ସବୁ ସମୟ ଖବର ସାଥିରେ

viral ଭିଡ଼ିଓ – ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ କୁ ଭାଇରଲ କରିବେ ବୋଲି ଧମକ ଦେଉଛନ୍ତି ପ୍ରଧାନ ଶିକ୍ଷକ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !

0 96

ଆଜି ଏକ ଅଭାବନୀୟ ଘଟଣା ଦେଖିବା ପାଇଁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରେ । ତେବେ ଘଟଣା ଟି ହେଉଛି ଗୋଟେ ସ୍କୁଲ ରେ ଝିଅ ଗାଧଉ ଥିବା ସମୟ ରେ ସ୍କୁଲ ର ହେଡ ମାଷ୍ଟର ତାର ଭିଡିଓ କରି ଝିଅ ଟିକୁ ବହୁତ ଟରଚର କରି ଥିବାର ଘଟଣା ଏବେ ସାମ୍ନା କୁ ଆସୁଛି । ପିଲା ମାନେ ବିଦ୍ୟାଳୟ କୁ ମନ୍ଦିର ଭାବୁ ଥିବା ସମୟ ରେ ସେଠାରେ ଥିବା ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ ଭଗବାନ ଭଳି ପୂଜା କରି ଥାନ୍ତି ।

କନ୍ତୁ ସେହି ଭଗବାନ ରକ୍ଷକ ହୋଇ ଯଦି ଭକ୍ଷକ ସଜୀବ , ତାହାଲେ ଏ ସମାଜ କାହାକୁ ବିଶ୍ୱାସ କରିବ । କଥାରେ ଅଛି” ଗୁରୁ ବ୍ରହ୍ମା ଗୁରୁ ବ୍ରିଷ୍ଣୁ ଗୁରୁ ଦେଵ ମହେଶ୍ବର , ଗୁରୁ ସାକ୍ଷାତ ପରମ ବ୍ରହ୍ମ ତସମେଶ୍ରୀ ଗୁରବେ ନଃମ ” ।

ତେବେ ଏହି ଉକ୍ତି ଟି ସବୁ ପିଲା ମାନେ ତାଙ୍କ ଗୁରୁ ମାନକୁ ପୂଜା କରି ଥାନ୍ତି । ଆଉ ଏହାର ମର୍ଯ୍ୟାଦା ମଧ୍ୟ ରଖି ଥାନ୍ତି । କିନ୍ତୁ ଆଜି ଏଭଳି ଅମାନୁସିକତା କରି ଛନ୍ତି ଏହି ଗୁରୁ ଯାହା କହିବା ପାଇଁ ଲଜ୍ୟା ଲାଗୁଚି । ତେବେ ଆସନ୍ତୁ ପୁରା ଘଟଣା ବିଷୟ ରେ ଜାଣିବା ।

ତେବେ ଏହି ଭଳି ଘଟଣା ମୟୁରଭଂଜ ର ଉଦଳା ଅଧିନସ୍ଥ ଶାଳ ଖୁଣ୍ଟା ଲେଡିଜ ଆଶ୍ରମ ରେ ଦେଖିବା ପାଇଁ ମିଳି ଥିଲା । ଘଟଣା ସ୍ଥଳ ରେ ବ୍ରଜ ମୋହନ ନାମକ ଏକ ଶିକ୍ଷକ । ଯିଏ କି ସେହି ସ୍କୁଲ ର ହେଡ ମାଷ୍ଟର ଆଜି ଗୋଟେ ଖରାପ କାମ କରି ଛନ୍ତି ।

 ଘଟଣା ଟି ହେଉଛି ସପ୍ତମ ଶ୍ରେଣୀ ରେ ପଢି ଥିବା ଝିଅ , ବାଥ ରୂମ ରେ ଗାଧେଇବା ସମୟ ରେ ସ୍କୁଲ ର ହେଡ ମାଷ୍ଟର ବାର୍ଥ ରୁମ ପଛ ପଟେ ଯାଇ ଭିଡିଓ କରି ଥିଲେ । ଓ ପିଲାଟି ଯେତେ ବେଳେ ଦେଖି ଥିଲା ଭିଡିଓ କରା ହେଉଛି , ସେହି ସମୟ ରେ ଶିକ୍ଷକ ପଳାଇ ଯାଇ ଥିଲେ । ତେବେ ଝିଅ କୁ ମଧ୍ୟ ଧମକେଇ ଥିଲେ ଯେ ସେ କାହାକୁ ଏ କଥା ନ କହି ବାକୁ ।

ଆଉ ଝିଅ କୁ ଏହା କହି ଥିଲେ ଯଦି ଝିଅ ଟି କାହାରିକୁ ଏ କଥା କହୁଛି ତାହାଲେ ତାର ସାର୍ଟିଫିକେଟ ରେ ନାଲି ଗାର ପକାଇ ଦେବେ । ତେବେ ଝିଅ ଟି ନ ସହି ପାରି ସ୍କୁଲ ଯିବା ବନ୍ଦ କରି ଦେଇ ଥିଲା । ତେବେ 2 ଦିନ ଯିବା ପରେ ସେ ତାର ମା କୁ ଏହି କଥା ଜଣାଇ ଥିଲା ।

ତେବେ ତାର ମା ଏ କଥା ଜାଣିବା ପରେ ଥାନା ରେ ଏତଲା ଦେଇ ଥିଲେ । ଥାନା ଵାଲା ଆସି ଥିଲେ ଏବଂ ଏହାର ସତ୍ୟ ସତ୍ୟତା ତଦନ୍ତ କରି ଥିଲେ । ତେବେ ଆପଣ ମାନେ ଏହି ଭିଡିଓ ଟିକୁ ଦେଖନ୍ତୁ ଜାଣି ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।