
Jyotisa Shatra – ଆସନ୍ତା ୫ମାସ ପଯ୍ୟନ୍ତ ଏହି 5ଟି ରାଶି ଉପରେ ଶିବ ଭଗବାନ କରିବେ ଧନର ବର୍ଷା ! ଏଥିରେ ଆପଣ ଙ୍କ ରାଶି ଅଛି କି ?
ଗ୍ରହ ମାନଙ୍କ ଚଳନ ବିଧିରେ ପରିବର୍ତ୍ତନ ଆସିଲେ ରାଶି ମାନଙ୍କର ଉପରେ ବିଭିନ୍ନ ପ୍ରକାର ପ୍ରଭାବ ପଡିଥାଏ | କୋଉଁ ରାଶି ମାନଙ୍କ ଉପରେ ସୁପ୍ରଭାବ ପଡୁଥିବା ବେଳେ କେତେକ ରାଶି ଉପରେ କୁପ୍ରଭାବ ପଡିଥାଏ | ଯୋଉଁ ରାଶି ଉପରେ ସୁପ୍ରଭାବ ପଡିଥାଏ ସେମାନେ ଅଧିକାଂଶ କ୍ଷେତ୍ରରେ ବହୁତ କମ କଷ୍ଟରେ ନିଜର ଲକ୍ଷ୍ୟ ସ୍ଥଳରେ ପହଂଚି ଥିବାର ଦେଖାଯାଏ | ଏବଂ କୁପ୍ରଭାବ ପଡ଼ିଥିବା ରାଶି ମାନଙ୍କରେ ସମସ୍ତ କାର୍ଯ୍ୟରେ ବିଫଳ ହେଇଥାନ୍ତି |
ତେବେ ଭଗବାନ ମହାଦେବଙ୍କ କୃପା କାରଣରୁ କିଛି ରାଶି ମାନଙ୍କ ଭାଗ୍ୟ ବଦଳିବା ପାଇଁ ଯାଉଛି।ତେବେ ଏଥିରେ ଆପଣଙ୍କ ରାଶି ଥାଉ କି ନଥାଉ ଆପଣ ପ୍ରଭୁ ଭୋଳାନାଥଙ୍କ ନାମ ଜପ କରନ୍ତୁ, ଓଁ ନମଃ ଶିବାୟଃ ଜପ କରନ୍ତୁ ଖୁସିରେ ରହିବେ।ଆମ ହିନ୍ଦୁ ଧର୍ମରେ ରାଶି ମାନଙ୍କୁ ଅନେକ ଗୁରୁତ୍ଵ ଦିଆ ଯାଇଥାଏ କାରଣ ଏହା ଦ୍ଵାରା କୌଣସି ବ୍ୟକ୍ତିର ଭବିଷ୍ୟତ ଦେଖା ଯାଇପାରେ।ଏହି ରାଶି ମାନଙ୍କର ସମସ୍ତ କାର୍ଯ୍ୟ ପୂରଣ ହେବ,ଏମାନଙ୍କୁ ଧନ ପ୍ରାପ୍ତିର ଯୋଗ ରହିଛି ଏବଂ ସମାଜରେ ମାନ ସମ୍ମାନ ମଧ୍ୟ ବୃଦ୍ଧି ହେବ।ତେବେ ଆସନ୍ତୁ ଜାଣିବା ଏହି ରାଶି ମାନଙ୍କ ବିଷୟରେ।
ବିଛା ରାଶି – ଏମାନଙ୍କ ସମସ୍ତ କାର୍ଯ୍ୟ ସଫଳ ହେବ ,ବିଦ୍ୟାର୍ଥୀ ମାନେ ମଧ୍ୟ ଶିକ୍ଷା କ୍ଷେତ୍ରରେ ଉନ୍ନତି କରିବେ ଏବଂ କୌଣସି ଗୁପ୍ତ ଧନ ପ୍ରାପ୍ତ ହେବ ଏବଂ ଏଥି ସହ ସମସ୍ତ ଆର୍ଥିକ ସମସ୍ୟା ଦୂର ହେବ।ଭଗବାନ ମହାଦେବଙ୍କ କୃପା କାରଣରୁ ଏହି ରାଶିର ବ୍ୟକ୍ତି ମାନଙ୍କ ଶୁଭ ସମୟ ଆରମ୍ଭ ହେବାକୁ ଯାଉଛି,ପ୍ରେମ ସମ୍ବନ୍ଧରେ ଉନ୍ନତି ହେବ
ତୁଳା ରାଶି – ଏମାନଙ୍କ ଆଗାମୀ ସମୟ ସୁଖମୟ ହେବ।ସମସ୍ତ କାର୍ଯ୍ୟ ସଫଳ ହେବ,କୋର୍ଟ କଚେରୀ ସମ୍ବନ୍ଧିତ ସମସ୍ତ ସମାଧାନ ଆପଣଙ୍କ ସପକ୍ଷରେ ଆସିବ ଏବଂ ଧର୍ମ କର୍ମ କାର୍ଯ୍ୟରେ ମନ ଲାଗି ରହିବ ଓ ଆର୍ଥିକ ସମସ୍ୟା ଦୂର ହେବ।ବୃଷ ରାଶି- ଏହି ରାଶି ମାନଙ୍କ ଉପରେ ଭଗବାନ ମହାଦେବଙ୍କ କୃପା ଲାଗି ରହିବ,ଆଗାମୀ ସମୟ ଶୁଭ ରହିବ,ଏମାନଙ୍କ ଧନ ବୃଦ୍ଧି ହେବ ।କୌଣସି ନୂତନ ଯାନ ବାହନ କିଣିବାର ଯୋଗ ମଧ୍ୟ ରହିଛି।ଏଥି ସହ ଧନ ପ୍ରାପ୍ତିର ଯୋଗ ମଧ୍ୟ ଅଛି।
କୁମ୍ଭ ରାଶି- ପୂର୍ବରୁ ଯାହା ସବୁ ସମସ୍ୟା ଲାଗି ରହିଥିଲା ତାହା ଦୁର ହେବ,ପରିବାର ଲୋକଙ୍କ ସହ ଭଲ ସମୟ ଅତିବାହିତ କରିବେ,ଆର୍ଥିକ ସ୍ଥିତି ସୁଦୃଢ ହେବ ଏବଂ ଆପଣଙ୍କୁ ପ୍ରଭୁ ଭୋଳାନାଥଙ୍କ କୃପା ବନି ରହିବ।ସିଂହ ରାଶି :-ଏହି ରାଶିର ବ୍ୟକ୍ତି ମାନଙ୍କୁ ଭୋଳା ନାଥଙ୍କ କୃପା କାରଣରୁ ଉନ୍ନତିର ନୂଆ ସମୟ ଆସିବ |କର୍ମ କ୍ଷେତ୍ରରେ ବାଧାବିଘ୍ନ ଦୂର ହେବ | ଶତ୍ରୁ ମାନେ ଆପଣଙ୍କର ପରାଜିତ ହେବେ |ପାରିବାରିକ ଶାନ୍ତି ପ୍ରାପ୍ତ ହେବ |ମହିଳା ମାନେ ସୁଖରେ ଜୀବନଯାପନ କରିବେ |ଛାତ୍ରଛାତ୍ରୀ ମାନେ ମଧ୍ୟ ସଫଳତା ଲାଭ କରିବେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।