ସବୁ ସମୟ ଖବର ସାଥିରେ

ମାମୁଁ ଭାଣେଜୀ ର ଖରାପ ସମ୍ପର୍କ ଦାଣ୍ଡରେ ପଡ଼ି ହାଟରେ ଗଡୁଛି !ପୁରା କାରନାମା ଶୁଣିଲେ ମୁଣ୍ଡରେ ହାତ ଦେବେ…ଦେଖନ୍ତୁ video..

0 18

ସମାଜରେ ଅସାମାଜିକତା ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି | ମାଡ଼ ଗୋଳ, ହିଂସା, ଦୁଷ୍କର୍ମ ସମାଜରେ ଦିନକୁ ଦିନ ବଢ଼ିବାରେ ଲାଗିଛି | ଲୋକ ମାନଙ୍କ ଭିତରେ ବନ୍ଧୁତ୍ୱ ଭାବ ନ ରହି ଶତ୍ରୁତା ଭାବ ଦେଖିବାକୁ ମିଳୁଛି | ହତ୍ୟାର ପ୍ରଭାବ ବଢ଼ି ବଢ଼ି ଚାଲିଛି | ଲୋକ ମାନେ ଟଙ୍କା ପାଇଁ ନିଜର ମାନସିକ ସନ୍ତୁଳନ ହରାଇ କଣ କରୁଛନ୍ତି ଜାଣି ପାରୁ ନାହାନ୍ତି | ସବୁ ସମ୍ପର୍କରେ ତିକ୍ତତା ବଢ଼ିବାରେ ଲାଗିଛି | ବାପା ପୁଅ, ସ୍ୱାମୀ ସ୍ତ୍ରୀ ମାନଙ୍କ ମଧ୍ୟରେ ଭକ୍ତି ଭାବ, ପ୍ରେମ ସମ୍ପର୍କ ନାହିଁ|ଅବୈଧ ସମ୍ପର୍କ ଓ ପରକିଆ ପ୍ରୀତିର ପରିମାଣ ଆସ୍ତେ ଆସ୍ତେ ବଢ଼ିବାରେ ଲାଗିଛି |ଆଜି ଆମେ ଆପଣଙ୍କୁ ଏମିତି ଏକ ମହିଳାଙ୍କର ପରକିଆ ସମ୍ପର୍କ ବିଷୟରେ କହିବାକୁ ଯାଉଛୁ | ଆସନ୍ତୁ ଜାଣିବା ସେ ସମ୍ପର୍କରେ |
ବିବାହିତ ଯୁବତୀଙ୍କର ନିଜର ସମ୍ପର୍କୀୟ ମାମୁଙ୍କ ସହିତ ଶାରୀରିକ ସମ୍ପର୍କ ରହି ଥିବା ନେଇ ଯୁବତୀଙ୍କର ଶାଶୁ ଘର ଲୋକେ ବୋହୁଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ ଆଣିଛନ୍ତି | ଯୁବତୀଙ୍କର ଶାଶୁ କହିଛନ୍ତି କି ବୋହୂ ରାତି ସାରା କାହା ସହିତ ଗପୁ ଥିବାର ସେମାନେ ଲକ୍ଷ୍ୟ କରିଛନ୍ତି | ବିବାହ ପର ଠାରୁ ଯୁବତୀ ଜଣଙ୍କ କାହା ସହିତ ଭଲ ବ୍ୟବହାର କରୁ ନ ଥିଲେ | ସବୁ କୋଠରେ ରାଗ ଓ ଗାଳି କରୁ ଥିଲେ | ତାଙ୍କର ପୁଅ ବିବାହ ପରେ ଭୁବନେଶ୍ୱରରେ ଚାକିରୀ ପାଇଁ ରହୁ ଥିଲେ | ସ୍ୱାମୀଙ୍କ ଅନୁପସ୍ଥିତିରେ ସେ ତାଙ୍କର ମାମୁଙ୍କ ସହିତ ଫୋନରେ ଅଶ୍ଳୀଳ କଥା ବାର୍ତା କରୁ ଥିଲେ |
ଶାଶୁଙ୍କର କହିବା ଅନୁଯାୟୀ ତାଙ୍କର ଝିଅ ଏବଂ ଜ୍ୱାଇଁ ଏହି ବିବାହାରେ ରାଜି ନ ଥିଲେ ମଧ୍ୟ ସେ ଏହି ଝିଅଙ୍କୁ ପୁଅ ସହିତ ବାହାଘର କରାଇ ଥିଲେ | କିନ୍ତୁ ବିବାହ ପରେ ଏହି ଯୁବତୀ ଜଣଙ୍କ ଶାଶୂଘର ଲୋକଙ୍କ ଉପରେ ଅତ୍ୟାଚାର ଆରମ୍ଭ କରି ଥିଲେ | ଏବଂ ନିଜେ ଶାଶୁ ଘର ଆଗରେ ନିର୍ଯ୍ୟାତନାର କେସ କରି ରହିବା ପାଇଁ ଅଭିଯୋଗ କରି ଥିଲେ | କିନ୍ତୁ ଏ ନେଇ ସ୍ୱାମୀ ଜଣଙ୍କ ସମସ୍ତ ପ୍ରମାଣ ଯୋଗାଡ଼ କରି ଥିଲେ ଓ ପୋଲିସକୁ ହସ୍ତାନ୍ତର କରି ଥିଲେ |

ଏହି ମହିଳାଙ୍କର ତାଙ୍କ ମାମୁଁ ସହିତ ଅଶ୍ଳୀଳ କଥା ବାର୍ତାର ଏକ ଅଡିଓ ମଧ୍ୟ ଭାଇରଲ ହେବାରେ ଲାଗିଛି ଯୋଉଁଥିରୁ ସ୍ପଷ୍ଟ ହେଉଛି ଏହି ଯୁବତୀଙ୍କର ବିବାହ ପୂର୍ବରୁ ଅନ୍ୟ ପୁରୁଷଙ୍କ ସହିତ ଶାରୀରିକ ସମ୍ପର୍କ ରହିଥିଲା | ସେଇଥି ପାଇଁ ସେ ବିବାହ ପରେ ସ୍ୱାମୀଙ୍କ ସହିତ ସମ୍ପର୍କ ରଖି ନ ଥିଲେ ଏବଂ ଶାଶୁ, ଶ୍ୱଶୁର ଏମିତି କି ଛୋଟ ପିଲାଙ୍କୁ ମଧ୍ୟ ଅପବ୍ୟବାହାର କରୁଥିଲେ | ଏ ନେଇ ତାଙ୍କ ସ୍ୱାମୀ ମଧ୍ୟ ତାଙ୍କୁ ବହୁତ ବୁଝାଇବା ପରେ ମଧ୍ୟ ସେ ବୁଝି ନ ଥିଲେ |

ସେଥି ପାଇଁ ତାଙ୍କ ସ୍ୱାମୀ ଆଇନର ସାହାରା ନେଇଛନ୍ତି | ଏବଂ କହିଛନ୍ତି କି ତାଙ୍କର ଆଇନ ଉପରେ ବିଶ୍ୱାସ ଅଛି | ସଠିକ ଅନୁସନ୍ଧାନ କଲେ ସତ ଜଣା ପଡିବ | ତାଙ୍କ ପାଖରେ ସ୍ତ୍ରୀଙ୍କ କାରନାମା ବିରୁଦ୍ଧରେ ଯଥେଷ୍ଟ ପ୍ରମାଣ ଅଛି ଯାହାକୁ ସେ ଅନୁସନ୍ଧାନ ବେଳେ ପୋଲିସକୁ ଦେଇ ପାରିବେ |