
ଘରେ ଛୋଟ ପିଲାମାନଙ୍କୁ ସ୍ମାର୍ଟ ଫୋନ ବ୍ୟବହାର କରିବାକୁ ଦେଉଛନ୍ତି ? ଯଦି ଦେଉଛନ୍ତି ତେବେ ଦୟାକରି ଏହି ଭିଢିଓ କୁ ଦେଖନ୍ତୁ ଏବଂ ସେୟାର କରି ସମସ୍ତଙ୍କୁ ସତର୍କ କରାନ୍ତୁ…
ସମାଜ ଲୋକ ମାନେ ବହୁତ ମାତ୍ରାରେ ମୋବାଇଲ୍ ଫୋନ୍ ବ୍ୟବହାର କରୁଛନ୍ତି । ବ୍ୟସ୍ତ ବହୁଳ ସମୟ ରେ ମୋବାଇଲ ବହୁତ କାମରେ ବ୍ୟବହାର କରନ୍ତି । ମୋବାଇଲ୍ ଫୋନ୍ ମଣିଷଙ୍କ ନିହାତି ଜରୁରୀ ଅଟେ । ଟିକେ କାମ ରୁ ଫ୍ରୀ ହେଲେ ମୋବାଇଲ୍ ଧରି ବସି ସେଥିରେ ବହୁତ ମଜାଳିଆ ଭିଡିଓ ଦେଖୁଥାଏ । ଆପଣ ମାନେ ମଧ୍ୟ ବିଭିନ୍ନ କାମ ମୋବାଇଲ୍ ଦ୍ଵାରା କରିଥାଉ। କାମ ସମୟରେ ହୋଇଯାଇଥାଏ । ତେବେ ମୋବାଇଲ ଫୋନ୍ ଏବେକା ସମୟରେ ମଣିଷ ପାଇଁ ଏକାନ୍ତ ଉପଯୋଗୀ ମାତ୍ର କୌଣସି ଜିନିଷ ମଣିଷ ପାଇଁ ଯେତେ ଭଲ ହେଇଥାଏ ତାହା ମଧ୍ୟ ସେତେ ଖରାପ
ହେଇଥାଏ ।
ପ୍ରତେକ୍ ଜିନିଷ ର କିଛି ଖରାପ ଗୁଣ ଅଛି କିଛି ଭଲ ଗୁଣ ମଧ୍ୟ ରହିଛି । ଯାହାର ଅଧିକ ବ୍ୟବହାର ଦ୍ଵାରା ଆପଣଙ୍କ ଜୀବନ ପ୍ରତି ବିପଦ ଆଣିଥାଏ। ଏହି ଦ୍ଵାରା ଛୋଟ ଛୋଟ ପିଲା ମାନେ ଅନେକ ସମୟରେ ମୋବାଇଲ ଫୋନ୍ ବ୍ୟବହାର ଦ୍ବାରା ସେମାନଙ୍କ ଶରୀରରେ ବିଭିନ୍ନ ପ୍ରଭାବ ପକେଇଥାଏ ଯାହା ଦ୍ଵାରା କି ସେମାନଙ୍କ ଦେହ ଖରାପ ହୁଏ। ପିଲା ମାନେ ଅତ୍ୟଧିକ ଫୋନ ବ୍ୟବହାର ଦ୍ବାରା ବହୁତ ପ୍ରଭାବ ପକେଇ ଥାଏ । ତାହା ବିଷୟରେ ଜାଣିବା ।
1- ମୋବାଇଲ୍ ଫୋନ୍ ବ୍ୟବହାର ଦ୍ବାରା ପିଲା ମାନଙ୍କର ଶାରୀରିକ ବିକାଶ କ୍ଷେତ୍ରରେ ପ୍ରଭାବ ପକାଇଥାଏ ।
2- ମୋବାଇଲ୍ ଫୋନ୍ ବ୍ୟବହାର ଦ୍ବାରା ପିଲା ମାନେ ଗେମ୍ ଖେଳିବା ପାଇଁ ବ୍ୟବହାର କରନ୍ତି ।ତେବେ ଫୋନ ଦ୍ଵାରା ପିଲା ମାନେ ପାଠ ପଢ଼ାରୁ ଦୂରେଇ ଯାଇଛନ୍ତି । ଗେମ୍ ନିଶାରେ ପିଲା ମାନେ ବହୁତ୍ ଭୁଲ କାମ ମଧ୍ୟ କରିଥାନ୍ତି।
3- ମୋବାଇଲ୍ ଫୋନ୍ ବ୍ୟବହାର ଦ୍ବାରା ପିଲା ମାନକ ଦକ୍ଷତା ଉପରେ ବହୁତ୍ ଖରାପ ପ୍ରଭାବ ପଡିଥାଏ ।
4- ମୋବାଇଲ୍ ଫୋନ୍ ବ୍ୟବହାର ଦ୍ବାରା ସେଥିରୁ ବାହାରୁଥିବା ବିଷାକ୍ତ ରଶ୍ମି ପିଲା ମାନକ ଆଖି ଉପରେ ପଡ଼ିଥାଏ । ଯାଉଥି ପାଇ କି କାମ ବୟସ ସେମାନଙ୍କର ଦୃଷ୍ଟି ଶକ୍ତି ହ୍ରାସ ପାଇଥାଏ ।
5- ମୋବାଇଲ୍ ଫୋନ୍ ବ୍ୟବହାର ଦ୍ବାରା ସେମାନଙ୍କର କନ୍ଧ ଓ ମେରୁଦଣ୍ଡରେ ଏହା ବହୁତ ଖରାପ ପ୍ରବାହ ପକାଇ ଥାଏ। ଯାହା ଦ୍ଵାରା ଭବିଷ୍ୟତ ଜୀବନ ପାଇଁ ଅନେକ କଷ୍ଟ ମିଳିଥାଏ ।
6- ମୋବାଇଲ୍ ଫୋନ୍ ବ୍ୟବହାର ଦ୍ବାରା ପିଲା ମାନେ ନିଜ ମା ଓ ବାପା ଙ୍କ ଠାରୁ ମଧ୍ୟ ଦୂରେଇ ଯାଇଥାନ୍ତି । ପିଲା ମାନଙ୍କୁ ଫୋନ ବ୍ୟବହାର କରିବା ପାଇ ନଦେବା ଉଚିତ୍ । କାରଣ ଅତ୍ୟଧିକ ମୋବାଇଲ୍ ବ୍ୟବହାର ଦ୍ବାରା ତାଙ୍କର ଦେହ ଖରାପ ହେବ।
7- ମୋବାଇଲ୍ ଫୋନ୍ ବ୍ୟବହାର ଦ୍ବାରା ପିଲା ମାନେ କିଛି କିଛି ପାଠ ପଢିବା ସମୟରେ ମୋବାଇଲ ଦେବା ଉଚିତ୍ । ତାଙ୍କୁ ଲୀମିଟ ଅନୁସାରେ ଦବ ଦରକାର ।
ମୋବାଇଲ୍ ବ୍ୟବହାର ଦ୍ବାରା ଆପଣ ମାନଙ୍କର ବହୁତ କମ ମଧ୍ୟ ହେଇଥାଏ। ଯେପରି କି ଅନଲାଇନ୍ ରେ ବିଭିନ୍ନ ପ୍ରକାର ସସ୍ଥା ଚାଲୁ ରହିଥାଏ । ସେହି ସବୁ କୁ ମୋବାଇଲ୍ ଦ୍ଵାରା ସପୂର୍ଣ୍ଣ ହେଇଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।