ସବୁ ସମୟ ଖବର ସାଥିରେ

shocking ଭିଡ଼ିଓ – ମା ଉପରେ ରାଗ ରଖି ବାପା ନିଜ ର ତିନି ଗୋଟି ପିଲା କୁ କୂଅ କୁ ଫିଙ୍ଗି ଦେଲା ଭିଡ଼ିଓ ଦେଖିଲେ ଛାତି ଥରି ଉଠିବ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !

0 50

ମୋଦ କରି ଦିଏ ସବୁ ସର୍ବନାଶ ଆଉ ନିଶା ଛାଡିବା ବେଳକୁ କିଛି ନ ଥାଏ । ଆଜି ସୁନ୍ଦର ଗଡ଼ ଜିଲ୍ଲା ର ପୁନଗୁଡ଼ି ଗ୍ରାମ ରେ ଦେଖିବା ପାଇଁ ମିଳିଛି ଏକ ଅଭାବନୀୟ ଘଟଣା ଯାହା ସମସ୍ତଂକୁ ଚକିତ କଲା ଭଳି ଦୃଶ୍ୟ ମସହ୍ୟ6 ଦେଖିବା ପାଇଁ ମିଳିଛି । ତେବେ ଘଟଣା ଟି ହେଉଛି ଜଣେ ବାପା ତାର ତିନି ଗୋଟି ପିଲା କୁ କୂଅ ତଳକୁ ଫିଙ୍ଗି ଦେଇଛି । ତେବେ ଗୋଟେ ମା ପାଖରୁ ସାମାନ୍ୟ ଏକ ନିଶା ଦ୍ରବ୍ୟ ତାର ପିଲା ମାନକୁ କରି ଦେଲା ଅଲଗା ।

ତେବେ ଘଟଣା ଟି ହେଉଛି ଗୋତ ଶନିବାର ଦିନ ଡୁଙ୍ଗ ମାରାଣ୍ଡି ଓ ତାର ସ୍ତ୍ରୀ ସେଫା ମାରାଣ୍ଡି ଝଗଡା ଲାଗି ଥିଲେ । ତେବେ ସୂଚନା ଅନୁସାରେ ଡୁଙ୍ଗ ମାରାଣ୍ଡି ମୋଦ ପି ଘରକୁ ଆସି ଥିଲେ ଏବଂ ତାଙ୍କ ସ୍ତ୍ରୀ ସହିତ ଝଗଡା ଲାଗି ଥିଲେ ।

 ଏହା ମଧ୍ୟ ସତ୍ୟ ଯେ ତାଙ୍କ ସ୍ତ୍ରୀ କୁ ଜୀବନ ରୁ ମାରି ଦେବା ପାଇଁ ମଧ୍ୟ ଚେଷ୍ଟା କରି ଥିଲେ , ସେ ପୁଣି କଟୁରି ରେ । ଠିକ ସେତିକି ବେଳେ ସେଫା ମାରାଣ୍ଡି ଘରୁ ଧାଇଁ କୁଆଡେ ପଳେଇ ଯାଇ ଥିଲେ ।

ଠିକ ସେହି ସମୟ ରେ ଡୁଙ୍ଗ ମାରାଣ୍ଡି ଘରେ ସୋଇ ଥିବା ପିଲା ଗୁଡିକ ନେଇ କୂଅ ରେ ଫିଙ୍ଗି ଦେଇ ଥିଲେ । ପିଲା ଗୁଡିକ ଭିତରୁ ଦୁଇ ଜଣ ଝିଅ ଥିଲେ ଆଉ ଜଣେ ପୁଅ ଥିଲେ । ଗୋଟେ ବଡ଼ ଝିଅ ଥିଲା ତାର ବୟସ 12 ବର୍ଷ ଓ ଜଣେ ପୁଅ ଥିଲେ ତାର ବୟସ 5 ବର୍ଷ ତାର ନାମ ରାଜୁ ଥିଲା ।

ଆଉ ଜଣେ ସାନ ଝିଅ ଥିଲା ତାର ହୋଇ ଥିଲା 2 ବର୍ଷ । ତେବେ ଏମାନଙ୍କୁ କୂଅ ରେ ଫିଙ୍ଗି ଦେଇ ତାର ବାପ କୁଆଡେ ଫେରାର ହୋଇ ଯାଇ ଥିଲା । ମା କିନ୍ତୁ ଜାଣି ନ ଥିଲା ତା ବାପ ଏମିତି କୂଅ କୁ ଫିଙ୍ଗି ଦେଇଛି ବୋଲି ।

ସକାଳେ ମା ଆସି ଦେଖିବା ବେଳକୁ ତାର ତିନି ଗୋଟି ପିଲା କୂଅ ରେ ମୋରି ଭାସୁ ଛନ୍ତି । ତେବେ ଗାଁ ରେ ସେଦିନ ଶୋକ ର ଛାୟା ଖେଳି ଯାଇ ଥିଲା । କାହାରି ମନ ରେ ସେଦିନ ହସ ନ ଥିଲା । ଥିଲା କେବଳ ଆଖିର ଲୁହ ।

ଆଉ ପିଲା ର ମା କୁ ଦେଖିଲେ ଆପଣଙ୍କ ଆଖିରୁ ଲୁହ ଆସି ଯିବ । ପରେ ପୁଲିସ ଆସି କୂଅ ରୁ ଦୁଇ ଗୋଟି ପିଲା କୁ ପାଇ ଥିଲେ , ଆଉ ଗୋଟେ ପିଲା କୁ ପାଇ ନ ଥିଲେ । ତେଣୁ କଥା ରେ ଅଛି ମୋଦ , ମୋ ରେ ମରିବୁ ଆଉ ଦ ରେ ଦରିଦ୍ର ହେବୁ । ପିଲା ର ବାପା ଧରା ପଡିଲେ ଜଣା ପଡିବ ସେ କଣ ପାଇଁ ପିଲା ମାନକୁ ମାରି ଦେଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।