
shocking ଭିଡ଼ିଓ – ଦୁଇ ପିଲା ଏବଂ ସ୍ବାମୀକୁ ଛାଡି ଦେଢଶୁର ସହ ଭାଇବୋହୂ ଫେରାର ଭିଡ଼ିଓ ଦେଖିଲେ ମୁଣ୍ଡ କାମ କରିବନି ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !
କଳିଯୁଗ ରେ ଯାହା ସବୁ ହେଉଛି ତାହା ଆପଣ ମାନେ କେବେ ସ୍ୱପ୍ନ ରେ ଭାବି ପାରିବେ ନାହିଁ । ତେବେ ଘଟଣା ରେ ଦେଖିବା ପାଇଁ ମିଳିଛି । ଦେଢ଼ସୁର ସହ ଫେରାର ହେଲେ ଭାଇ ବହୁ । ତେବେ ଘଟଣା ଟି ଦେଖିବା ପାଇଁ ମିଳି ଥିଲା ରାୟଗଡା ଜିଲ୍ଲା ର ଛେଣ୍ଡି ପଦା ଗ୍ରାମ ରେ ଦେଖିବା ପାଇଁ ମିଳି ଥିଲା । ତେବେ ଘଟଣା ସ୍ଥଳରେ ଦେଖିବା ପାଇଁ ମିଳି ଥିଲା ଭାଇ ବହୁ କୁ ନେଇ ଫେରାର ହୋଇ ଥିଲା ବଡ଼ ଭାଇ ।
ତେବେ ଗୋଟିଏ ପରିବାର ରେ ଦୁଇ ଭାଇ ରହୁ ଥିଲେ । ବଡ ଭାଇ ର ନାମ ରାହୁଲ ନାୟକ ଓ ସାନ ଭାଇ ର ନାମ ପ୍ରଭାତ ନାୟକ । ତେବେ ଏହି ଦୁଇ ଭାଇ ଯାକ ବିବାହ କରି ସାରି ଛନ୍ତି ।
ତେବେ ସାନ ବୋହୁ ର ତିନୋଟି ଝିଅ ଥିବା ସମୟ ରେ ସେ ନିଜ ଦେଢ଼ ସୁର ସାଙ୍ଗରେ ସାନ ଝିଅ କୁ ନେଇ ପଳାଇ ଯାଇଛି । ତେବେ ସାନ ବୋହୁ ନିଜ ଦେଢସୁର ସହିତ ଯିବାର କାରଣ କଣ ହୋଇ ପାରେ । ତାହା ଆଜି ଆମେ ଆପଣଂକୁ ଜଣାଇବୁ ।
ଆଜ୍ଞା ହିନ୍ଦୁ ଧର୍ମ ରେ ଦେଢଶୁର ସହ ବହୁ କଥା ହେବାକୁ ଡରି ଥାନ୍ତି । ଦେଢଶୁର ସହ କଥା କହିବା ତ ଦୂରର କଥା ତାଙ୍କ ଦେହ ରେ ମୁଣ୍ଡ ରୁ ଅଢଣା ଖୋଲିବା ମଧ୍ୟ ମନା । କିନ୍ତୁ ଏଠି ଦେଢଶୁର ସହ ଶାରୀରିକ ସମ୍ପର୍କ ରଖୁଛି ବହୁ । ତେବେ ସେମାନଙ୍କ ର ପ୍ରେମ ଏତେ ନିବିଡ଼ ହୋଇ ଥିଲା ଯେ , ଦୁହେଁ ଦୁହିଁ କୁ ଛାଡି ଦୁଇ ଜଣ ବଂଚି ପାରୁ ନଥିଲେ ।
ତେବେ ଏ କଥା ସ୍ତ୍ରୀ ର ବର ଜାଣିବା ପରେ ତାକୁ ଜବଡ଼ କରି ଥିଲେ ଓ ସ୍ୱାମୀ ର ସ୍ତ୍ରୀ ଜାଣିବା ପରେ ମଧ୍ୟ ସ୍ୱାମୀ କୁ ଜବଡ଼ କରି ଥିଲେ । ସେମାନଙ୍କୁ ମିଳା ମିଶା କରିବା ପାଇଁ ଏମାନେ ଦୁଇ ଜଣ ଅର୍ଥାତ ଦେଉର ଓ ଭାଉଜ ମନା କରି ଥିଲେ ।
କିନ୍ତୁ ଏମାନଙ୍କ ପ୍ରେମ ଏତେ ଆଗକୁ ଆଗକୁ ଚାଲି ଯାଇ ଥିଲା ଯେ ଆଉ ଫେରିବା ପାଇଁ ବାଟ ନ ଥିଲା ଏମାନଙ୍କ ପାଖରେ । ତେଣୁ ଦେଢଶୁର ସହ ଫେରାର ହୋଇ ଯାଇ ଥିଲା ବହୁ । ଦୁଇ ଝିଅ ଓ ସ୍ୱାମୀ ଙ୍କୁ ଛାଡି ଦେଇ ସ୍ତ୍ରୀ ପଳାଇ ପଳାଇ ଯାଇ ଥିଲେ ସାନ ଝିଅ କୁ ନେଇ ।
ତେବେ ଏହା ଏକ ଆମ ସମାଜ ପାଇଁ ଲଜ୍ୟା ଜନକ ଘଟଣା ଅଟେ । ତେଣୁ ମାଳିକା ରେ ଯାହା ଲେଖା ଅଛି କଳିଯୁଗ ରେ ତାହା ମଧ୍ୟ ଦେଖା ଦଉଛି । ପ୍ରେମ ଏମିତି ଏକ ଜିନିଷ କାହା ସହିତ କେତେ ବେଳେ ହୋଇ ଯିବ ତାହା କେହି କେବେ କହି ପାରିବ ନାହିଁ । ସେଥି ପାଇଁ କୁହା ଯାଏ ପ୍ରେମ ଆମର ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।