନିହାତି ଦରକାର ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।