ସବୁ ସମୟ ଖବର ସାଥିରେ

viral ଭିଡ଼ିଓ -omg ! ମୁଁ ସକୁନି, ମୁଁ ନାଗସାପ ..ମୁଁ ସାଙ୍ଗାତିକ୍ ମୁଁ ବିସଧର ! ମହାଭାରତର ସକୁନି ସାଜିଲେ ବାଳକ , ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !

0 53

ଆଜି ଏକ ଗାଉଁଲି ଛୋଟ ପିଲା ର ଭିଡିଓ ଭାଇରାଲ ହୋଇଛି । ଛୋଟ ପିଲାଟି ପାଖରେ ଭଲ କ୍ୟାମେରା ନାହିଁ ସତ କିନ୍ତୁ ପିଲା ଟିର ଆକ୍ଟିଂଗ ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ । କହିବେ ଏତେ ସୁନ୍ଦର ଆକ୍ଟିଂଗ କରୁଛି ମହା ଭାରତ ରେ ସଂକୁନି ଦେଖିଲେ ମଧ୍ୟ ହାର ମାନି ଯିବ ।

ଆଉ ତାର କହି ବାର ଶୋଇଳି ଡାଇଲକ ସୁଣିଲେ ଓଡ଼ିଆ ଫିଲ୍ମ ର ରାଇ ମୋହନ ମଧ୍ୟ ଚୁପ ହେଇ ଯିବ । ସହର ପିଲା ମାନଙ୍କ ପାଖରେ ବହୁତ ଭଲ ଭଲ କ୍ୟାମେରା ଅଛି । ସେହି କ୍ୟାମାରେ ନିଜର ଫ୍ରେଣ୍ଡ କୁ ବଢ଼ାଉ ଛନ୍ତି । ଯାହା ଫୋଳରେ ସେମାନେ ଲାଇକ ପାଉ ଛନ୍ତି ।

ଓ ଭଲ ଭଲ ଡିଏସଲାର କ୍ୟାମେରା ରେ ଭିଡିଓ କରି ଅତି ସନ୍ଦର ଦେଖା ଯାଉ ଛନ୍ତି । ସେଥି ପାଇଁ ସେମାନେ ବହୁତ ଲାଇକ ପାଉ ଛନ୍ତି । କିନ୍ତୁ ଆଜି ଯେଉଁ ପିଲାଟି ଭାଇରାଲ ହୋଇଛି । ତା ପାଖରେ ଭଲ ମୋବାଇଲ ନାହିଁ ସତ , କିନ୍ତୁ ଆକ୍ଟିଂଗ ଏକ ନମ୍ବର । କେବଳ ସେତିକି ନୁହେଁ ତାଙ୍କ ଆକ୍ଟିଂଗ ରେ ଲୋକ ଏତେ ଆକୃଷ୍ଟ ହୋଇ ଛନ୍ତି ,

ତାର ଭିଡିଓ କୁ ଲକେ ଇନ୍ସଟା ଓ ଫେସବୁକ ରେ ଛାଡୁ ଛନ୍ତି । ତା ସହିତ ଲୋକେ ଏହି ପିଲା ଟିକୁ ବହୁତ ପ୍ରସଂସା କରୁ ଛନ୍ତି । ବହୁତ ଭଲ ପାଇବା ଦେଉ ଛନ୍ତି । ସେଥି ପାଇଁ ପିଲାଟି ଲକ୍ଷ ଲକ୍ଷ ଲାଇକ ପାଉଛି । ତେବେ ପିଲାଟି ଯେଉଁ ଡାଇଲକ କହିଛି ଆସନ୍ତୁ ସେହି ଡାଇଲକ ଟିକୁ ଶୁଣିବା ।

ଦୁର୍ଯ୍ୟୋଧନ ମନେ ରଖ …… ଦୁର୍ଯ୍ୟୋଧନ , ମୁଁ ସଂକୁନି ।ଏ କାନେ ବେଙ୍ଗ ….. ସେ କାନେ ବେଙ୍ଗ ,ମଝି ରେ ମୁଁ ନାଗ ସାପ , ହା …. ହା….. ହା…

ତେବେ ଏତିକି କହି ପିଲାଟି ପିଲାଟି ତିନୋଟି ଷ୍ଟାଇଲ ରେ ହସି ଥିଲା । ପୁରା ଯେମିତି ମହା ଭାରତ ରେ ଟିଭି ରେ ଦେଖିବା ପାଇଁ ମିଳି ଥାଏ । ପିଲା ଟି ଠିକ ସେହି ଭଳି ଷ୍ଟାଇଲ ରେ ହସି ଥିଲା । ଯେ କେହି ବି ସେହି ହସ କୁ ଦେଖିବ ଚକିତ ହୋଇ ଯିବ ।

ମହା ଭାରତ ରେ ସଂକୁନି ଦେଖିଲେ ଲାଜେଇ ଯିବ । ତେଣୁ ଓଡିଶା ରେ ଏତେ ସୁନ୍ଦର ସୁନ୍ଦର କଳା କାର ଅଛନ୍ତି ଆପଣ ମାନେ କେବେ ଭାବି ନ ଥିବେ । କିନ୍ତୁ ସେହି କଳାକାର ମାନେ ଗରିବ ଘରେ ଜନ୍ମ ନେଉ ଛନ୍ତି!

ଯାହା ଫୋଳରେ ତାଙ୍କ ପାଖରେ କଳା ଅଛି କିନ୍ତୁ କଳା କୁ ସାମ୍ନା କୁ ଆଣିବା ପାଇଁ କୌଣସି ଭଲ ମୋବାଇଲ କିମ୍ବା ଭଲ କ୍ୟାମେରା ନାହିଁ । ଯାହା ଫୋଳରେ ସେମାନେ ଭାଇରାଲ ହୋଇ ପାରୁ ନାହାନ୍ତି । ତେବେ ଠିକ ସେମିତି ଆପଣ ମାନଂକ ପାଖରେ ଯଦି କଳା ଅଛି , ତାହାଲେ ତାକୁ କେବେ ହେଲେ ଲୁଚାନ୍ତୁ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।