ସବୁ ସମୟ ଖବର ସାଥିରେ

ସ୍କୁଲରେ ସ୍ଵାଧୀନତା ଦିବସ ଉପଲକ୍ଷେ କୁନି ଝିଅଟି ଏମିତି ଭାଷଣ ଦେଲା ! ଶୁଣିଲେ ଆପଣ ବେହୋସ ହୋଇଯିବ ..

0 25

ଆମ ଦେଶ ଭାରତ ଦୀର୍ଘ ଦୁଇ ଶହ ବର୍ଷ ପରେ ସ୍ୱାଧୀନତା ଫେରି ପାଇଲା | ଏବଂ ଏହା ସମ୍ଭବ ହୋଇ ପାରିଲା ଆମ ଦେଶର ମହା ପୁରୁଷ ମାନଙ୍କ ପାଇଁ | ସେଇଥି ପାଇଁ ତ ଏହି ଦିନ ସେମାନଙ୍କର ଗୁଣ ଗାନ କରା ଯାଇଥାଏ ଓ ସମସ୍ତେ ସେମାନଙ୍କୁ ମନେ ପକାଇ ଥାନ୍ତି | ସେମାନେ ସେମାନଙ୍କ ଜୀବନ ଦେଶ ପାଇଁ ଶହୀଦ କରି ଯାଇଛନ୍ତି |ଆମ ଦେଶର ୭୫ ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ବହୁତ ପ୍ରକାର ସାଜ ସଜ୍ଜା ସହିତ ବିଭିନ୍ନ ପ୍ରକାର ଆୟୋଜନ ମଧ୍ୟ କରା ଯାଉଛି | ଆମ ଦେଶର ପ୍ରଧାନ ମନ୍ତ୍ରୀ ଶ୍ରୀମାନ ନରେନ୍ଦ୍ର ମୋଦି ହର ଘର ତ୍ରିରଙ୍ଗାର ଘୋଷଣା କରିବା ସହ ସମସ୍ତଙ୍କୁ ଏହାର ପାଳନ ପାଇଁ ନିର୍ଦେଶ ଦେଇ ଅଛନ୍ତି | ଏବଂ ଏହାକୁ ଆମ ଭାରତର ପ୍ରତ୍ୟେକ ଲୋକ ପାଳନ କରୁଛନ୍ତି |
ବିଭିନ୍ନ ସ୍ଥାନରେ ଜାତୀୟ ତ୍ରିରଙ୍ଗା ପତାକା ମଧ୍ୟ ଉଡ଼ା ଯାଉଛି | ଏହା ସହ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଥା ଅନୁଯାୟୀ ପ୍ରତ୍ୟେକ ଘରେ ଆମର ଜାତୀୟ ପତାକା ଉଡ଼ୁ ଥିବାର ଦେଖିବାକୁ ମିଳୁଛି | ଏହା ଆମ୍ଭ ମାନଙ୍କ ପାଇଁ ଏକ ଗୌରବର କଥା |ଆମେ ଘରେ ବସି ଇଣ୍ଟେର୍ନେଟ ମାଧ୍ୟମରେ ଦେଶ ବିଦେଶରେ ଖବର ଜାଣିବାକୁ ପାଇ ଥାଉ | ସୋସିଆଲ ମିଡିଆରେ କିଏ ଗୀତ ମାଧ୍ୟମ ରେ ତ ଆଉ କିଏ ନାଚ ଓ ଭାଷଣ ମାଧ୍ୟମ ରେ ତ ଆଉ କିଏ ନିଜ ଜୀବନ ଶୈଳୀ କୁ ଭିଡ଼ିଓ କରି ସୋସିଆଲ ମିଡ଼ିଆ ଜଗତ ରେ ପ୍ରିୟ ର ପାତ୍ର ହୋଇ ପାରିଥାନ୍ତି|

ତେବେ ଖାସ କରି ଛୋଟ ପିଲା ଙ୍କର କିଛି ଭିଡ଼ିଓ ସାମ୍ନା କୁ ଆସିଲେ ତାହା ଖୁବ ନିଆଁରା ଲାଗି ଥାଏ କାରଣ ତାଙ୍କ କଥାରେ ବି ସେଭଳି ଢଙ୍ଗୀ ଥାଏ ଯାହା ଖୁବ ଆକର୍ଷିତ କରି ଥାଏ |ଆଜି ଆମେ ଆପଣଙ୍କୁ ଏମିତି ଏକ ଭିଡିଓ ବିଷୟରେ କହିବାକୁ ଯାଉଛୁ ଯୋଉଁଥିରେ ଆପଣ ଏକ କୁନି ଝିଅର ସ୍ୱାଧୀନତା ଦିବସ ବିଷୟରେ ଭାଷଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ | ଆସନ୍ତୁ ଜାଣିବା ସେ ସମ୍ପର୍କରେ |

ଏହି ଖବରଟି ହେଉଛି କଟକ ଜିଲ୍ଲା ନରସିଂହପୁର ସିଆରିଆ ପ୍ରାଥମିକ ବିଦ୍ୟାଳୟର | ଏକ କୁନି ଝିଅ ଗତ କାଲି ଯାଇଥିବା ସ୍ୱାଧୀନତା ଦିବସ ସମ୍ପର୍କରେ ଅତି ସୁନ୍ଦର ଭାବରେ ଏକ ଭାଷଣ ପରିବେଷଣ କରୁଥିବାର ଭିଡିଓ ଗଣ ମାଧ୍ୟମରେ ଭାଇରଲ ହେଉଛି | ଏହି ଭାଷଣରେ ପିଲାଟି ସ୍ୱାଧୀନତା ଦିବସର କିଛି ମହତ୍ୱ କହିବା ସହ ଆମ ଦେଶ କେମିତି ଇଂରେଜ ମାନଙ୍କ କବଳରେ ଶାସନ ହେଉଥିଲା ସେ ବିଷୟରେ ବହୁତ ଭଲ ଭାବରେ ତାର କୁନି କୁନି ଓଠରେ ବିସ୍ଲେସଣ କରିଅଛି |

ଏହା ସହିତ ଆମର ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ମନେ ପକାଇବା ସହ ସେମାନଙ୍କର ଆମ ଦେଶ ପ୍ରତି ମହାନତା ବିଷୟରେ ମଧ୍ୟ କହି ଅଛି | ଏହି ଭିଡିଓଟି ମାତ୍ର କିଛି ଘଂଟାରେ ୱାନ ମିଲିୟନ ଲୋକ ଦେଖିଥିବାର ମିଳିଛି ଓ ଲୋକେ ଏହାକୁ ବହୁତ ପସନ୍ଦ କରୁଛନ୍ତି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।