ସବୁ ସମୟ ଖବର ସାଥିରେ

ସାଧୁବାଣି -ଏହି ( ୫ଟି ଲକ୍ଷଣ ) ଥିବା ମହିଳାମାନେ ଅଲଷ୍ମୀ ହୋଇଥାନ୍ତି,ଜାଣନ୍ତୁ କେଉଁ କେଉଁ ଲକ୍ଷଣ ନହେଲେ ସ୍ୱାମୀ ହୋଇଯିବେ କାଙ୍ଗାଳ ….

0 139

ଜଣେ ନାରୀ ଚାହିଁଲେ ଘର କୁ ସର୍ଗ କରି ଦେଇ । ଆଉ ଜଣେ ନାରୀ ମଧ୍ୟ ଚାହିଁଲେ ଘର କୁ ନର୍କ କରି ଦେଇ ପାରେ । ତେବେ ମୋଟା ମୋଟୀ ଭାବରେ ଦେଖିବା ପାଇଁ ଗଲେ । ଗୋଟେ ଘରକୁ ଚଲେଇବା ପାଇଁ ନାରୀ ର କର୍ତ୍ତବ୍ୟ ନିହାତି ଆବଶ୍ୟକ । ଯଦି ନାରୀ ନିଜର ଦୈନ ଦିନ ଜୀବନ ମାନଙ୍କ ରେ ରୀତି ନୀତି ମାନି ନ ଚାଲେ ତାହାଲେ ଘର ପ୍ରତି ବିପଦ ହୋଇ ଥାଏ ।

ତେଣୁ ନାରୀ ଟି ସବୁ ରୀତି ନୀତି ମାନିବା ନିହାତି ଦରକାର , ନହଲେ ମା ଲଷ୍ମୀ ଘର ଛାଡ଼ି କୁଆଡେ ପଳେଇ ଯିବେ ଆଉ ଆପଣ ହୋଇ ଯିବେ ପୁରା କାଙ୍ଗାଳ । ତେବେ ଲଷ୍ମୀ ଛଡା ହୋଇ ଗଲେ କେତେ ଯେ କଷ୍ଟ ସହିବାକୁ ପଡି ଥାଏ , ତାହା ଆପଣ ଭଲ ଭାବରେ ଲଷ୍ମୀ ପୁରାଣ ରୁ ଜାଣି ଥିବେ ।

ତେବେ ଏମିତି କିଛି ପାଞ୍ଚ ଟି ଲକ୍ଷଣ ନାରୀ ମାନଙ୍କ ପାଖରେ ଦେଖା ଦେଲେ , ଘର ପୁରା ଲଷ୍ମୀ ଛଡା ହୋଇ ଯାଇ ଥାଏ । ଟଙ୍କା ଆପଣଂକ ପାଖକୁ ଆସୁ ଥିବା , କିନ୍ତୁ ଆପଣଙ୍କ ପାଖରେ ରହୁ ନ ଥିବ । ତେବେ ଆସନ୍ତୁ ଜାଣିବା ସେହି ପାଞ୍ଚଟି ଲକ୍ଷଣ ବିଷୟ ରେ ।

1, ପ୍ରଥମତଃ ଝାଡୁ କୁ ମହିଳା ମାନେ ମାଡିବା କଥା ନୁହେଁ । ଘରେ ଝାଡୁ କରି ସାରିବା ପରେ ଝାଡୁ କୁ ସିଧା ରଖିବା ଦରକାର । ନହଲେ ମା ଲଷ୍ମୀ ରାଗି ଯାଇ ଥାନ୍ତି । ଆପଣ ମାନେ ବହୁତ ସମୟ ରେ ଦେଖି ଥିବେ ଝାଡୁ ଟି ମା ଲଷ୍ମୀ ପାଖରେ ଲାଗି ଥାଏ ।


2, ଦ୍ୱିତୀୟ ରେ ଚୁଲା ଉପରେ ଅଇଁଠା ବାସନ ରଖିବା , ଚୁଲା ଉପରେ ଅଇଁଠା ବାସନ ରଖିବା କଥା ନୁହେଁ । ଅଇଁଠା ବାସନ ରଖିଲେ ମା ଲଷ୍ମୀ ନାରାଜ ହୋଇ ଥାନ୍ତି । ଚୁଲା ରେ ମା ଲଷ୍ମୀ ବାସ କରି ଥାନ୍ତି ।

3, ତୃତୀୟ ରେ ନାରୀ ମାନେ ଗଇଁଠା ମାରି କବାଟ ଖଲିବା କଥା ନୁହେଁ । ସେମିତି କବାଟ ଖୋଲିବା ଦ୍ୱାରା ମାତା ଲଷ୍ମୀ ନାରାଜ ହୋଇ ଥାନ୍ତି । ମାତା ଲଷ୍ମୀ ନାରାଜ ହେଲେ ଆପଣ ମାନେ କାଙ୍ଗାଳ ହୋଇ ଯିବେ । ତେଣୁ ନାରୀ ମାନେ ଗୋଇଁଠା ମାରି କେବେ କବାଟ ଖୋଲିବେ ନାହିଁ ।

4, ଚତୁର୍ଥ ରେ ଦୁଆର ବନ୍ଧ ରେ ବସି ଆପଣ ମାନେ କେବେ ଖାଇବେ ନାହିଁ କିମ୍ବା ଆପଣ ମାନେ କେବେ ହେଲେ ବନ୍ଧ ଉପରେ ଠିଆ ହେବେ ନାହିଁ । ଏହି କାମ କଲେ ଘର ଉପରେ ବିପଦ ରହି ଥାଏ ।

5, ଶେଷରେ ଜାଣିବା ସନ୍ଧ୍ୟା ସମୟରେ କେବେ ହେଲେ ଘରେ ଝାଡୁ ଦେବେ ନାହିଁ । ଝାଡୁ ଦେବା ଦ୍ୱାରା ମାତା ଲଷ୍ମୀ ଙ୍କର ଘର ଉଅରେ ଆଶୀର୍ବାଦ ରହି ନ ଥାଏ । ତେଣୁ କେବେ ହେବେ ସନ୍ଧ୍ୟା ସମୟରେ ଝାଡୁ ଦେବେ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।