ସବୁ ସମୟ ଖବର ସାଥିରେ

IAS INTERVIEW- ଦେଖିବାକୁ ଗୋଲ କିନ୍ତୁ ବଲ ନୁହେଁ ଲାଞ୍ଜ ଅଛି କିନ୍ତୁ ପଶୁ ନୁହେଁ, ସେ କିଏ ଅଟେ ? ଦମ ଅଛିତ ଉତ୍ତର ଦେଇ ଦେଖ …

0 14

ଆଜି ଆମେ ଆପଣ ମାନଙ୍କୁ ପାଇଁ ନେଇ ଆସିଛୁ ଖୁବ୍ ଇଣ୍ଟ୍ରେଷ୍ଟିଂ ପ୍ରଶ୍ନ ଓ ତାର ଉତ୍ତର। ଏହି ସବୁ ପ୍ରଶ୍ନ ଓ ଏହାର ଉତ୍ତର ଗୁଡିକ ଖୁବ୍ ମଜାଦାର ରହିଛି। ଏହି ଭଳି ପ୍ରଶ୍ନ ଆପଣ କେବେ ନା କେବେ ସାମ୍ନା କରି ପାରନ୍ତି।ସାଙ୍ଗସାଥିଙ୍କ ମେଳରେ ମଧ୍ୟ ଆପଣ ଏହି ସବୁ ପ୍ରଶ୍ନଉତ୍ତର ଆଲୋଚନା କରି ପାରିବେ।ତେବେ ଆଜି ଆମେ ଆପଣ ମାନଙ୍କ ସହିତ ସେହିଭଳି କିଛି ଇଣ୍ଟ୍ରେଷ୍ଟିଂ ଏବଂ ମଜାଦାର ପ୍ରଶ୍ନ ଓ ତାର ଉତ୍ତର ବାବଦରେ ଜଣାଇବୁ। ଯାହା ଆପଣ ମାନଙ୍କୁ ଖୁବ୍ ପସନ୍ଦ ଆସିବ। ତେବେ ଆସନ୍ତୁ ଜାଣିବା କଣ ରହିଛି ଆଜିର ପ୍ରଶ୍ନ ଓ ତାର ଉତ୍ତର।
ପ୍ରଶ୍ନ ୧. ୟା ହାତରୁ ତା ହାତ ଯାଏ ସେ ବହୁତ୍ ହାତ ଯାହା ହାତରେ ରହିଲା ସେ ଭାରି ମଜବୁତ୍ ସେ କିଏ?
ଉତ୍ତର:- ଏହାର ଉତ୍ତର ହେଉଛି ଟଙ୍କା ।
ପ୍ରଶ୍ନ ୨. କବାଟ ପଡ଼ିଲେ ଦିନ ଟି ଅନ୍ଧାର କବାଟ ଖୋଲିଲେ ପୃଥିବୀ ସୁନ୍ଦର୍?
ଉତ୍ତର:- ଏହାର ଉତ୍ତର ହେଉଛି ଆଖି ପତା।
ପ୍ରଶ୍ନ ୩. ସକାଳ ସଞ୍ଜରେ ଲାଲ୍ ଗୁଲୁ ଗୁଲ ଖରା ବେଳେ ଚାହିଁ ହୁଏନା ରାତି ହେଲେ ସିଏ କେଣେ ଲୁଚି ଯାଏ ଯେତେ ଖୋଜିଲେ ବି ମିଳେନା?
ଉତ୍ତର:- ଏହାର ଉତ୍ତର ହେଉଛି ସୂର୍ଯ୍ୟ।

ପ୍ରଶ୍ନ ୪. ପାଟିରୁ ଖସିଲେ ମାର ଦୋଷ ପେଟରୁ ଖସିଲେ ପିଲାର ଦୋଷ?
ଉତ୍ତର:- ଏହାର ଉତ୍ତର ହେଉଛି ବିଲେଇ ଓ ମାଙ୍କଡ। କାରଣ ବିଲେଇ ତାର ପିଲାକୁ ପାଟିରେ ଧରିଥାଏ ଆଉ ମାଙ୍କଡ ପେଟକୁ ତା ପିଲା ଜାବୁଡ଼ି ଧରିଥାଏ।
ପ୍ରଶ୍ନ ୫. ମୋ ପାଖକୁ ଛୋଟ ବଡ ସବୁ ଆସିଥାଏ ଛୋଟ ଛୋଟ ଖସି ଯାଏ ବଡ ଖସି ଯାଏ?
ଉତ୍ତର:- ଏହାର ଉତ୍ତର ହେଉଛି ଚାଲୁଣି।
ପ୍ରଶ୍ନ ୬. ଗଡି ଗଡି ଯେବେ ବାହାରକୁ ଯାଏ ଚାରିଯୁଗ ପାଇଯାଏ ଉଡି ଉଡି ଯେବେ ବାହାରକୁ ଯାଏ , ଛଅ ଋତୁ ମିଳିଯାଏ ?
ଉତ୍ତର:- ଏହାର ଉତ୍ତର ହେଉଛି କ୍ରିକେଟ ବଲ୍।
ପ୍ରଶ୍ନ ୭.ଖାଇବାକୁ ସକ ସକ ଖାଇଦେଲେ ଭୋକ?
ଉତ୍ତର :- ଏହାର ଉତ୍ତର ହେଉଛି ହାଜମୁଲା।

ପ୍ରଶ୍ନ ୮. ଏମିତି ସିଏ କେଉଁ ଜୀବ ଯାହାର ବେକ କାଟି ଦେଲେ ମଧ୍ୟ ସେ ସପ୍ତାହେ ପର୍ଯ୍ୟନ୍ତ ବଞ୍ଚି ପାରେ?
ଉତ୍ତର:- ଏହାର ଉତ୍ତର ହେଉଛି ଅସରପା।
ପ୍ରଶ୍ନ ୯.ପୃଥିବୀର ସବୁଠାରୁ ଜନ ଗହଳି ସହର କିଏ?
ଉତ୍ତର:- ଏହାର ଉତ୍ତର ହେଉଛି ଟୋକିଓ।
ପ୍ରଶ୍ନ ୧୦.ଦେଖିବାକୁ ଗୋଲ କିନ୍ତୁ ବଲ ନୁହେଁ ଲାଞ୍ଜ ଅଛି କିନ୍ତୁ ପଶୁ ନୁହେଁ। ସେ କିଏ?
ଉତ୍ତର:- ଏହାର ଉତ୍ତର ହେଉଛି ବେଲୁନ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।