ସବୁ ସମୟ ଖବର ସାଥିରେ

Sadhubani- ଗାଧୋଇବା ବେଳେ ପାଣିରେ ପରିସ୍ରା କରୁଛନ୍ତି କି ? ଜାଣନ୍ତୁ ଭୟଙ୍କର କଥା

0 11

ଆଜି ଆମେ ଆପଣଙ୍କ ପାଇଁ ଏପରି ୧୦ ଟି ସାଧୁବାଣୀ ନେଇ ଆସିଛୁ ଯାହା ଆପଣ ପାଳନ କରିବା ଦ୍ୱାରା ଆପଣଙ୍କର ଓ ଆପଣଙ୍କ ପରିବାରର ଖୁବ୍ ମଙ୍ଗଳ ହେବ ତେବେ ଆସନ୍ତୁ ଜାଣିବା କଣ ରହିଛି ଆଜିର ସାଧୁବାଣୀ।୧. ଶିବଲିଙ୍ଗ ଉପରେ ଚଢ଼ା ଯାଉଥିବା ବେଲପତ୍ରଟି ସଂପୂର୍ଣ୍ଣ ତାଜା ବା ସତେଜ୍ ରହିବା ଆବଶ୍ୟକ। ଏବଂ ବେଲପତ୍ର ଯେମିତି କଟା ଛିଡା ଏବଂ କଣା ହୋଇ ନଥିବ। ଏହାଛଡା ଡେମ୍ଫ ରଖି ବେଲପତ୍ର ଶିବଲିଙ୍ଗ ଉପରେ କେବେ ଚଢ଼ାନ୍ତୁ ନାହିଁ ।ବେଲ ପତ୍ରର ପଛର ଯେଉଁ ଡେମ୍ଫକୁ ପତ୍ର ପାଖରୁ ଟିକିଏ ଛାଡ଼ି ଛିଣ୍ଡାଇ ଦିଅନ୍ତୁ ତା ପରେ ଏହାକୁ ଶିବ ଲିଙ୍ଗ ଉପରେ ଚଢାଇ ପାରିବେ।୨. ସୂର୍ଯ୍ୟ ଅସ୍ତ ପରେ ପ୍ରତି ଶନିବାର ଦିନ କାନରେ ଟିକିଏ ଟିକିଏ ତେଲ ପକାନ୍ତୁ ଜୀବନ ସାରା କାନ ରୋଗ କେବେ ହେବନି କି କେବେ ଆପଣ ବଧିର ହେବେନି।

୩. ପ୍ରତି ସୋମବାର ଦିନ ଯଦି ଗୋଟିଏ ଧଳା ମନ୍ଦାର ଫୁଲ ଆଣି ଭଗବାନ ଶିବଙ୍କ ଉପରେ ଚଢ଼ାଇ କିମ୍ବା ଘରେ ଯେଉଁ ଠାକୁର୍ ରହିଛନ୍ତି ତାଙ୍କ ଉପରେ ଚଢ଼ାଇ ମୁଣ୍ଡିଆ ମାରନ୍ତୁ। କୌଣସି ତନ୍ତ୍ର ଶକ୍ତି ଆପଣଙ୍କ ଘରେ ପ୍ରବେଶ କରି ପାରିବ ନାହିଁ।୪. ଠାକୁର୍ ଘରେ ରହିଥିବା ଘଣ୍ଟିରେ ଯଦି ଗରୁଡ଼ ଚିତ୍ର ରହିଥାଏ ତେବେ ସେହିଁ ଘଣ୍ଟି ବଜାଇବା ଅତ୍ୟନ୍ତ ମଙ୍ଗଳ ହୋଇଥାଏ। ତେବେ ଆପଣ ଯେତେବେଳେ ଘରକୁ ଘଣ୍ଟି ଆଣୁଛନ୍ତି ଗରୁଡ଼ ଚିତ୍ର ଥିବା ଘଣ୍ଟି ହିଁ ଆଣନ୍ତୁ।୫. ରବିବାର ଦିନ କେବେ ଦୁବ ଛିଡାନ୍ତୁ ନାହିଁ। ଏବଂ ରବିବାର ଏବଂ ବୁଧବାର ଦିନ ବରଗଛ ମୂଳରେ କେବେ ପାଣି ଦିଅନ୍ତୁ ନାହିଁ।

୬. ଯଦି ଆପଣ ରବିବାର ଦିନ ଯାତ୍ରା କରୁଛନ୍ତି ତେବେ ପ୍ରଥମେ ମୁଣ୍ଡରେ ହାତ ଦେଇ ଯାତ୍ରା କରନ୍ତୁ। ସୋମବାର ଦିନ ମୁହଁରେ ହାତ ଦେଇ ଯାତ୍ରା କରନ୍ତୁ ,ମଙ୍ଗଳବାର ଦିନ ଗଳାରେ ହାତ ଦେଇ ବୁଧବାର ଦିନ ପେଟର ହାତ ଦେଇ ଗୁରୁବାର ଦିନ ଦୁଇ ପଟ ବେନିପାର୍ଶ୍ଵରେ ହାତ ଦେଇ ଯାତ୍ରା ଆରମ୍ଭ କରିବେ, ଶୁକ୍ରବାର ଦିନ କାନରେ ହାତ ଦେଇ ଯାତ୍ରା ଆରମ୍ଭ କରିବେ ଏବଂ ଶନିବାର ଦିନ ପିଠିରେ ହାତ ଦେଇ ଯାତ୍ରା ଆରମ୍ଭ କରନ୍ତୁ ଏହା ଅତ୍ୟନ୍ତ ମଙ୍ଗଳ ହୋଇଥାଏ।
୭. ଦିନକୁ ଅତି କମରେ ଆଠ ଗ୍ଲାସ୍ ପାଣି ପିଅନ୍ତୁ ଏବଂ ପାଣିକୁ ବସିକି ପିଇବେ।୮. ଯେଉଁମାନେ ଶୋଇବା ବେଳେ ଘୁଙ୍ଗୁଡ଼ି ମାରୁଛନ୍ତି ଏବଂ ଯେଉଁମାନଙ୍କ ପେଟର ଚର୍ବି ଅଂଶ ଅଧିକ ରହିଛି ସେମାନେ ପ୍ରତିଦିନ ଏକ ଗ୍ଲାସ୍ ଗରମ ପାଣି ସହ ଦୁଇଟି ଗୁଜୁରାତି ଖାଆନ୍ତୁ।୯. ଯେଉଁ ମାନଂକ ସ୍ମରଣଶକ୍ତି କମ୍ ରହିଛି ସେମାନେ ଯେଉଁ ଜାଗାରେ ବରଗଛ ଏବଂ ଅଶ୍ବସ୍ତ ଗଛ ଏକାଠି ରହିଛି ପ୍ରତିଦିନ ସେହି ସ୍ଥାନ ୨୦ ମିନିଟ୍ ପର୍ଯ୍ୟନ୍ତ ବସି ରୁହନ୍ତୁ।୧୦. ପାଣିରେ କେବେ ମଳ ମୂତ୍ର ତ୍ୟାଗ କରନ୍ତୁ ନାହିଁ ଏମିତି କରିବା ଦ୍ୱାରା ଖୁବ୍ ଅମଙ୍ଗଳ ହୋଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।