
shocking ଭିଡ଼ିଓ – ଏମିତିକା ସାହସୀ ଡ୍ରାଇଭର ଆପଣ କେବେ ଦେଖି ନ ଥିବେ । ପାହାଡ଼ ଉପରେ ଗାଡି ଚଲାଇଲେ , ଭିଡ଼ିଓ ଦେଖିଲେ ମୁଣ୍ଡ କାମ କରିବନି,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !
ଆଜି ଏକ କାର ଚାଳକ ଯାହା କରି ଦେଖେଇ ଛନ୍ତି ତାହା ଆପଣ ମାନେ ସ୍ୱପ୍ନ ରେ କେବେ ଭାବି ପାରିବେ ନାହିଁ । ଆଜି ଆମେ ଆପଣଂକୁ ଏକ ଏମିତି ରାସ୍ତା ବିଷୟ ରେ କହିବା ପାଇଁ ଯାଉଛୁ , ସେଠାରେ ଗାଡି ଚଲେଇବା ଏତେ କଷ୍ଟ ତାହା ଆପଣ ଭାବି ପାରିବେ ନାହିଁ । କିନ୍ତୁ ଆଜି ଜଣେ ସାହସିକ ବ୍ୟକ୍ତି ତାହା କରି ପାରିଛି । ଆପଣ ଥରେ ସେ ରାସ୍ତା କୁ ଦେଖିଲେ ସେ ବାଟ ଦେଇ ଆପଣ କେବେ ହେଲେ ଯିବେ ନାହିଁ ।
ଏହି ରାସ୍ତା ଟି ପାହାଡ଼ କାଟି ତିଆରି ହୋଇଛି । ଏହି ରାସ୍ତା କୁ ପୃଥିବି ର ସବୁ ଠାରୁ କଡା ରାସ୍ତା ବୋଲି କୁହା ଯାଇ ଥାଏ । ଏହି ରାସ୍ତା ଦେଇ କେବଳ ଗୋଟିଏ ଗାଡି ଯାଇ ପାରିବ ।
ଏହି ରାସ୍ତା ଟି ଭାରତ ର ଉତରା ଖଣ୍ଡ ରେ ଅବସ୍ତିତ । ତେବେ ଆପଣ ମାନେ ତ ଏହି ରାସ୍ତା ବିଷୟ ରେ ଜାଣିଲେ । ଏବେ ଜାଣିବା ଆସନ୍ତୁ । କଣ ପାଇଁ ଏହି ରାସ୍ତା ଦେଇ ଯାଉ ଥିଲା ସେହି କାର ଟି , କଣ ହେଲା ପୁଣି ପଛକୁ ଫେରିଲା କାର ଟି । ଜାଣିବା ଆସନ୍ତୁ ।
ପ୍ରକୃତ ରେ କାର ଟି ଯାଉ ଥିଲା ପାହାଡ଼ ରାସ୍ତା ଦେଇ । କାରଣ ପାହାଡ଼ ରାସ୍ତା ଦେଇ ଗଲେ ଲକ୍ଷ ସ୍ଥଳୀ ପାଖ ହେବ ବୋଲି । ସେଥି ପାଇଁ ଲୋକ ଟି ପାହାଡ଼ ରାସ୍ତା ଦେଇ ଯାଉ ଥିଲା । କିନ୍ତୁ ହଟାତ ଫୋନ ଆସିଲା ତାର ମା ଦେହ ବହୁତ ଖରାପ । ସେ ଯୋଡି ପାହାଡ଼ ରାସ୍ତା ଦେଇ ପୁଣି ସେହି ପାହାଡ଼ ରାସ୍ତା ଦେଇ ଆସୁଛି ତାହାଲେ ତାକୁ ଗୋଟେ ଦିନ ଲାଗି ଯିବ ।
ଅର୍ଥାତ ଯଦି ଲୋକଟି ପାହାଡ଼ ର ଶେଷ ରାସ୍ତା ପର୍ଯ୍ୟନ୍ତ ଯାଉଛି , ତାହାଲେ ସେଠୁ ଘୁରିକି ଆସି ତାଙ୍କ ଘର ପହଂଚିବା ବେଳକୁ ଗୋଟେ ଦିନ ଲାଗି ଯିବ । ସେଥି ପାଇଁ ସେ ସେହି ଠାରୁ ଗାଡି ବୁଲାଇ ଥିଲା । କିନ୍ତୁ ପାହାଡ଼ ମଝିରେ ଗାଡି ବୁଲାଇବା କାଠି କର ପାଠ ଅଟେ । ଯୋଦି ଗୋଟେ ଚକା ଖସୁଛି ତାହାଲେ ତାର ମୃତ୍ୟୁ ସୁନିଶ୍ଚିତ ।
ହେଲେ ତା ପାଇଁ ତାର ମା ଜୀବନ ବଡ଼ ଥିଲା । ସେଥି ପାଇଁ ସେହି ସ୍ଥାନ ରୁ ଗାଡି ବୁଲାଇ ଥିଲା । ବହୁତ ଚେଷ୍ଟା ପରେ ସେ ମଝି ରାସ୍ତା ରେ ଗାଡି ବୁଲାଇ ଥିଲା ଆଉ ଘରକୁ ଆସି ଥିଲା ।
ଯଦି ଗୋଟେ ଚକା ପାହାଡ଼ ତଳକୁ ଖସି ଥାନ୍ତା ତାହାଲେ ଆପଣ ମାନେ ଗାଡି ଆଉ ସେହି ଲୋକ ଟିକୁ ପାଇ ନ ଥାନ୍ତେ । ତେବେ ସେ ଆସି ତାଙ୍କ ଘରେ ପହଂଚି ଥିଲା । ଏମିତିକା ଡ୍ରାଇଭର ଆପଣ କେବେ କୋଉଠି କେବେ ହେଲେ ଦେଖି ନ ଥିବେ । ନିଜ ଜୀବନ କୁ ବାଜି ଲଗାଇ ଗାଡି ବୁଲାଉ ଅଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।