ସବୁ ସମୟ ଖବର ସାଥିରେ

viral ଭିଡ଼ିଓ – (Albino କୋବ୍ରା),ଏହି ସାପ ମଣିଷ ରକ୍ତ ବାସ୍ନା ପାଇଲେ ମଣିଷ ବୋଲି ଜାଣି ପାରେ,କାମୁଡିବା ମାତ୍ରେ ୫ ମିନିଟରେ ଚାଲି ଯିବ ଜୀବନ ଦେଖନ୍ତୁ ଭିଡ଼ିଓ !

0 55

ଆଜି ଏକ ବିରଳ ଜାତି ର ସାପ ଦେଖିବା ପାଇଁ ମିଳିଛି । ଯାହାର ନାମ ଶଙ୍ଖ ନାଦ । ଏହି ସାପ ଓଡିଶା ରେ ବିରଳ ସାପ କହିଲେ ଚଳେ । କାରଣ ଏହି ସାପ ଓଡିଶା ରେ ଦେଖିବା ପାଇଁ ମିଳି ନ ଥାଏ । ତେବେ ଓଡିଶା ରେ ଏହି ସାପ କୁ ଶଙ୍ଖ ନାଦ ବୋଲି କୁହା ଯାଇ ଥାଏ । କେବଳ ସେତିକି ନୁହେଁ ଏହି ସାପ ବହୁତ ବିଷାକ୍ତ ସାପ ଅଟେ । କାରଣ ଏହି ସାପ ଲାଞ୍ଜ ରେ ଯଦି ମଣିଷ କୁ କ୍ଷତ କରି ଥାଏ , ତାହାଲେ ମଣିଷ ମରିବ ସୁନିଶ୍ଚିତ ।

ତେବେ ଏହି ସାପ ର ରଙ୍ଗ ଧଳା ଅଟେ । ଏହି ସାପ କୁ ଅଧିକାଂଶ ସମୟ ହିମାଳୟ ର ପାଦ ଦେଶ ରେ ଦେଖିବା ପାଇଁ ମିଳି ଥାଏ । ଏ ସାପ ରେ ମଧ୍ୟ ବିଭିନ୍ନ ପ୍ରକାରର ଔଷଧ ତିଆରି ହୋଇ ଥାଏ । ତେଣୁ ଏହି ସାପ ବଜାରରେ ବହୁତ ଚାହିଦା ରହିଛି । କେବଳ ସେତିକି ନୁହେଁ । ଏହି ସାପ ରେ ତିଆରି ହୋଇ ଥିବା ଔଷଧ ବହୁତ ଦାମି ହୋଇ ଥାଏ । କ୍ୟାନ୍ସର ଭଲ କରିବା ରେ ମୁଖ୍ୟ ଭୂମିକା ଏହି ମେଡ଼ିସିନ ରେ ରହି ଥାଏ ।

 ଏହି ସାପ ମଣିଷ ଦେଖିଲେ ବହୁତ କ୍ଷିପ୍ର ବେଗ ରେ ଯାଇ ଥାଏ । କାରଣ ମଣିଷ ରକ୍ତ ବାସ୍ନା ପାଇଲେ ,ସେ ଜାଣି ପାରେ ଯେ ମଣିଷ ଟି ଏହି ଦିଗ ରେ ଯାଉଛି ବୋଲି । କିଂନ୍ତୁ ଏହି ସାପ କାମୁଡିବା ପରେ ମଣିଷ ଆଉ ବଂଚି ନ ଥାଏ । କିନ୍ତୁ ଆଜି ପ୍ରଥମ ଥର ପାଇଁ ଏହି ଜାତି ର ସାପ ଓଡିଶା ରେ ଦେଖିବା ପାଇଁ ମିଳିଛି ।

ତେବେ ଏହି ସାପ ଟି ଢେଙ୍କାନାଳ ଜିଲ୍ଲା ରେ ଦେଖିବା ପାଇଁ ମିଳିଛି । ଢେଙ୍କାନାଳ ଜିଲ୍ଲା ର ସାହୁ ପଦା ଅଂଚଳ ରେ ଏହି ସାପ ଟି ଯାଉ ଥିବାର ଦେଖିବା ପାଇଁ ମିଳି ଥିଲେ । ତେବେ ସେହି ସମୟ ରେ ଜଣେ ଲୋକ ଦେଖି ଥିଲେ । ତେବେ ସେ ଦେଖିବା ପରେ ଡରି ଯାଇ ଥିଲେ । କାରଣ ସେ ଏମିତିକା ସାପ ଆଗରୁ କେବେ ଦେଖି ନ ଥିଲେ ।

 ତେଣୁ ସେ ବନ ବିଭାଗ କୁ ଖବର ଦେଇ ଥିଲେ । ବନ ବିଭାଗ ଯାଇ ସାପ ଟିକୁ ଉଦ୍ଧାର କରି ଥିଲେ । ତେବେ ସାପ ଟି ଯେଉଁ ଭଳି ଫେଣା ଟେକୁ ଥିଲା ଯେ କେହି ବି ଦେଖିଲେ ଡରି ଯିବ ।

କେବଳ ସେତିକି ନୁହେଁ ସାପ ଟି ବହୁତ ଜୋର ରେ ଗର୍ଜନ ମଧ୍ୟ କରୁ ଥିଲା । ଭିଡିଓ ରେ ଦେଖିବା ପାଇଁ ମିଳି ଥିଲା ଏହି ସାପ । ଏହି ସାପ ର ରଙ୍ଗ ଧଳା ଏହି ସାପ କୁ ଇଂରାଜୀ ରେ କୁହ ଯାଏ ଅମିନା କୋବ୍ରା । ତେଣୁ ଏହି ସାପ ଦେଖିଲେ ବନ ବିଭାଗ କୁ ଫୋନ କରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।