ସବୁ ସମୟ ଖବର ସାଥିରେ

viral news – ଗୋଟିଏ ବେଦିରେ ୨ କନିଆଁ,ଦୁଇ ଅନାଥ ଝିଅ କୁ ଉଦ୍ଧାର କଲେ ଦୁଇ ବ୍ରାହ୍ମଣ ପିଲା,ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !

0 71

କେନ୍ଦ୍ରାପଡା ଜିଲ୍ଲା ର କମେଶ୍ୱର ମନ୍ଦିର ନିକଟରେ ଏକ ଏମିତି ବିବାହ ଦେଖିବା ପାଇଁ ମିଳିଛି ଯାହା ଆପଣ ଆଗରୁ କେବେ ଦେଖି ନ ଥିବେ ସେମିତିକା ବହାଘର । ତେବେ ଇତିହାସ ରେ ମଧ୍ୟ ଏମିତିକା ବାହା ଘର କେବେ କୋଉଠି ମଧ୍ୟ ହୋଇ ନାହିଁ । ଦୁଇ ବ୍ରାହ୍ମଣ ପୁଅ ଦୁଇ ଅନାଥ ଝିଅ କୁ ବିବାହ କରି ଛନ୍ତି । ତେବେ ବିବାହ ଟି ଏମିତି ହୋଇଛି ଆପଣ ଦେଖିଲେ ମଧ୍ୟ ବିଶ୍ଵାସ କରି ପାରିବେ ନାହିଁ ।

ଦୁଇ ଅନାଥ ଝିଅ କୁ ବିବାହ କଲେ ଦୁଇ ଭାଇ । କଥା ରେ ଅଛି , ଯାହାର ଏ ଦୁନିଆ ରେ କେହି ନହିଁ ତା ପାଖରେ ଭଗବାନ ଅଛନ୍ତି । ଭଗବାନ ହିଁ ତାର ସବୁ କିଛି କଥା ବୁଝି ଥାନ୍ତି । ତେବେ ପିଲାଟି ଦିନରୁ ଦୁଇ ଭଉଣୀ ଅନାଥ ।

ବାପ କଣ ମା କଣ ଏମାନେ ଦୁଇ ଜଣ ଜାଣି ନାହାନ୍ତି । ମାର ମମତା ଏ ମାନେ ପାଇ ନାହାନ୍ତି । ପିଲାଟି ଦିନରୁ ଅନାଥ ଆଶ୍ରମ ରେ ବଢି ଛନ୍ତି । ଅନାଥ ପିଲା ମାନଙ୍କ ସହ ରାତି କାଟି ଛନ୍ତି । ତେବେ ସେଠାରେ ଥିବା ଗୁରୁ ମା କହିଲେ ତାଙ୍କ ମା ।

ତେବେ ଦୁଇ ବ୍ରାହ୍ମଣ ଦେଖିବା କୁ ଗୋଟିଏ ଚାଉଳ ରେ ଗଢ଼ା । ସେମାନେ ଚାହିଁ ଥିଲେ ସୁନ୍ଦରୀ ସୁନ୍ଦରୀ ଝିଅ କୁ ବିବାହ କରି ପାରି ଥାନ୍ତେ । କିନ୍ତୁ ନା ଆଜି କାଲି ଝିଅ ମାନଙ୍କ ର ଷ୍ଟାଇଲ ଓ ଚାଲି ଚଳଣି କୁ ଦେଖି ସେମାନେ ଶପଥ ନେଲେ ଯେ ଅନାଥ ଆଶ୍ରମ ରେ ବଢି ଥିବା ଝିଅ କୁ ବିବାହ କରିବେ ।

ଯେଉଁ ମାନଙ୍କ ର ମନ ପୁରା ପବିତ୍ର ଓ ଗର୍ବ ଟିକେ ହେଲେ ନ ଥାଏ । ତେଣୁ ପ୍ରଥମ ଭାଇ ଦେଖି ଥିଲେ ଅନାଥ ଆଶ୍ରମ ର ଝିଅ । ଆଉ ସେ ଆଶ୍ରମ ର ମାଲିକ ସହିତ କଥା ହେଇ ଥିଲେ । ଆଉ ତା ପରେ ଦୁଇ ଭାଇ ଙ୍କର ବିବାହ ସେହି ଦୁଇ ଅନାଥ ଝିଅ ସହିତ ବିବାହ ହୋଇ ଥିଲା ।

ସେହି ବିବାହ ଟି ଗୋଟିଏ ମଣ୍ଡପ ରେ ହୋଇ ଥିଲା । କନ୍ୟା ଦାନ କରି ଥିଲେ ଆଶ୍ରମ ର ମାଲିକ ଏବଂ ସେଠାରେ ରହୁ ଥିବା ସେବକ । ତେବେ ଦୁଇ ଭାଇ ଙ୍କର ବିବାହ ଏକା ସହିତ ହୋଇ ଥିଲା ଏପଟେ ଦୁଇ ଭଉଣୀ ଙ୍କର ମଧ୍ୟ ଏକା ସାଙ୍ଗରେ ହୋଇ ଥିଲା ।

ସେଠାକୁ ବହୁତ ଲୋକ ଯାଇ ଥିଲେ । ଆଶ୍ରମ ର ସବୁ ପିଲା ମାନେ ମଧ୍ୟ ଯାଇ ଥିଲେ । ସେହି ବିବାହ ରେ ଡିଜେ ମଧ୍ୟ ହୋଇ ଥିଲା । ଏବେ ଝିଅ ମଧ୍ୟ ବହୁତ ଖୁସି ଥିଲା । ସମାଜ ରେ ଦେଖିବା ପାଇଁ ମିଳୁଛି ଗୋଟେ ଝିଅ ପାଞ୍ଚ ପାଞ୍ଚଟି ପୁଅ କୁ ଧରି ବୁଲୁଛି । ସେଥି ପାଇଁ ସେମାନେ ଏହିପଦକ୍ଷପ ନେଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।