ସବୁ ସମୟ ଖବର ସାଥିରେ

viral ଭିଡ଼ିଓ – ମଦ ନିଶାରେ ସ୍ତ୍ରୀ ବଦଳରେ ଶାଶୁ କୁ ପିନ୍ଧାଇଲେ ବରମାଳା ଭିଡ଼ିଓ ଦେଖିଲେ ମୁଣ୍ଡ କାମ କରିବନି ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !

0 38

ମୋଦ କରି ଦେଲା ସର୍ବନାଶ । ଆଜି ଆମେ ଆପଣଂକୁ ଏକ ସତ୍ୟ ଆଧାରିତ ମଜେଦାର କାହାଣୀ କହିବା ପାଇଁ ଯାଉଛୁ । ଯାହା ଆପଣ ଶୁଣିବା ପରେ ନ ହଂସୀ ରହି ପାରିବେ ନାହିଁ । ତେବେ ଘଟଣା ଟି ହେଉଛି ବିବାହ କରିବା କୁ ଯାଇ ଫୁଲ ମାଳ ଟି ସ୍ତ୍ରୀ ବେକରେ ପୁରେଇବା ବଦଳ ରେ ଝିଅ ର ମା ଅର୍ଥାତ ଶାଶୁ ବେକରେ ପୁରାଇ ଦେଲା ଜ୍ୱାଇଁ । ତେବେ ଏହି ଘଟଣା ଟି ଦେଖିବା ପାଇଁ ମିଳି ଥିଲା ଭୁବନେଶ୍ୱର ଲଷ୍ମୀ ନାରାୟଣ ମଣ୍ଡପ ରେ ଦେଖିବା ପାଇଁ ମିଳି ଥିଲା ।

ତେବେ ଏହା ସତ କଥା ଯେ ମୋଦ ସବୁ କିଛି ସର୍ବନାଶ କରି ଦେଇ ଥାଏ । ମୋଦ ର ଅର୍ଥ ମ ରେ ମରିବୁ ଦ ରେ ଦରିଦ୍ର ହେବୁ , ତେବେ ଏହି ଉକ୍ତି ଟି ଯିଏ କହିଛି ସତ କହିଛି । ମୋଦ ରେ ଏମିତି କିଛି ଶକ୍ତି ଅଛି , ମଣିଷ ର ପୁରା ହସ ଉଡାଇ ଦେଇ ଥାଏ । ମଣିଷ କଣ କରେ କିଛି ବୁଝି ପାରି ନ ଥାଏ । ସେ ଯାହା କରି ଥାଏ ପୁରା ଜସ ରେ କରି ଥାଏ

ଏତେ ଏହି 8 ତାରିଖ ଦିନ ଏମିତି କିଛି ଘଟଣା ଦେଖିବା ପାଇଁ ମିଳି ଥିଲା । ଯାହା ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ । ଏମିତି କିଛି ଘଟଣା ଆପଣ ଆଗରୁ କେବେ ଶୁଣି ନ ଥିବେ । ତେବେ ଝିଅ ବାହା ଘର ଟି ମନ୍ଦିର ରେ ହେଉ ଥିଲା । କିନ୍ତୁ ଝିଅ ଟିର ଘର ଥିଲା ଭୁବନେଶ୍ୱର ରେ ଓ ପୁଅ ର ଘର ଥିଲା କଟକ ରେ ।

ସେମାନେ ଦୁହେଁ ଦୁହିଁ କୁ ଭଲ ପାଉ ଥିଲେ । ଏବଂ ବିବାହ ମଧ୍ୟ କରିବା ପାଇଁ ଚାହିଁ ଥିଲେ । ତେବେ ସେମାନଙ୍କ ର ବିବାହ ଭୁବନେଶ୍ୱର ର ଲଷ୍ମୀ ନାରାୟଣ ମଣ୍ଡପ ରେ ହୋଇ ଥିଲା । ସେଠାରେ ଦେଖିବା ପାଇଁ ମିଳି ଥିଲା ବର ମୋଦ ପି ଥିବାର ଦୃଶ୍ୟ । ମୋଦ ପି ବାହା ହେବା ପାଇଁ ଯାଇ ଥିଲେ ବର ।


ବିବାହ ସରିବା ପାଇଁ ବସି ଥିଲା । ଆଉ କେବଳ ଫୁଲ ମାଳ ପିନ୍ଧେବା ପାଇଁ ବାକି ଥିଲା । କିନ୍ତୁ ସେଠାରେ ଝିଅ କଡ଼ ରେ ତାର ମା ଛିଡା ହୋଇ ଥିଲା । ଶେଷର ମଦ ପିଇ ଫୁଲ ହାର ଟି ବର ଝିଅ ର ମା ବେକରେ ଗୋଳାଇ ଦେଇ ଥିଲା ।

ତେବେ ଲୋକ ଟି ଠିକ ରେ ମଧ୍ୟ ଠିଆ ହୋଇ ପାରି ନ ଥିଲା । ସେ ଫୁଲ ହାର ପିନ୍ଧେଇ ଦେଇ ତଳେ ପଡି ଯାଇ ଥିଲା । ତେବେ ଏହି ଘଟଣା ଦେଖି ସମସ୍ତେ ହସି ଥିଲେ । ତେବେ ଭିଡିଓ ଟି ଏବେ ବହୁତ ଭାଇରାଲ ହୋଇଛି । ଲୋକ ମାନେ ଏହି ଭିଡିଓ କୁ ଦେଖି ଖରାପ କଂମେଣ୍ଟ ଦେଉ ଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।