ସବୁ ସମୟ ଖବର ସାଥିରେ

ଗଭୀର ନଦୀ ଭିତରେ ଆନକୋଣ୍ଡା ସହ ମୁଁହାମୁଁହି ହେଲେ ଯୁବକ କ୍ୟାମେରାରେ ରେକର୍ଡ ହେଲା ଏଭଳି ଭିଡିଓ 86 Million ଲୋକ ଦେଖି ସାରିଲେଣି…

0 22

ସମଗ୍ର ଦେଶରେ ରେ ସୋସିଆଲ ମିଡିଆ ଦ୍ଵାରା ବହୁତ ଘଟଣା ଦେଖିବାକୁ ମିଳୁଛି ଏହା ସହିତ ସୋସିଆଲ ମିଡିଆ ଦ୍ଵାରା ବିଭିନ୍ନ ପ୍ରକାରର ଖବର ଜାଣି ଥାଉ । ବର୍ତମାନ ଏବେ ଗୋଟିଏ ଭିଡ଼ିଓ ପ୍ରଚୁର ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହେଇଯିବେ । ଆଉ ଏହି ଭିଡ଼ିଓ ଦେଖିଲେ ଆପଣ ବିଶ୍ଵାସ କରିପାରିବେନି ,ଏହା ଏତେ ଭୟଙ୍କର ବୋଲି ବିଶ୍ୱାସ କରିପାରିବେନି । ଏତେ ଭୟଙ୍କର ଆପଣ ମଧ୍ୟ କହିବେ କି ଭାଗ୍ୟ ଥିଲା ବୋଲି ବଞ୍ଚିଗଲା ।

ତେଣୁ ଏହି ଘଟଣା ଟି ଦେଖିବାକୁ ମିଳିଛି ବ୍ରାଜିଲ ର ଜଣେ ଜଳ ବୁଡ଼ାଳି ଙ୍କ ସହ ଯିଏ କି ନଦୀ ମଧ୍ୟରେ ପ୍ରବେଶ କରିବା ପରେ ତାଙ୍କ ସହ ଏହି ଘଟଣା ଟି ଘଟିଥିଲା ଯାହାକୁ ଦେଖିଲା ପରେ ସବୁ ଆଶ୍ଚର୍ଯ୍ୟ ଚକିତ ହେଇଯିବେ ।ତେବେ ନଦୀ ଭିତରେ ଏହି ବୁଡାଳି ଙ୍କର୍ ଏକ ବହୁତ ବଡ଼ ଆନକୋଣ୍ଡା ଙ୍କ ସହ ଭେଟ ହେଇଥିଲା ଆଉ ତା ପରେ ଆନକୋଣ୍ଡା ଯୁବକ ଙ୍କ ସହ ଯାହା କଲା ଆପଣ ଜାଣିଲେ ବିଶ୍ୱାସ କରିବେନି ।

ବ୍ରାଜିଲ ର ଏହି ବୁଡାଳି ଜଣକ ପ୍ରଫେସନାଲ ବୁଡାଳି ଥିଲେ ତେଣୁ ଯିଏବି ସେ ନଦୀ ଭିତର କୁ ଯାଇଥିଲେଶେ ତାଙ୍କ ସହିତ କ୍ୟାମେରା ତାଙ୍କ ସହିତ ନେଇ ଯାଇଥିଲେ ଆଉ ପାଣି ଭିତର ଦୃଶ୍ୟ କୁ ରେକର୍ଡ଼ କରୁଥିଲେ । ସବୁଦିନ ପରି ସେ ଯେମିତି କ୍ୟାମେରା ନେଇକି ଯାଇଥାନ୍ତି ସେମିତି ଯାଇଥିଲେ କିଛି ବାଟ ଯିବା ପରେ ସେଏକ ବହୁତ ବଡ଼ ଆନକୋଣ୍ଡା ସାପ କୁ ତାଙ୍କ ସାମ୍ନାରେ ଦେଖିଲେ , ସାପ ଟି କୁ ଦେଖି ଭୟଭୀତ ହୋଇ ଯାଇଥିଲେ ଓ ଡ଼ର ରେ ସେ ଥରୁ ଥାଏ ।

ସେ ଭାବିନଥିଲେ କି ଆଜି ମୋର ଜୀବନ ଯିବା ନିଶ୍ଚିତ ମାତ୍ର ଆଶ୍ଚର୍ଯ୍ୟ କଥା ଏହାକି ଯେ ଆନକୋଣ୍ଡା ର ସେଇ ଦିନ ଖାଇବା ର ଇଚ୍ଛା ନ ଥିଲା ବୋଧେ ଆଉ ସେଇଥିପାଇଁ ସେ ଯୁବକକୁ ଦେଖି ଦୂରେଇ କି ପଳିଗଲେ । ତେବେ ସେହି ବ୍ୟକ୍ତି ଜାଣିପାରିଲା କି ସାପ ତାକୁ ଖାଇବନି ବୋଲି ଆଉ ସେ ମଧ୍ୟ ତା ପାଖକୁ ଯାଇ କି କ୍ୟାମେରା ରେ ବହୁତ ଭଲ ଭଲ ଫଟୋ ଉଠାଇଲେ ଆଉ ସଂପୂର୍ଣ୍ଣ ଘଟଣା ର ଭିଡ଼ିଓ ମଧ୍ୟ ରେକଡ କରିଥିଲେ । ଯୁବକ ଟି ର ସାହାସ କୁ ମାନିବାକୁ ପଡ଼ିବ ସେ ବିରାଟ କାୟ ସାପ ପାଖରେ ଯାଇ ଫୋଟୋ ଉଠେଇବା ସହଜ ନୁହେଁ ।


ତେବେ ବ୍ୟକ୍ତି ଜଣକ ନଦୀ ରୁ ଆସିବା ପରେ ସେ ଏହି ବିଷୟରେ ସମସ୍ତଙ୍କୁ ଜଣାଇଥିଲେ ଓ ଭିଡ଼ିଓ କୁ ଭାଇରାଲ କରିଥିଲେ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରି ଭିଡ଼ିଓ କୁ ଭାଇରାଲ କରିଥିଲେ । ତେବେ ଭିଡ଼ିଓ ଟି ଖୁବ୍ ନିଆପରି ଭାଇରାଲ ହେବାରେ ଲାଗିଛି । ତେବେ ଯୁବକ ଟି ର ଭାଗ୍ୟ ଭଲ ଥିଲା ବୋଲି ବଞ୍ଚିଗଲା ବୋଲି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।