ସବୁ ସମୟ ଖବର ସାଥିରେ

jyotish Shstra –ଘର ପାଖରେ ଏହି ଗଛ ରହିଲେ ତୁରନ୍ତ ଏହାକୁ କାଟି ଦିଅନ୍ତୁ ,ନହେଲେ ଅଚାନକ ହେବ ମୃତ୍ୟୁ….

0 7

ବନ୍ଧୁଗଣ ଆମ ଜୀବନରେ ସର୍ବଦା ଅନେକ ପ୍ରକାର ଦୁଃଖ କଷ୍ଟ ପାଇଥାଉକିନ୍ତୁ ଏହାର କାରଣ ଖୋଜି ପାଇନଥାଉ , ଆମେ କୌଣସି ଯାଗାରେ ଘର ତିଆରି କଲେ ପ୍ରଥମେ ଆମେ ସେହି ସ୍ଥାନର କଣ ବାସ୍ତୁ ଦୋଷ ରହିଛି ତାହା ଆମେ ଦେଖିଥାଉ କାରଣ ବାସ୍ତୁ ଦୋଷ କାରଣରୁ ଆମକୁ ବହୁତ ଦୁଃଖ ଓ ସମସ୍ୟାର ସାମ୍ନା କରିବାକୁ ପଡିଥାଏ |ତେଣୁ ଆମେ ଘର ତିଆରି କରିବା ପୂର୍ବରୁ ବାସ୍ତୁ ପୂଜା କରିଥାଉ |ଆମେ ଘରର ଏମିତି କିଛି କାରଣ ରହିଛି ଯାହା ଆମକୁ ଆଜ୍ଞାତ ଥାଏ, ଆମେ ବହୁତ ପରିଶ୍ରମ କରିବା ଦ୍ଵାରା ମଧ୍ୟ୍ୟ ଆମକୁ ଖୁସି ମିଳିନଥାଏ କି ଆର୍ଥିକ ସ୍ଥିତି ସୁଦୃଢ ହୋଇନଥାଏ |ଦିନ ରାତି ପରିଶ୍ରମ କରି ରୋଜଗାର କଲେ ମଧ୍ୟ୍ୟ ଆର୍ଥିକ ସ୍ଥିତି ବଦଳି ନଥାଏ କିନ୍ତୁ ଏହାର କାରଣ ଆମେ ଜାଣିପାରୁ ନାହିଁ
ଦୁନିଆରେ ଏମିତି ମଧ୍ୟ୍ୟ କିଛି ଲୋକ ରହିଛନ୍ତି ଯଉଁ ମନେ ଅଳ୍ପ ପରିଶ୍ରମରେ ଖୁସିରେ ରୁହନ୍ତି, ସେମାନଙ୍କର ଆର୍ଥିକ ସମସ୍ୟା ଆଦୌ ଦେଖାଯାଏ ନାହିଁ,ଅଭାବ ସେମାନଂକୁ ଛୁଇଁ ପାରେ ନାହିଁ |ପ୍ରଥମେତ ଆମକୁ ଆମ ଘରର ଚାରି ପାଖକୁ ଲକ୍ଷ୍ୟ କରିବାକୁ ପଡିବ |ଆମ ଘର ଚାରି ପାଖରେ ଏମିତି କିଛି ବୃକ୍ଷ ରହିଛି ଯାହା ଘର ପାଇଁ ବହୁତ ଅଶୁଭ ଅଟେ| ମୁଁ ଆଜି ଆପଣକୁ ଏହି ବୃକ୍ଷ ମାନଙ୍କ ବିଷୟରେ କହିବି, ତେବେ ଆସନ୍ତୁ ଜାଣିବା ଏହି ଗଛ ଗୁଡିକ କଣ ଓ ଏହା ରହିବା ଦ୍ଵାରା ଆମର କଣ କ୍ଷତି ହୋଇଥାଏ |
ପ୍ରତ୍ୟେକ ମଣିଷ ନିଜ ଆଖ ପାଖକୁ ସବୁଜ ସୁନ୍ଦର କରି ଗଢି ତୋଳିବା ପାଇଁ ଅନେକ ଗଛ ଲାଗାନ୍ତି,କିନ୍ତୁ ଆପଣ ଗଛ ଲଗାଇବା ପୂର୍ବ ପ୍ରଥମେ କଉଁ ଗଛ ଘରେ ରହିଲେ ଅଶୁଭ ସେଥିପ୍ରତି ଧ୍ୟ୍ୟନ ଦେବା ନିହାତି ଜରୁରୀ |ଆପଣ ଭୁଲରେ ବି ଆପଣଙ୍କ ଚତୁର୍ପାଶ୍ୱରେ କଣ୍ଟା ଜାତୀୟ ଗଛ ଲଗାନ୍ତୁ ନାହିଁ କାରଣ ଏହା ଦ୍ଵାରା ଗୃହରେ ଅଶାନ୍ତି ହେବା ସହ ନକାରାତ୍ମକ ଶକ୍ତି ବୃଦ୍ଧିପାଏ |ଆପଣଙ୍କ ଘର ଚାରି ପାଖରେ ଯଦି ଖଜୁରୀ ଗଛ ରହିଛି ତେବେ ଆପଣ ଏହାକୁ ଶୀଘ୍ର କାଟି ଦିଅନ୍ତୁ, ଏହା ଦ୍ଵାରା ଆପଣଙ୍କ ଘରେ ସର୍ବଦା ଅଶାନ୍ତି ଦେଖାଯିବ ଏବଂ ପରିବାରେ ବିବାଦ ଲାଗି ରହିବ |
ଦ୍ୱିତୀୟରେ ଆପଣଙ୍କ ଘରେ ଯଦି ବର କୋଳି ଗଛ ରହିଛି ତେବେ ଆପଣ ଏହାକୁ ଶୀଘ୍ର ହଟାନ୍ତୁ କାରଣ ଏହି ଗଛ ଘର ପାଖରେ ରହିଲେ ଆମ ଘରେ ନକାରାତ୍ମକ ଉଜା ଉତ୍ପନ ହୋଇଥାଏ |ଯାହାଦ୍ଵାରା କି ଘରର ଆର୍ଥିକ ସ୍ଥିତି ଅସମ୍ଭାଳ ହୋଇଯାଏ,ଏହା ଦ୍ଵାରା ଯେତେ ପରିଶ୍ରମ କରି ରୋଜଗାର କଲେ ମଧ୍ୟ୍ୟ ସର୍ବଦା ଅଭାବ ଦେଖାଯାଏ |ତେଣୁ ଆପଣ ଏପରି ଗଛକୁ ଘର ପାଖରେ ଆଦୌ ରଖାନ୍ତୁ ନାହିଁ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।