
viral ଭିଡ଼ିଓ – ଶାରୀରିକ ସୁଖ ପାଇଁ ସ୍ୱାମୀ ହେଲା କାଳ । ସ୍ୱାମୀ କୁ ହତ୍ୟା କରିବାକୁ ପଛେଇ ଲାଣି ସ୍ତ୍ରୀ । ସ୍ୱାମୀ କୁ ସ୍ତ୍ରୀ ଦେଖାଇଲା ଅସଲି ରୂପ । ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !
ଆଜି ର ନାରୀ ଏତେ ତଳକୁ ଖସି ଯାଇ ଛନ୍ତି ତାହା ଆପଣ ଭାବି ପାରିବେ ନାହିଁ
ଜଣେ ଜଣେ ନାରୀ ପାଇଁ ଆଜି ନାରୀ ଜଗତ ବଦନାମ ହେଉଛି । ତେବେ ଘଟଣା ଟି ହେଉଛି ଶାରୀରିକ ସୁଖ ପାଇଁ ନିଜ ସ୍ୱାମୀ କୁ ହତ୍ୟା ର ଉଦ୍ୟମ କଲା ସ୍ତ୍ରୀ । ମାଳିକା ରେ ଲେଖା ଅଛି , ସ୍ତ୍ରୀ ମାନେ ଗୋଟେ ପୁରୁଷ ସହିତ ଶାରୀରିକ ସୁଖ ପାଇବେ ନାହିଁ , ସେମାନେ ଅନ୍ୟ ପୁରୁଷ ସହିତ ସମ୍ପର୍କ ରଖିବେ ।
ଯେବେ ଏମିତି ଆସିବ ଦିନ ଜାଣିବେ ଯେ କୋଳିଯୁଗ ସାରିବା ପାଇଁ ଆଉ ବେସି ଦିନ ନୁହେଁ । ତେବେ ଆଜି କାଲି କେହି କାହାରି ଉପରେ ସନ୍ତୁଷ୍ଟ ନୁହନ୍ତି , ସେ ଶାରୀରିକ ସୁଖ ରେ ହେଉ କିମ୍ବା ଅନ୍ୟ କୌଣସି କାମ ରେ ହେଉ ।
ତେବେ ଆଜି ର ଘଟଣା ଏକ ଲଜ୍ୟା ଜନକ ଘଟଣା ଅଟେ । ଯେଉଁ ସ୍ତ୍ରୀ ସ୍ୱାମୀ ର ଇହ କାଳ ପର କାଳ ର ଦେବତା ହୋଇ ଥାଏ । ସ୍ୱାମୀ କୁ ପୂଜା କରିବା କଥା । ସେହି ସ୍ତ୍ରୀ ଆଜି କ୍ଷଣିକ ଶାରୀରିକ ସୁଖ ପାଇଁ ସ୍ୱାମୀ କୁ ମାରିବା ପାଇଁ ମଧ୍ୟ ପଛାଉ ନାହିଁ ।
ବିନାୟକ ବେହେରା ଜଣେ ସଧାରଣ କର୍ମଚାରୀ । ସେ ସିଲା ନାମକ ଝିଅ କୁ ବିବାହ କରି ଥିଲେ । କିନ୍ତୁ ବିବାହ ପରେ ସେ ତାଙ୍କ ପାଖରୁ ସଠିକ ଶାରୀରିକ ସୁଖ ପାଇ ନ ଥିଲେ । ଶେଷରେ ସେ ଅନ୍ୟ ଲୋକ ସହିତ ଶାରୀରିକ ସମ୍ପର୍କ ରଖୁ ଥିଲେ । ତେବେ ସୂଚନା ଅନୁସାରେ ଜଣେ ଅଟ ଡ୍ରାଇଭର ସହ ସେ ଶାରୀରିକ ସମ୍ପର୍କ ରଖୁ ଥିଲେ ।
ତେବେ ସ୍ୱାମୀ ଜାଣି ପାରି ବାରୁ ତାକୁ ଜୀବନ ରୁ ମାରି ଦେବା ପାଇଁ ସିଲା ପଛାଇ ଯାଇ ନ ଥିଲେ । ଶେଷରେ ଗୁଣ୍ଡା ଲଗାଇ ଦେଇ ଥିଲେ ତାଙ୍କ ତାଙ୍କ ସ୍ୱାମୀ ପଛରେ । ହେଲେ ତାଙ୍କ ସ୍ୱାମୀ ଗୁଣ୍ଡା କବଳ ରୁ ଅଳ୍ପ କେ ବର୍ତି ଯାଇ ଥିଲେ । ଏବେ ତାଙ୍କ ସ୍ୱାମୀ ହସ୍ପିଟାଲ ରେ ଅଛନ୍ତି ।
ତେବେ ଏବେ ତାଙ୍କ ଘର ଲୋକ ଅଭିଯୋଗ କରି ଛନ୍ତି ଯେ , ସିଲା ଗୁଣ୍ଡା ଲଗାଇ ତାର ସ୍ୱାମୀ କୁ ମାରିବା ପାଇଁ ବସି ଥିଲା । ସେତେ ବେଳେ ସିଲା କହି ଥିଲା ଯେ, ମୋ ସ୍ୱାମୀ ଅନ୍ୟ ସ୍ତ୍ରୀ ସହିତ ସମ୍ପର୍କ ରଖୁଛି । ମୋତେ ସେ ଶାରୀରିକ ସୁଖ ଦେଇ ପାରୁ ନାହିଁ । ସେଥି ପାଇଁ ମୁଁ ତାକୁ ମାରି ଦେବା ପାଇଁ ଚେଷ୍ଟା କରି ଥିଲି ।
ତେବେ ଏମିତି ଅଲଟା ଅଭିଜଗ କରୁଛି ସ୍ତ୍ରୀ । ତେବେ ପୋଲିସ ଏବେ ଏହି ଘଟଣା କେତେ ଦୂର ସତ ତଦନ୍ତ କରୁଛି । ଆଜି କାଲି ର ଶାରୀରିକ ସୁଖ ପାଇଁ ଏତେ ତଳକୁ ଖସି ଯାଇ ପାରନ୍ତି ତାହା ଆପଣ ମାନେ କେବେ କଳ୍ପନା କରି ପାରିବେ ନାହିଁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।