
viral ଭିଡ଼ିଓ – ସ୍ତ୍ରୀ ପିଲାକୁ ଛାଡି online ପ୍ରେମିକା ସହିତ ଛୁ ମାରିଲା ରସିକିୟା ସ୍ବାମୀ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !
ଆମ ସମାଜରେ ଦିନକୁ ଦିନ ଏଭଳି ଘଟଣା ସାମ୍ନାକୁ ଆସୁଛି ଯାହା ଖୁବ୍ ନିନ୍ଦା ଜନକ। କୁହାଯାଇଥାଏ କି ବିବାହ ଏକ ପବିତ୍ର ବନ୍ଧନ। କିନ୍ତୁ ବିବାହ ପରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ବୁଝାମଣା ଅଭାବରୁ ଏମିତି କିଛି ଘଟଣା ଘଟିଥାଏ ଯାହା ଖୁବ୍ ଲଜ୍ୟା ଜନକ ପରିସ୍ଥିତି ସୃଷ୍ଟି କରିଥାଏ। ପରକୀୟା ପ୍ରୀତି ପାଇଁ ବିବାହ ପରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ ଯାହା ପରେ ଏକ ଭିନ୍ନ ପରିସ୍ଥିତି ସୃଷ୍ଟି କରିଥାଏ। ଠିକ୍ ସେମିତି ଏକ ଘଟଣା ପୁଣି ସାମ୍ନାକୁ ଆସିଛି। ପରକୀୟା ପ୍ରୀତିରେ ବାୟା ହୋଇ ସ୍ତ୍ରୀ ପିଲା ଛୁଆକୁ ପର କରି ପ୍ରେମିକାର ହାତ ଧରିଛନ୍ତି ସ୍ବାମୀ।
ସାତଜନ୍ମର ସାଥୀ ହୋଇ ଚାଲିବେବୋଲି ଉଭୟ ପରସ୍ପରକୁ ପ୍ରତିଶ୍ରୁତି ଦେଇ ପ୍ରେମ ବିବାହ କରିଥିଲେ। ସବୁକିଛି ଠିକ୍ ଠାକ୍ ଚାଲିଥିଲା। ଦୁହେଁ ପରସ୍ପରକୁ ସୁଖଦୁଃଖର ସାଥୀ ହୋଇ ରହିବେ ବୋଲି କଥା ଦେଇଥିଲେ। କିନ୍ତୁ ସେସବୁ କଥା କେବଳ କଥାରେ ହିଁ ରହିଗଲା।
କିନ୍ତୁ ବିବାହର ୧୦ ବର୍ଷ ପରେ ସ୍ତ୍ରୀ ପାଖରେ ମନ ଭରିଗଲା ପରେ ରସିକିୟା ସ୍ବାମୀଙ୍କୁ ଘାରିଛି ପ୍ରେମିକାର ପ୍ରେମ ନିଶା। ଆଉ ଏଥିରେ ସଫଳବି ହୋଇଗଲେ। ଏହା ପରେ ଆରମ୍ଭ ହୋଇଗଲା ପ୍ରେମିକାଙ୍କ ସହ ଚୋରା ପିରତି। ବିବାହିତ ହୋଇ ମଧ୍ୟ ପ୍ରେମିକ ପ୍ରେମିକା ସହିତ ବାକି ଜୀବନ କାଟିବା ପାଇଁ ନେଇଗଲେ ନିଷ୍ପତି।
ପ୍ରେମିକ ପ୍ରେମିକା ସହିତ ସମ୍ପର୍କ ବଢ଼ାଇବା ପାଇଁ ସୁଯୋଗ ଖୋଜି ଚାଲିଥିଲେ ରସିକୀୟା ସ୍ବାମୀ। ଏଥିରେ ମଧ୍ୟ ସଫଳ ହୋଇଗଲେ ସ୍ବାମୀ। ବିବାହିତା ସ୍ତ୍ରୀକୁ ଏବଂ ପିଲାକୁ ପର କରି ପ୍ରେମିକ ପ୍ରେମିକା ସହିତ ଛୁ ମାରିଲେ ରସିକ ନାଗର।
ଏବେ କୁନି କୁନି ପିଲାଙ୍କୁ ଧରି ନ୍ୟାୟ ଅପେକ୍ଷାରେ ସ୍ତ୍ରୀ। ପାଖରେ ୧୦ ବର୍ଷର ପୁଅ ଏବଂ ୩ ମାସର ଗୋଟିଏ କଅଁଳ ଶିଶୁକୁ ଧରି ଆଖିରେ ଲୁହ ନେଇ କାନ୍ଦୁଛନ୍ତି ସ୍ତ୍ରୀ। ସଇତାନ ସ୍ବାମୀ କହୁଛି ତୁ ତୋ କଥା ବୁଝ।
ମୁ ମୋର ମୋ ପ୍ରେମିକାକୁ ବିବାହ କରି ଖୁସିରେ ରହିବେ। ଏପଟେ ରସିକ ନାଗର ସ୍ବାମୀ ଘରୁ ଲୋନରେ ଆଣିଥିବା ପଇସା ସବୁ ନେଇ ପ୍ରେମିକା ସହିତ ବାକି ଜୀବନ କାଟିବା ପାଇଁ ଘରୁ ଚାଲି ଯାଇଛନ୍ତି।
ଏଭଳି ଅଭିଯୋଗ କଟକ ଜିଲ୍ଲାର ନିଆଳି ଥାନା ଅନ୍ତର୍ଗତ ଭୁଞ୍ଜିଆପାଟନା ଗାଁରୁ ଆସିଛି। ପ୍ରେମିକାର ପ୍ରେମ ଜାଲରେ ଛନ୍ଦି ହୋଇ ନିଜେ ଗଢ଼ିଥିବା ସମ୍ପର୍କକୁ ନିଜ ହାତରେ ଭାଙ୍ଗି ଦେଲା ଏହି ରସିକ ସ୍ବାମୀ।୧୦ ବର୍ଷ ତଳେ ଭୁଞ୍ଜିଆପାଟନା ଗ୍ରାମର ରାଜେଶ୍ ବାରିକ୍ ସେହି ଗାଁର କଳ୍ପନାକୁ ପ୍ରେମ କରି କୋର୍ଟ ମେରେଜ୍ କରିଥିଲା।
କଳ୍ପନାଙ୍କ କହିବା କଥା ତାଙ୍କ ଅନୁପସ୍ଥିତିରେ ପାଖ ଗାଁର ଜଣେ ଯୁବତୀଙ୍କ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏସବୁ ଜାଣିବା ପରେ ସ୍ବାମୀ ସ୍ତ୍ରୀଙ୍କ ସମ୍ପର୍କରେ ତିକ୍ତତା ଆସିଥିଲା। ଏହାପରେ ସ୍ତ୍ରୀକୁ ଛାଡି ପ୍ରେମିକା ସହିତ ଚାଲିଗଲେ ସ୍ବାମୀ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।