ସବୁ ସମୟ ଖବର ସାଥିରେ

🛑EXCLUSIVE :ବନ୍ୟାଅଞ୍ଚଳ ବୁଲି ଲୋକମାନଙ୍କୁ ସହାୟତା ପ୍ରଦାନ କଲେ ରୁଦ୍ର ମହାରଥୀ,ଦେଖନ୍ତୁ ଭିଡିଓ ‘ରୁଦ୍ରଙ୍କ ପାଇଁ ଗୋଟିଏ ସେୟାର କରନ୍ତୁ”

0 16

ଭାରତରେ ଏବେ ଅଧିକାଂଶ ସ୍ଥାନରେ ପ୍ରବଳ ବୃଷ୍ଟିପାତ ହେଉଛି | ପାଣିପାଗ ପକ୍ଷରୁ ବିଭିନ୍ନ ରାଜ୍ୟ ପାଇଁ ରେଡ ଏଲର୍ଟ ତ କୋଉଁ ରାଜ୍ୟକୁ ଅରେଞ୍ଜ ଏଲର୍ଟ ଜାରି କରା ଯାଉଛି | ମୌସୁମୀର ପ୍ରଭାବରେ ଦେଶର ଅଧିକାଂଶ ସ୍ଥାନରେ ପ୍ରବଳରୁ ପ୍ରବଳ ବୃଷ୍ଟିପାତ ହେଉ ଅଛି | ଏହି ବର୍ଷା ଅତି ଜୋରରେ ହେଲାରୁ କେତେକ ରାଜ୍ୟରେ ବନ୍ୟାର ପ୍ରକୋପ ଦେଖା ଯାଉ ଥିବା ବେଳେ ଅନ୍ୟ କେତେକ ରାଜ୍ୟରେ ବନ୍ୟାର ଆଶଙ୍କା କରା ଯାଉଛି | ଏଥି ଲାଗି ସରକାରଙ୍କ ତରଫରୁ ଲୋକ ମାନଙ୍କ ପ୍ରତି କିଛି ସାହାଯ୍ୟ ମଧ୍ୟ କରା ଯାଉଅଛି |

ପାଣିପାଗ ପକ୍ଷରୁ ବିଭିନ୍ନ ରାଜ୍ୟ ପାଇଁ ରେଡ ଏଲର୍ଟ ତ କୋଉଁ ରାଜ୍ୟକୁ ଅରେଞ୍ଜ ଏଲର୍ଟ ଜାରି କରା ଯାଉଛି | ମୌସୁମୀର ପ୍ରଭାବରେ ଦେଶର ଅଧିକାଂଶ ସ୍ଥାନରେ ପ୍ରବଳରୁ ପ୍ରବଳ ବୃଷ୍ଟିପାତ ହେଉ ଅଛି | ଏହି ବର୍ଷା ଅତି ଜୋରରେ ହେଲାରୁ କେତେକ ରାଜ୍ୟରେ ବନ୍ୟାର ପ୍ରକୋପ ଦେଖା ଯାଉ ଥିବା ବେଳେ ଅନ୍ୟ କେତେକ ରାଜ୍ୟରେ ବନ୍ୟାର ଆଶଙ୍କା କରା ଯାଉଛି | ଏଥି ଲାଗି ସରକାରଙ୍କ ତରଫରୁ ଲୋକ ମାନଙ୍କ ପ୍ରତି କିଛି ସାହାଯ୍ୟ ମଧ୍ୟ କରା ଯାଉଅଛି |

ସରକାରଙ୍କ ତରଫରୁ ଖାଦ୍ୟ ଉପଦ୍ରବ ସହିତ ରହିବା ପାଇଁ ବିଭିନ୍ନ ଆସବା ପତ୍ର ଯୋଗାଇ ଦିଆ ଯାଉଛି | ଚୁଡା, ଗୁଡ, ଚାଉଳ, ଚିନି ଇତ୍ୟାଦି ବିଭିନ୍ନ ଖାଦ୍ୟ ଲୋକ ମାନଙ୍କୁ ଦିଆ ଯାଉଛି | ବିଭିନ୍ନ ସ୍ଥାନରେ ଲୋକ ମାନେ ବହୁତ ହଇରାଣ ହରକତ ହେଉ ଅଛନ୍ତି |

ଆଜି ଆମେ ଆପଣଙ୍କୁ ପିପିଲିର ବିଧାୟକ ଯିଏକି ବନ୍ୟା ସମୟରେ ସମସ୍ତ ଲୋକଙ୍କୁ ନିଜେ ଯାଇ ରିଲିଫ ପ୍ରଦାନ କରୁ ଥିବାର ଭିଡିଓ ବିଷୟରେ କହିବାକୁ ଯାଉଅଛୁ |ଆସନ୍ତୁ ଜାଣିବା ସେ ସମ୍ପର୍କରେ |
ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ପୂର୍ବତନ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଏକ ମାତ୍ର ପୁତ୍ର ରୁଦ୍ର ମହାରଥୀ ଯିଏ କି ଏହି ବନ୍ୟା ସମୟରେ ନିଜେ ସମସ୍ତ ଜାଗାରେ ଉପସ୍ଥିତ ହୋଇ ପ୍ରତ୍ୟେକ ଲୋକଙ୍କ ଦୁଃଖ ଦୁର୍ଦଶା କଥା ବୁଝୁ ଅଛନ୍ତି | ଏବଂ ନିଜେ ମଧ୍ୟ ସମସ୍ତ ରିଲିଫକୁ ପ୍ରତ୍ୟେକ ଗରିବ ଲୋକଙ୍କୁ ବାଣ୍ଟୁ ଅଛନ୍ତି | ଏପରି ଏକ ଘଡି ସନ୍ଧି ମୁହୁର୍ତରେ ସେ ପ୍ରତ୍ୟେକ ଲୋକଙ୍କ ସାହାରା ଏବଂ ଆଶାର ଲହଡି ପାଲଟି ଅଛନ୍ତି |

ସେ ବନ୍ୟାରେ ପ୍ରପୀଡ଼ିତ ସମସ୍ତ ସ୍ଥାନକୁ ନିଜେ ପର୍ଯ୍ୟବେକ୍ଷଣ କରି ପରିଦର୍ଶନ କରୁ ଥିବା ଦୃଶ୍ୟ ଏହି ଭିଡିଓରେ ଦେଖିବାକୁ ମିଳୁଛି | ସେ ବାଇକରେ ବୁଲି ବୁଲି ଦେଖୁଛନ୍ତି ଓ ଚୁଡା ଓ ଗୁଡ ଦେଉଛନ୍ତି ଲୋକ ମାନଙ୍କୁ | ସେ ବିଧାୟକ ହେବା ପରଠୁ ବହୁତ ଭଲ କାମ କରିଥିବାର ଭିଡିଓ ଆପଣ ମାନେ ଦେଖିବାକୁ ପାଇ ଥିବେ |

କେତେବେଳେ ସେ କୋଉଁ ସ୍କୁଲ ଗୁଡିକୁ ମଧ୍ୟ ପରିଦର୍ଶନରେ ଯାଇଥାନ୍ତି ଓ ତଦାରଖ କରି ଥାନ୍ତି | କିନ୍ତୁ ଆଜିର ଏହି ଘଟଣା ପରେ ସେ ଲୋକଙ୍କ ନଜରରେ ଜଣେ ଭଲ ବ୍ୟକ୍ତି ହିସାବରେ ଓ ତାଙ୍କର ସମ୍ମାନ ଅଧିକ ହୋଇଯିବ ବୋଲି ଆଶା କରା ଯାଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।